Posts

Showing posts with the label ଅମିତ କୁମାର

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ - E Banara Chhai Jahin Prathama Prema Sapana Lyrics

Image
== ଓଡ଼ିଆ == ଗୀତ : ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଭାଷା : ଓଡ଼ିଆ ଚଳଚିତ୍ର : ଗପ ହେଲେବି ସତ କଣ୍ଠ : ସୁମନ କଲ୍ୟାଣପୁର, ଅମିତ କୁମାର ଗୀତିକାର : ଗୁରୁକୃଷ୍ଣ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ଭୁବନ, ହରି  ମସିହା : ୧୯୭୬ (ପୁ) ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଯାଇଛି ସତ ହୋଇ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଯାଇଛି ସତ ହୋଇ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ (ଝି) ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ଚଇତି ଯାଇଛି ମତେ ଛୁଇଁ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ ॥ (ପୁ) ସରଗ ଚାନ୍ଦ ପଡ଼ିଚି ଖସି ସତେ କି ମୋ ହାତେ ଗଲା ଜନମ ଖୋଜିଲା ସାଥି ଯାଇଚି ମିଳି ମତେ ମୁଁ ଦେଉଛି କହି ସାରା ଜୀବନ ହସିବି ମୁହିଁ ମୁଁ ଦେଉଛି କହି ସାରା ଜୀବନ ହସିବି ମୁହିଁ ତୁମକୁ ସାଥେ ନେଇ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ ॥୧॥ (ଝି) ଏ ମନ ତୁମ ପୁଜାରିଣୀ ଏ ଦେହ ପୁଜାଫୁଲ ଏଇ ଜୀବନ ଦେଉଳେ ତୁମେ ତୁମେ ଦେବତା ମୋର ମୁଁ ରଖୁଛି କହି ତୁମ ଦେହର ଛାଇ ହୋଇବି ମୁଁ ରଖୁଛି କହି ତୁମ ଦେହର ଛାଇ ହୋଇବି ଜନମ ସାରା ମୁହିଁ ମୁଁ ଭୁଲିବି ନାହିଁ ମୁଁ ଭୁଲିବି ନାହିଁ (ପୁ) ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ