Posts

Showing posts from September, 2020

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନା ମୁଁ ତତେ କେବେ ଚିଠି ଦେଇଚି - Na Mun Tate Kebe Chithi Deichi Lyrics

Image
== ଓଡ଼ିଆ == ଗୀତ : ନା ମୁଁ ତତେ କେବେ ଚିଠି ଦେଇଚି ଭାଷା : ଓଡ଼ିଆ ଆଲବମ : ରଜନୀ ଗନ୍ଧା କଣ୍ଠ : ଉଦିତ ନାରାୟଣ   ଗୀତିକାର : ଶ୍ରୀକାନ୍ତ ଗୌତମ   ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୫ ନା ମୁଁ ତତେ କେବେ ଚିଠି ଦେଇଚି ନା ମୁଁ କେବେ ମନ ଖୋଲି କହିଚି ନା ମୁଁ ତତେ କେବେ ଚିଠି ଦେଇଚି ନା ମୁଁ କେବେ ମନ ଖୋଲି କହିଚି ମନେ ମନେ ତତେ ମୁଁ ମନେ ମନେ ତତେ ମୁଁ ଭଲପାଇବସିଚି ମନେ ମନେ ହସୁଚି ମନେ ମନେ କାନ୍ଦୁଚି ମନେ ମନେ ହସୁଚି ମନେ ମନେ କାନ୍ଦୁଚି ନା ମୁଁ ତତେ କେବେ ଚିଠି ଦେଇଚି ନା ମୁଁ କେବେ ମନ ଖୋଲି କହିଚି ॥ ଭାବେ କେବେ କେବେ କହିଦେବି ଖୋଲି ଦେଖା ହେଲେ ଏଇଥର ମନ କଥା ମୋର ଓଠ ପାଖୁ ଆସି ଫେରିଯାଏ ସବୁଥର ରାତି ହେଲେ ବେଶି ଚିଠି ଲେଖେ ବସି ଲେଖୁଥାଏ ଗୀତ ମୋର ଜାଣିପାରେ ନାହିଁ ରାତି ଯାଏ ପାହି ସରେନାହିଁ ଲେଖା ମୋର ଦିନରାତି ତୋ କଥା ଦିନରାତି ତୋ କଥା ସବୁ ବେଳେ ଭାବୁଚି ମନେ ମନେ ଖୋଜୁଚି ମନେ ମନେ ଝୁରୁଚି ମନେ ମନେ ଖୋଜୁଚି ମନେ ମନେ ଝୁରୁଚି ନା ମୁଁ ତତେ କେବେ ଚିଠି ଦେଇଚି ନା ମୁଁ କେବେ ମନ ଖୋଲି କହିଚି ॥୧॥   କହିପାରୁନାହିଁ ଲେଖିପାରୁନାହିଁ କେତେ ଭଲପାଏ ତତେ ଏତିକି ଜାଣିଚି ପାରୁନାହିଁ ବଞ୍ଚି ଭୁଲିପାରିବିନି ତତେ ଶୋଇପାରୁନାହିଁ ଚାହିଁପାରୁନାହିଁ ଛଟପଟ ହୁଏ ମନ ନ ଦେଖିଲେ ତତେ ପ୍ରାଣଛାଡ଼ିଯାଏ ବିତିଗଲେ ଗୋଟେ ଦିନ ଛାତି ତଳେ ମନରେ   ଛାତି ତଳେ ମନରେ ନିଆଁ ଲାଗିଯାଇଚି ମନେ ମନେ ଜଳୁଚି ମନେ

ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌ (ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା) - Dhire Dhire Pabanata Kala Mate Halchal (Hulala Ulala Chal Dustami Chal Dustami Kariba Shala) Lyrics

Image
  == ଓଡ଼ିଆ== ଫିଲ୍ମଗୀତ : ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌ ଭାଷା : ଓଡ଼ିଆ ଚଳଚିତ୍ର : ଲଭ୍‌ ପାଇଁ କୁଛ୍‌ଭି କରେଗା କଣ୍ଠ : ପାମେଲା ଜୈନ୍ ଗୀତିକାର : ନିର୍ମଳ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ଅଭିଜିତ ମଜୁମଦାର ମସିହା : ୨୦୧୬ (ଝି) ହାଁ..ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌ ମନ କହେ ନାଚି ଗାଇ ଝୁମି ଯିବି ହ‌‌ର୍‌ପଲ୍ ଧୀରେ ଧୀରେ ପବନଟା କଲା ମତେ ହଲ୍‌ଚଲ୍‌ ମନ କହେ ନାଚି ଗାଇ ଝୁମି ଯିବି ହ‌‌ର୍‌ପଲ୍ ନମ୍‌କିନ୍‌ ବୟସଟା ଟୁଇଷ୍ଟ ମାଇଲା.. ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା (ପୁ) ନାରେ ବାବା ସମ୍ଭାଳିଯା ହଅନା ତୁ ହଲ୍‌ଚଲ୍ ସଜ ସଜ ମୁହଁ ତୋର ଚାନ୍ଦପରି ଝଲ୍‌ମଲ୍‌ ଭୁଲ୍‌ ଟିକେ ହେଇଗଲେ ଭାରି ଝାମେଲା (ଝି) ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା ହୁଲାଲା ଉଲାଲା ଚାଲ୍ ଦୁଷ୍ଟାମି କରିବା ଶାଲା ହେଲେ ପଛେ ହେଇଯାଉ ହାଲ୍ଲା ଗୁଲ୍ଲା ଆରେ ହାଲ୍ଲା ଗୁଲ୍ଲା ॥ (ଝି) ହାଁ..ସିଲିସିଲି ଏ ମଉସମଟା ମହୁଝରାଏ ଭାରି ମଜାଲାଗେ (ପୁ) ହାଁ..ଏତେ ଚଗଲି କେମିତି ହେଲୁ ବିଜୁଳି ପରି ଚମ୍‌କୁ ଭସାମେଘେ (ଝି) ହାଁ..ଆକାଶଟା ମୋ ପାଇଁ କି ଗାଏ ଆଜି ସର୍‌ଗମ୍‌ ଇଚ୍ଛାହୁଏ ଗୁଡ଼ିପରି ଉଡ଼ିବାକୁ ହର୍‌ଦମ୍‌ ନଟେଇର ସୁତା କିଏ କଟେଇ ଦେଲା ଆଃ ହାଃ ହାଃ ହାଃ..

ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି - Aahe Nilagiri Tumbha Shribhuje Dayana Keri Keri Lyrics

Image
== ଓଡ଼ିଆ == ଗୀତ : ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା ଭାଷା : ଓଡ଼ିଆ ଆଲବମ : ଜଗବନ୍ଧୁ ହେ ଗୋସାଇଁ କଣ୍ଠ : ଭିକା ରି ବଳ ଗୀତିକାର : ଭକ୍ତ ସାଲବେଗ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଆହେ ନୀଳଗିରି ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ଆହେ ନୀଳଗିରି ତୁଳସୀ ଚଉରା ପାଶେ ଜଗି ବସି ଧ୍ୟାଉଛନ୍ତି କେତେ ଯୋଗୀ ବ୍ୟାଘ୍ରଚର୍ମ ପାତି ସ୍ତୁତି କରୁଛନ୍ତି ଜପୁଛନ୍ତି ନାମ ସଂଖ୍ୟା କରି ଆହେ ନୀଳଗିରି ॥୧॥ ବଡଦାଣ୍ଡେ ଦେଖି ହେଲି ତୋଷ ରେଣୁମାତ୍ର ତେଣୁ କଲି ଗ୍ରାସ କ୍ଷୀରୀ ଖେଚିଡ଼ିରେ ମନ ନବୋଧଇ ଟଙ୍କ ତୋରାଣିରେ ମନ ତୋଷ   ଆହେ ନୀଳଗିରି ॥୨॥ ସିଂହଦ୍ଵାରେ ବାଜେ ବେତବାଡ଼ି ବାଜନ୍ତେ ପାତକ ଯାଏ ଛାଡ଼ି ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଏକକୁ ଆରେକ ହୁଡ଼ାହୁଡ଼ି ଆହେ ନୀଳଗିରି ॥୩॥   ବାଇଶି ପବଚ୍ଛେ ଗଲି ସୁଖେ କୈବଲ୍ୟପସରା ବେନି ପାଖେ ଚଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ଆହେ ନୀଳଗିରି ॥୪॥   ରୋହିଣୀ ପାଦୁକ କୁଣ୍ଡରଜ ସିହ୍ନା ମାଡ଼ି ବସିଛନ୍ତି ଗଜ ସତେ କି ଏ ନେତ୍ର ସୁଫଳ ହୋଇବ କାକ ପଡ଼ି ହେଲା ଚତୁର୍ଭୁଜ   ଆହେ ନୀଳଗିରି ॥୫॥ ଗରୁଡ଼ ପଛରେ ରହି ଦେଖ କି ଶୋଭା ପାଉଛି ପଦ୍ମମୁଖ ହିରା ନୀଳା ମୋତି ମାଣିକ୍ୟ ଜଳୁଛି ହୃଦେ ଲମ୍ବିଅଛି ବ୍ୟାଘ୍ରନଖ   ଆହେ ନୀଳଗିରି ॥୬॥ ଶ୍ରୀଜଗନ୍ନାଥ ଠାକୁରାଣୀ ସୁବର୍ଣ୍ଣ ଥାଳୀରେ ଅର୍ଘ୍ୟ ଆଣି କଳାଶ୍ରୀମୁଖକୁ ବନ୍ଦାଣ କରନ୍ତି ସାଧୁ ସନ୍ଥ ଦ୍ୟନ୍ତି ହରିଧ୍ଵନି   ଆହ

ଚାଲୁ ଚାଲୁ କିଛି ବାଟ ରହିଯିବନି - Chalu Chalu Kichhi Bata Rahijibani Lyrics

Image
== ଓଡ଼ିଆ == ଗୀତ : ଚାଲୁ ଚାଲୁ କିଛି ବାଟ ଭାଷା : ଓଡ଼ିଆ ଆଲବମ : ଜୀବନ ସାଥୀ କଣ୍ଠ : କୁମାର ସାନୁ, ନିବେଦିତା ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ ମସିହା : ୨୦୦୫ ଲାଲାଲା..ଲାଲାଲା..ଲାଲାଲା..ଲାଲାଲା.. ଲାଲାଲା..ଲାଲାଲା..ଲାଲାଲା..ଲାଲାଲା.. (ପୁ) ଚାଲୁ ଚାଲୁ କିଛି ବାଟ ଚାଲୁ ଚାଲୁ କିଛି ବାଟ ରହିଯିବନି ବିଦାୟ ନେଇ ଗୋ ପ୍ରିୟା ଚାଲିଯିବନି (ଝି) ଚାଲୁ ଚାଲୁ କିଛି ବାଟ ଚାଲୁ ଚାଲୁ କିଛି ବାଟ ରହିଯିବନି ବିଦାୟ ନେଇ ଗୋ ସାଥୀ ଚାଲିଯିବନି (ପୁ) ଟିକେ ହସେଇ ଟିକେ କନ୍ଦେଇ (ଝି) ଟିକେ ହସେଇ ଟିକେ କନ୍ଦେଇ (ପୁ) ରହିଲା ମୋ ରାଣ ମତେ ଭୁଲିଯିବନି (ଝି) ଚାଲୁ ଚାଲୁ କିଛି ବାଟ ହୋ.. ॥ (ପୁ) ଭଲପାଇ ଭୁଲିଯିବା ମାନେ ନୁହେଁ ପ୍ରେମ ପ୍ରେମ ସେତ ମନେ ଲେଖା ଛୋଟ ଏକ ନାମ ଭଲପାଇ ଭୁଲିଯିବା ମାନେ ନୁହେଁ ପ୍ରେମ ପ୍ରେମ ସେତ ମନେ ଲେଖା ଛୋଟ ଏକ ନାମ ସେ ନାଁ ଲିଭେଇ ବାଟେ ବସେଇ ସେ ନାଁ ଲିଭେଇ ବାଟେ ବସେଇ ମତେ ଏକା ଛାଡ଼ି ତମେ ହଜିଯିବନି (ପୁ) ଚାଲୁ ଚାଲୁ କିଛି ବାଟ ହୋ.. ॥୧॥ (ପୁ) ଖେଳନାର ସାଥେ ପ୍ରିୟା ତମେ ଖେଳିପାର ମନନେଇ ଖେଳିବନି ଅନୁରୋଧ ମୋର ହୋ..ଖେଳନାର ସାଥେ ପ୍ରିୟା ତମେ ଖେଳିପାର ମନନେଇ ଖେଳିବନି ଅନୁରୋଧ ମୋର ହସ ଲିଭେଇ ଆଖି ଭିଜେଇ ହସ ଲିଭେଇ ଆଖି ଭିଜେଇ ଏଇ ମନ ଆଇନାକୁ ଭାଙ୍ଗିଦବନି (ଝି) ହାଁ..ଚାଲୁ ଚାଲୁ କିଛି ବାଟ (ପୁ) ଚାଲୁ ଚାଲୁ କିଛି ବାଟ (ଝି) ଲା..ଲାଲା..ଲାଲା ଉଁ..ହୁଁ..ହ

ଗାଡ଼ି ଚାଲେ ପଛେଇ - Gadi Chale Pachhei Lyrics

Image
== ଓଡ଼ିଆ == ଫିଲ୍ମଗୀତ : ଗାଡ଼ି ଚାଲେ ପଛେଇ ଭାଷା : ଓଡ଼ିଆ ଚଳଚିତ୍ର : ଯାଯାବର କଣ୍ଠ : ଅକ୍ଷୟ ମହାନ୍ତି, ତୃପ୍ତି ଦାସ ଗୀତିକାର : ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ : ଅକ୍ଷୟ ମହାନ୍ତି ମସିହା : ୧୯୭୫ (ପୁ) ଗାଡ଼ି ଚାଲେ ପଛେଇ (ଝି) ଆସୁ ଆସୁ (ପୁ) ଆଉ ଟିକେ ପଛେଇ (ଝି) ହୁଁ ଆସୁ (ପୁ) ଦେବି ଧକ୍କା ଲଗେଇ (ଝି) ଥାଉ (ପୁ) ଆରେ ଆରେ ଗୋରୀ ଆଗେଇଲେ ମୁହିଁ ତୁ କିଆଁ ଯାଉଛୁରେ ପଛେଇ ପଛେଇ (ଝି) ମୋ ବାବା.. ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ॥ (ଝି) ନଦୀ ସେ କୂଳରେ ଘର ତୁମ ବନ୍ଧୁ ଏ କୂଳରେ ମୋର ଘର ତୁମ ମନଠାରୁ ମୋ ମନ ଭଲା କହ କିଆଁ ଏତେ ଦୁର ଏବେ ଆସ ପାଖେଇ (ପୁ) ଗଲି ଗଲି (ଝି) ଦିନେ ଯିବ ଦୂରେଇ (ପୁ) ହେ..ନା (ଝି) ବାଟେ ଦବ ବସେଇ (ପୁ) ଚୁ ଚୁ ଚୁ ଚୁ ଆରେ ଗୋରୀ ତୋର ଥିଲା ଯଦି ଡର ମୋ ସାଥେ ଥିଲୁ କିଆଁ ନଜର ମିଶେଇ (ଝି) ମୋ ବାବା.. ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ମୋ ବାବା.. ବସିଚିରେ ଟାଙ୍ଗିଆ ପଜେଇ ॥୧॥ (ପୁ) ଓ.. (ଝି) ଓ..ଆ.. (ପୁ) ଓ..ଓ.. (ପୁ+ଝି) ଓ..ଓ..ଓ..ଆ.. (ପୁ) ଯେ ଦିନରୁ ହେଲା ଦେଖା ତୋର ସାଥେ ଦୁନିଆକୁ କଲି ପର ମନ ଥିଲା ମୋର ଅତି ଆପଣାର ଆଜି ସେ ତ ଯାଯାବର ନେଲୁ ମତେ ଭୁଲେଇ (ଝି) ମିଛ (ପୁ) ଦେଲି ମନ ହଜେଇ (ଝି) କୋଉଠି ? (ପୁ) ଏବେ ଦଉ ଫେରେଇ (ଝି) ଚୁ ଚୁ ଚୁ ଚୁ (ପୁ) ଆରେ ଆରେ ଗୋରୀ ଯାଇନି ମୁଁ ଡରି ମୋ ବାବା ବସିଚି ବି ବନ୍ଧୁକ ସଜେ

କାଳିଆରେ କାଳିଆ ତୁ ସତ କହ କାହାର - Kaliare Kalia Tu Sata Kaha Kahara Lyrics

Image
== ଓଡ଼ିଆ == ଗୀତ : କାଳିଆରେ କାଳିଆ ତୁ ସତ କହ କାହାର ଭାଷା : ଓଡ଼ିଆ ଆଲବମ : ରତ୍ନ ସିଂହାସନ କଣ୍ଠ : ଭିକା ରି ବଳ ଗୀତିକାର : ରାଧାନାଥ ଦାସ ସଂଗୀତ ନିର୍ଦ୍ଦେଶକ : ଭିକାରି ବଳ ମସିହା : ୧୯୮୩ କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ପ୍ରେମମୟୀ ରାଧାର କି ଯଶୋମତୀ ମାଆର ପ୍ରେମମୟୀ ରାଧାର କି ଯଶୋମତୀ ମାଆର ରଘୁ ଅରକ୍ଷିତ କିବା ରଘୁ ଅରକ୍ଷିତ କିବା ବନ୍ଧୁ ମହାନ୍ତିର ସତେ ତୁ କାହାର କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ॥ ମନ ତୋର ବନ୍ଧା ସତେ ବଡ଼ଦେଉଳରେ ଅବା ସେଇ ମନ ଯାଇ ଯମୁନା କୂଳରେ ବନ୍ଧା କି ସେ ମନ ଯାଇ ଗୋପୀ ପଣତରେ ଅବା ସେଇ ମନ ଯାଇ ଲକ୍ଷ୍ମୀ ଅନ୍ତଃପୁରେ ଲକ୍ଷ୍ମୀ ଅନ୍ତଃପୁରେ..ଲକ୍ଷ୍ମୀ ଅନ୍ତଃପୁରେ କହରେ କାଳିଆ କହ...   କହରେ କାଳିଆ କହ ସତେ ତୁ କାହାର କିଏ ତୋର ପର କହ କିଏ ତୋର ପର କହ କିଏ ଆପଣାର ସତେ ତୁ କାହାର କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ॥୧॥   ତୋ ପାଟି କି ଭଲଲାଗେ ଷାଠିଏ ପଉଟି ସର ଲବଣୀରେ କିବା ଥାଏ ତୋର ମତି ଶଙ୍ଖରେ ମନ କି ତୋର ବଇଁଶୀରେ ମନ ନରେନ୍ଦ୍ରରେ ମନ କିବା ଯମୁନାରେ ମନ ଯମୁନାରେ ମନ..ଯମୁନାରେ ମନ    ସବୁ ଶୁଣି ହସି କହେ... ସବୁ ଶୁଣି ହସି କହେ ଶ୍ରୀରଙ୍ଗା ଅଧର କାହାର ମୁଁ ପର ନୁହେଁ କାହାର ମୁଁ ପର ନୁହେଁ କାହାର ନିଜର ମୁଁ ଏକା ଭକତର   ମୁଁ ଏକା ଭକତର ମୁଁ ଏକା ଭକତର ମୁଁ ଏକା ଭକତର ମ

ମାଝିରେ ଶେଷ ଶ୍ରାବଣ ପୂରୁବା ପବନ - Majhire Shesha Shrabana Puruba Pabana Lyrics

Image
      == ଓଡ଼ିଆ == ଫିଲ୍ମଗୀତ : ମାଝିରେ ଶେଷ ଶ୍ରାବଣ ପୂରୁବା ପବନ ଭାଷା : ଓଡ଼ିଆ ଚଳଚିତ୍ର : ଶେଷ ଶ୍ରାବଣ କଣ୍ଠ : ଚିତ୍ତ ଜେନା ଗୀତିକାର : ଶିବବ୍ରତ ଦାସ ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର ମସିହା : ୧୯୭୬ ମାଝିରେ.. ଶେଷ ଶ୍ରାବଣ ପୂରୁବା ପବନ ବହିଯାଏ.. ମାଝିରେ.. ଝୁରେ ରାଈ ପରାଣ ଶ୍ୟାମ କି ବୁଝେ ତା ମନ ଝୁରେ ରାଈ ପରାଣ ମାଝିରେ.. ॥ ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା ହେଲା ବାଇ ଆପଣାର ବୋଲି ଭାବି ମନେ ମନେ ସେ ଯେ ଗଲା ଧାଇଁ କହରେ ମାଝି କିଏ ବା ଆଜି ବୁଝେ ତା'ର ମନ.. ଭଲା ବିହି ହେଲା ବାମ ଝୁରେ ରାଈ ପରାଣ ଶ୍ୟାମ କି ବୁଝେ ତା ମନ ଝୁରେ ରାଈ ପରାଣ ମାଝିରେ.. ॥୧॥ ଜାଣେନା ସେ କିଏ ପର ଏଠି କିଏ ପୁଣି ଆପଣାର କିଏ ତା'ର ପରବାସ ପୁଣି କାହିଁ ଅବା ନିଜ ଘର କହରେ ମାଝି କିଏ ବା ଆଜି ବୁଝେ ତା'ର ମନ.. ଭଲା ବିହି ହେଲା ବାମ ଝୁରେ ରାଈ ପରାଣ ଶ୍ୟାମ କି ବୁଝେ ତା ମନ ଝୁରେ ରାଈ ପରାଣ ମାଝି.. ରେ..ମାଝି.. ମାଝିରେ.. ମାଝିରେ.. ମାଝିରେ.. ମାଝିରେ.. ॥୨॥ ମାଝିରେ ଶେଷ ଶ୍ରାବଣ ପୂରୁବା ପବନ: ଚିତ୍ତ ଜେନା ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଶିବବ୍ରତ ଦାସ ଙ୍କ ରଚିତ ୧୯୭୬ ମସିହାର ଓଡ଼ିଆ ଚଳଚିତ୍ର “ଶେଷ ଶ୍ରାବଣ” ଗୀତ “ମାଝିରେ ଶେଷ ଶ୍ରାବଣ ପୂରୁବା ପବନ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ। YouTube ରେ ମାଝିରେ ଶେଷ ଶ୍ରାବଣ ପୂରୁବା ପବନ   ==

ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ - E Sangamapa Danapana Karadhulare Lyrics

Image
== ଓଡ଼ିଆ == ଗୀତ : ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ ଭାଷା : ସମ୍ବଲପୁରୀ   ଆଲବମ : ସାଙ୍ଗାମାପା କଣ୍ଠ : ଗୋବିନ୍ଦ ଚନ୍ଦ୍ର, ଶର୍ମିଷ୍ଠା ଗୀତିକାର : ସୋରଜ ପକୁ ସଙ୍ଗୀତ ନିର୍ଦ୍ଦେଶକ : ଗୋବିନ୍ଦ ଚନ୍ଦ୍ର (ପୁ) ଏ ସାଙ୍ଗାମାପା.. ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ କାରାଉଲ୍‌ରୁପାନା.. (ସମସ୍ତେ) ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା (ପୁ) ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ କାରାଉଲ୍‌ରୁପାନା.. ମିଲ୍‌ତାକି ଗୁଟେ ଚିକ୍‌ନିଆର୍‌ ତାର୍‌ ସଙ୍ଗେ ମୁଇଁ କର୍‌ତି ପ୍ୟାର୍‌ ମିଲ୍‌ତାକି ଗୁଟେ ଚିକ୍‌ନିଆର୍‌ ତାର୍‌ ସଙ୍ଗେ ମୁଇଁ କର୍‌ତି ପ୍ୟାର୍‌ ରାତ୍ରିବେଲାଏ ସପନ ଦେଖ୍‌ଛି ମନ୍‌ଟା ହଇଛେ ତାନାନା ତାନାନା..ତାନା ନାନା ନା ଏ ସାଙ୍ଗାମାପା.. ଏ ସାଙ୍ଗାମାପା ଦାନାପାନା କାରାଧୁଲାରେ କାରାଉଲ୍‌ରୁପାନା.. (ସମସ୍ତେ) ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା ଝିମ୍ପ୍‌ଝିମ୍ପା କାତା ଝିମ୍ପା କାତା ଝିମ୍ପାକ୍ ଝିମ୍ପେଇପା ॥ (ପୁ) ଏ..ହାଁ.. ଏ ସୁରୁଜମୁଖୀ ଏ ସୁରୁଜମୁଖୀ ହଳଦୀ ମାଖି ନଈକୂଳ ଆଡୁ ଆଇଲା ଲୋ ଆଇଲା ଲୋ.. ଆଇଲା ଲୋ (ଝି) ଏ..ମା.. ଏ ଡାମରା କାଉ (ପୁ) କା..କା.. (ଝି) ଏ ଡାମରା କାଉ ଏକଲା ଦେଖି ପଛେ ପଛେ ମୋର ଧାଇଲା ଲୋ ଧାଇଲା ଲୋ.. ଧାଇଲା ଲୋ (ପୁ) ଏ ସୁରୁଜମୁଖି ହଳଦୀ ମାଖି ନଈକୂଳ ଆଡୁ ଆଇଲା ଲ

ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ - Mandara Malini Maa Sindura Muhin Lyrics

Image
== ଓଡ଼ିଆ == ଭଜନ : ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଭାଷା : ଓଡ଼ିଆ କଣ୍ଠ : କୁମାର ପର୍ଶୁରାମ ଗୀତିକାର : କାହ୍ନୁଚରଣ ବେହେରା ସଂଗୀତ ନିର୍ଦ୍ଦେଶକ : କୁମାର ଶରତ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ମା' ଲୋ ତୋତେ ଡାକୁଚି କେତେ ମା' ଲୋ ତୋତେ ଡାକୁଚି କେତେ ଆତୁର ହୋଇ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ॥ ମନ୍ଦିରେ ବସିଲୁକି ପାଷାଣ ହୋଇ ମୋହରି ଡାକ ତତେ ଶୁଭେ କି ନାହିଁ ମନ୍ଦିରେ ବସିଲୁକି ପାଷାଣ ହୋଇ ମୋହରି ଡାକ ତତେ ଶୁଭେ କି ନାହିଁ ମୁଁ ଜଣେ ଦିନହୀନ ଜନମ ଦୁଃଖୀ ମୋହରି ଦୁଃଖକୁ କି ପାରୁ ତୁ ଦେଖି ମା' ଲୋ ତୋତେ ଡାକିବି କେତେ ମା' ଲୋ ତୋତେ ଡାକିବି କେତେ ଆତୁର ହୋଇ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ମନ୍ଦାର ମାଳିନୀ ମା ସିନ୍ଦୂର ମୁହିଁ ଜଗତ ଜନନୀ ମା ହିଙ୍ଗୁଳାଇ ॥୧॥ ଆଶାରା କରିଚି ମା' ତୋ ନାମକୁ ବିପଦେ ଆପଦେ ମୋ ସାହା ହେବୁ ତୁ ଆଶାରା କରିଚି ମା' ତୋ ନାମକୁ ବିପଦେ ଆପଦେ ମୋ ସାହା ହେବୁ ତୁ ତୋ ପାଖେ ଦେଇଛି ମୋ ଜୀବନ ଡୋରି ଏ ଭବ ସଂସାରୁ ମା' କରିବୁ ପାରି ଜାଣିଛି ନିଜେ ଶୁଣିବୁ ଡାକ

ସାରାରା ସାରାରା ସିଲି ସିଲି - Sarara Sarara Sili Sili Lyrics

Image
== ଓଡ଼ିଆ== ଫିଲ୍ମଗୀତ : ସାରାରା ସାରାରା ସିଲି ସିଲି ଭାଷା : ଓଡ଼ିଆ ଚଳଚିତ୍ର : ପର୍ଶୁରାମ କଣ୍ଠ : ସୌରିନ୍ ଭଟ୍ଟ, ନିବେଦିତା ଗୀତିକାର : ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର ମସିହା : ୨୦୧୨ (ପୁ) ସାରାରା (ଝି) ସାରାରା (ପୁ) ସିଲି ସିଲି (ଝି) ସିଲି ସିଲି (ଝି) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ମୁଁ ପଢ଼ିଦେଲି ପଢ଼ିଦେଲି ତୋ ମନ କଥା ପଢ଼ିଦେଲି ପଢ଼ୁ ପଢ଼ୁ ଭଲ ପାଇଗଲି ପାଇଗଲି.. (ପୁ) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ମୋ ବାଟରେ ମୁଁ ଯାଉଥିଲି ମୁଁ ତତେ ଦେଖି ରହିଗଲି ଦେଖୁ ଦେଖୁ ମନ ଦେଇଦେଲି ଦେଇଦେଲି.. (ଝି) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ॥ (ଝି) ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ ଆଖି ଦୁଇ ପକ୍ଷୀ ମୋର ଉଡ଼ି ଗଲେ ଦୂରକୁ (ପୁ) ଦୂରେ ଦୂରେ ଖୋଜି ଖୋଜି ପାଇଗଲି ଜଣକୁ ଆଜି ଯାଏ ମନେମନେ ଖୋଜୁଥିଲି ଯାହାକୁ (ଝି) ମୁଁ ଛୁଇଁଦେଲି ଛୁଇଁଦେଲି ତୋ ମନକୁ ମୁଁ ଛୁଇଁଦେଲି ଛାତି ତଳେ ତୋର ଘର କଲି ଘର କଲି.. (ପୁ) ସାରାରା ସାରାରା ସିଲି ସିଲି ସାରାରା ସାରାରା ସିଲି ସିଲି ॥୧॥ (ପୁ) ପ୍ରେମଋତୁ ଅଚାନକ ଛୁଇଁ ଯାଏ ଏମିତି ଭଲଲାଗେ ପୃଥିବୀଟା ନୂଆ ନୂଆ ଯେମିତି (ଝି) ଆଖି କଥା ଆଖି ବୁଝେ ମନ ଜାଣି ହୁଏନା ଅଧାକଥା ବୁଝିହୁଏ ଅଧା ବୁଝି ହୁଏନା (ପୁ) ମୋ ନିଦକୁ ମୁଁ ହଜେଇଲି ମୋ ସପନ ମୁଁ ସଜେଇଲି ନୂଆ ଦୁନିଆରେ ପାଦ ଦେଲି ପାଦ

ନର୍କରୁ ଲେଖୁଚି ଚିଠି ହେ କଳାଠାକୁର - Narkaru Lekhichi Chithi He Kalathakura Lyrics

Image
== ଓଡ଼ିଆ == ଭଜନ : ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଭାଷା : ଓଡ଼ିଆ କଣ୍ଠ : ସୁବାସ ଦାସ ଗୀତିକାର : ଅରୁଣ ମନ୍ତ୍ରୀ ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ ବେହେରା ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଉଦ୍ଧାର କରହେ ମୋତେ ଉଦ୍ଧାର କର ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଉଦ୍ଧାର କରହେ ମୋତେ ଉଦ୍ଧାର କର ଅନେକ ଯାତନା ଭୁଗିଲିଣି ସିନା ଅନେକ ଯାତନା ଭୁଗିଲିଣି ସିନା ମୋ କଥା ଏଥର ବିଚାର କର ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଉଦ୍ଧାର କରହେ ମୋତେ ଉଦ୍ଧାର କର ଉଦ୍ଧାର କରହେ ମୋତେ ଉଦ୍ଧାର କର ॥ ଯମଦୂତ ମାନେ ମୋତେ ବାନ୍ଧି ଦିନେ ନରକ ଭୁବନେ ମୋତେ ତ ଆଣିଲେ କଣ୍ଟାରେ ପୋଡ଼ିଲେ ନିଆରେ ପୋଡ଼ିଲେ ତତଲା ତେଲରେ ମତେ ବୁଡ଼େଇଲେ ମୁଁ ଯେ ଆକୁଳରେ ନିବେଦନ କରେ ମୁଁ ଯେ ଆକୁଳରେ ନିବେଦନ କରେ ମୋ ଶାସ୍ତି ଟିକେ କୋହଳ କର ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଉଦ୍ଧାର କରହେ ମୋତେ ଉଦ୍ଧାର କର ଉଦ୍ଧାର କରହେ ମୋତେ ଉଦ୍ଧାର କର ॥୧॥ ମାୟାରେ ମୁଁ ପଡ଼ି ମିଛରେ ମୁଁ ବୁଡ଼ି ବାଟ ଦିନେ ହୁଡ଼ି କଲି କେତେ ପାପ ନାହିଁ ଧର୍ମବଳ ଭୁଗେ କର୍ମଫଳ ଆଜି ମୁଁ ନର୍କରେ କରେ ଅନୁତାପ ବୈକୁଣ୍ଠବିହାରୀ କରୁଚି ଗୁହାରି ବୈକୁଣ୍ଠବିହାରୀ କରୁଚି ଗୁହାରି ନେଇଯାଅ ଥରେ ସରଗପୁର ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଉଦ୍ଧାର କରହେ ମୋତେ ଉଦ୍ଧାର କର ନର୍କରୁ ଲେଖୁଚି ଚିଠି ହେ କଳାଠାକୁର ଉଦ୍ଧାର କରହେ ମୋତେ ଉଦ୍ଧାର କର ଅନେକ ଯାତନା ଭୁଗିଲିଣି ସିନା ଅନ

ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ - Rupeli Nai Dhare Chhotia Gaan tie Lyrics

Image
== ଓଡ଼ିଆ == ଗୀତ : ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ ଭାଷା : ଓଡ଼ିଆ ଆଲବମ : ରୁପେଲି ନଈ ଧାରେ କଣ୍ଠ : ସୋହମ୍‌, ନିବେଦିତା ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ ମସିହା : ୨୦୦୧ (ପୁ) ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ପଚାରିଲି ତାକୁ କହ ଲୋ ରୂପସୀ କାହା କଥା ଭାବୁ ନଈତୁଠେ ବସି ଘୋଟିଗଲା କି ମେଘ ତା ଗୋରା ମୁହେଁ ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ॥ (ପୁ) କହ ସୁକୁମାରୀ ଚାହିଁଚୁ କାହାକୁ କିଏ କଲା ଚୁନା ତୋ ସୁନା ମନକୁ (ଝି) କଥାରେ ଛନ୍ଦି ଦେଇ ହାଏ ଗଲା ମୋ ପରଦେଶୀ ଭରସା କରି ତାକୁ ମୁଁ ଝୁରୁଛି ଦିନରାତି ଚିଠି ନା ପତର କଥା ନା ଖବର ବଡ଼ ବେଦରଦୀ ପରଦେଶୀ ମୋର ତଥାପି ଏ ମନ ତାକୁ ଝୁରିହୁଏ (ପୁ) ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ॥୧॥ (ଝି) ପକ୍ଷୀ ଫେରିଆସେ ଫେରେ ଦିନରାତି କହରେ ବାଟୋଇ କାହିଁ ମୋର ସାଥୀ (ପୁ) ଆଲୋ ମୋ ସୁନୟନା ତୁ କରନା ମନ ଉଣା ପ୍ରେମିକ ମହୁ ମାଛି ତୋ ପୀରତି ମହୁ ଫେଣା ତୋ ମନର ଡୋରି ଆଣିବ ଲୋ ଟାଣି ସାଜିବୁ ତୁ ଦିନେ ତା ମନର ରାଣୀ ସବାରିରେ ଯିବୁ ସାଜି ବୋହୂ ଟିଏ ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ ସେଇ ଗାଁରେ ରହେ ସୁନ୍ଦରୀ ଝିଅ ଟିଏ ॥୨॥ ରୁପେଲି ନଈ ଧାରେ ଛୋଟିଆ ଗାଁ ଟିଏ: ସୋହମ୍‌, ନିବେଦିତା ଙ୍କ କଣ୍ଠରେ, ପୂର୍ଣ୍ଣ ଖୁଣ୍ଟିଆ ଙ୍କ ସଙ୍ଗୀତ ନିର୍ଦ

ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର - Shunyataku Pachare Jebe Mun Kie Tumara Lyrics

Image
== ଓଡ଼ିଆ== ଫିଲ୍ମଗୀତ : ଶୁନ୍ୟତାକୁ ପଚାରେ ଯେବେ ଭାଷା : ଓଡ଼ିଆ ଚଳଚିତ୍ର : ସୁପର୍ ମିଛୁଆ କଣ୍ଠ : ବାବୁସାନ୍ ମହାନ୍ତି ଗୀତିକାର : ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶକ : ବିକାଶ ଦାସ ମସିହା : ୨୦୧୫ ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ଶୁଣ କି ନ ଶୁଣ ତୁମେ ତଥାପି ମୁଁ ତୁମର ତଥାପି ମୁଁ ତୁମର ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ॥ କାଗଜର ଦସ୍ତାବିଜ କଲା ମତେ ଅଲଗା ତୁମ ଠାରୁ ଅଲଗା ନା ମନରୁ ନା ସ୍ଵପ୍ନରୁ କେହି ତୁମକୁ ପାରିବେନି କରି ଅଲଗା ପାରିବେନି କରି ଅଲଗା ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ॥୧॥ ଯେତେ ସ୍ମୃତି ତୁମର ରଖିଚି ମୁଁ ସାଇତି ଛାତି ତଳେ ସେମିତି ନା ଭୁଲିଚି ନା ଭୁଲିବି କେବେ ତୁମକୁ ହୃଦୟରେ ଅଛ ସେମିତି ହୃଦୟରେ ଅଛ ସେମିତି ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର ପ୍ରତିଧ୍ଵନି କହେ ଯେ ମତେ ମୁଁ ଏକା ତୁମର ଶୁଣ କି ନ ଶୁଣ ତୁମେ ତଥାପି ମୁଁ ତୁମର ତଥାପି ମୁଁ ତୁମର ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ ହୁଁ..ଉଁହୁଁ ହୁଁହୁଁ ହୁଁହୁଁ ଉଁହୁଁ ହୁଁହୁଁ..ହୁଁହୁଁ ହୁଁହୁଁ ହୁଁ..ଉଁହୁଁ ହୁଁହୁଁ ହୁଁହୁଁ ॥୨॥ ଶୁନ୍ୟତାକୁ ପଚାରେ ଯେବେ ମୁଁ କିଏ ତୁମର: ବାବୁସାନ୍ ମହାନ୍ତି

ବରଗଛ ଓହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ଖାଉଚି ଘିଅ ପଖାଳ - Baragachha Ohala Aalo Baula Lo Baula Kanhei Khauchi Ghia Pakhala Lyrics

Image
== ଓଡ଼ିଆ == ଭଜନ : ବରଗଛ ଓହଳ ଆଲୋ ବଉଳ ଲୋ ବଉଳ ଭାଷା : ଓଡ଼ିଆ ଆଲବମ : ଦୁଇ ଦିନ ମଣିଷ ଜୀବନ କଣ୍ଠ : ଅଞ୍ଜଳି ମିଶ୍ର ଗୀତିକାର : ଗୁରୁପ୍ରସାଦ ଶତପଥୀ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗମାଙ୍ଗ ମସିହା : ୨୦୦୮ ବରଗଛ ଓହଳ ବରଗଛ ଓହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ଖାଉଚି ଘିଅ ପଖାଳ କହ୍ନେଇ ଖାଉଚି ଘିଅ ପଖାଳ ବର ଅଠା ବହଳ ବର ଅଠା ବହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ନାଉଚି ଦୟଣା ମାଳ କହ୍ନେଇ ନାଉଚି ଦୟଣା ମାଳ ॥ କାଲି ଭାଙ୍ଗୁଥିଲା ପାଣି ମାଠିଆ ଆଜି ଭଲ ପାଏ ଭୋଗ କୁଡ଼ୁଆ କାଲି ଧାଉଁଥିଲା ଗୋପୀ ପଛରେ ଆଜି ଅଚଳ ଲୋ ପାପୀ ଆଗରେ ଗୋପପୁରେ କରୁଥିଲା ଦହି ଯିଏ ଚୋରି ସିଏ ପୁଣି ନିଜ ଘରେ ହୋଇଯାଏ ଚୋରି ଆଲୋ ବଉଳ ଲୋ ବଉଳ କାହ୍ନୁକୁ ଦେଖିଲେ ଲାଗେ ବିକଳ କାହ୍ନୁକୁ ଦେଖିଲେ ଲାଗେ ବିକଳ ॥୧॥   କାଲି ଦେଖୁଥିଲା ଗୋପୀ ଗାଧୁଆ ଆଜି ସ୍ନାନ ତାର ଦେଖେ ଦୁନିଆ କାଲି ମାରୁଥିଲା ଚକ୍ର ବୁଲେଇ ଆଜି ମାରେ ମଜା ପାନକୁ ଖାଇ ଫୁଙ୍କୁଥିଲା ଶଙ୍ଖ ଯିଏ ମହାଭାରତରେ ବାଜି ନାହିଁ ଶଙ୍ଖ ତାର ବଡ଼ଦେଉଳରେ ଆଲୋ ବଉଳ ଲୋ ବଉଳ କହ୍ନେଇ ଜାଣେ ତା ମାୟାର ଖେଳ କହ୍ନେଇ ଜାଣେ ତା ମାୟାର ଖେଳ ବରଗଛ ଓହଳ ବରଗଛ ଓହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ଖାଉଚି ଘିଅ ପଖାଳ କହ୍ନେଇ ନାଉଚି ଦୟଣା ମାଳ କାହ୍ନୁକୁ ଦେଖିଲେ ଲାଗେ ବିକଳ କହ୍ନେଇ ଜାଣେ ତା ମାୟାର ଖେଳ ॥୨॥ ବରଗଛ ଓହଳ ଆଲୋ ବଉଳ ଲୋ ବଉଳ: ଅଞ୍ଜଳି ମିଶ୍ର ଙ୍କ କଣ୍ଠରେ, ମଳୟ ମିଶ୍ର, ଗିରିଧର ଗମାଙ୍ଗ ଙ୍କ

ଜହ୍ନରେ ତତେ ପୁନେଇ ରାଣ - Janhare Tate Punei Rana Lyrics

Image
== ଓଡ଼ିଆ == ଗୀତ : ଜହ୍ନରେ ତତେ ପୁନେଇ ରାଣ   ଭାଷା : ଓଡ଼ିଆ ଆଲବମ : ଜହ୍ନରେ ତତେ ପୁନେଇ ରାଣ କଣ୍ଠ : ଉଦିତ ନାରାୟଣ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୧୯୯୫ ଜହ୍ନରେ ତତେ ପୁନେଇ ରାଣ ଜହ୍ନରେ ତତେ ପୁନେଇ ରାଣ ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା ଚାନ୍ଦିନୀ ରାତି ଚନ୍ଦନ ସାଥି ସରିନି ଲାଜ ସରି ଯାଉଛି ରାତି ଚାନ୍ଦିନୀ ରାତି ଚନ୍ଦନ ସାଥି ସରିନି ଲାଜ ସରି ଯାଉଛି ରାତି ବେଗି ବେଗି ତୁ ଆଜି ନ ଯା' ନ ଯା' ନ ଯା' ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା ଜହ୍ନରେ ତତେ ପୁନେଇ ରାଣ ଜହ୍ନରେ ତତେ ପୁନେଇ ରାଣ ॥ ଅଳତା ନାଇ ସିନ୍ଦୁର ନାଇ ମଥାରେ ହାତେ ଓଢ଼ଣା ଦେଇ ବସିଚି ଲାଜେ ନୁଆ କନିଆ ମୁହଁ ଲୁଚେଇ ମୁହଁ ଲୁଚେଇ କହେ ସିନ୍ଦୁର କଥା ମୁଁ ଦେଲି ସାରା ଜୀବନ ମୁଁ ତୁମର ହେଲି କହୁଚି ଶଙ୍ଖା ପ୍ରଥମ ଦେଖା ଯିବନି ଭୁଲି ଯିବନି ଭୁଲି ଚଉଠି ରାତି ଚମକେ ଛାତି ଏତେ ବେଗି ଆଜି ନ ପାହୁ ରାତି ଚଉଠି ରାତି ଚମକେ ଛାତି ଏତେ ବେଗି ଆଜି ନ ପାହୁ ରାତି ସିଏ ରାଣୀ ମୁଁ ଆଜି ରଜା ରଜା ରଜା ଘଡ଼ିଏ ରହିଯା ଆଉ ଘଡ଼ିଏ ରହିଯା ଏ ଜହ୍ନରେ ତତେ ପୁନେଇ ରାଣ ଜହ୍ନରେ ତତେ ପୁନେଇ ରାଣ ॥୧॥ ସଜେଇ ହେଇ ବସିଚି ରାଧା ଓଢ଼ଣା ତଳେ ହସୁଚି ଅଧା ମହକେ ରାତି ମହକେ ଶେଯ ରଜନୀଗନ୍ଧା ରଜନୀଗନ୍ଧା ଗୋଲାପ ଶେଯେ ଅଳସ କନ୍ୟା ଅଳସ ଦେହେ ପ୍ରୀତିର ବନ୍ୟା ଦୁଇଟି ମନ ଆଜି ମିଳନ ଗଙ୍ଗା ଯମୁନା ଗଙ୍ଗା ଯମୁନା ମଧୁ ଚନ୍ଦ୍ର

ଯା'ରେ ମାଝି ଯା ତୁ ନଉକା ବାହି ଯା - Ja’re Majhi Ja Tu Nauka Bahi Ja Lyrics

Image
== ଓଡ଼ିଆ == ଭଜନ : ଯା'ରେ ମାଝି ଯା ତୁ ନଉକା ବାହି ଯା ଭାଷା : ଓଡ଼ିଆ ଚଳଚିତ୍ର : ଚିହ୍ନା ଅଚିହ୍ନା କଣ୍ଠ : ପ୍ରଣବ ପଟ୍ଟନାୟକ ଗୀତିକାର : ସୁରେନ୍ଦ୍ରନାଥ ବିଦ୍ୟାଧର ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ ମସିହା : ୧୯୭୯ ମାଝିରେ..ଏ..ହେ..ଏ.. ହୋ.. ମାଝିରେ..ମାଝିରେ..ହେ..ଏ..ହେ.. ଉଁ..ଉଁ..ଉଁ..ଉଁ ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ମଝି ନଈରୁ ପାରିକରି ତୁ ସେଇ ଘାଟକୁ ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ॥ ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ ମାଝିରେ.. ଯୋଉ କୂଳକୁ ପବନ ବହେ ସେଇ କୂଳକୁ ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ॥୧॥ ସବୁରି ଆଖିରେ ନାଉରୀ ମୁହିଁ ମୋ ନାଆ ଦଇବ ନେଉଛି ବାହି ସବୁରି ଆଖିରେ ନାଉରୀ ମୁହିଁ ମୋ ନାଆ ଦଇବ ନେଉଛି ବାହି ମାଝିରେ.. ଏଇ ସଂସାର ନାଆ ଯେ ବାହେ ସେ ତ ବଡ଼ ନାଉରିଆ ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ମଝି ନଈରୁ ପାରିକରି ତୁ ସେଇ ଘାଟକୁ ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ଯା'ରେ ମାଝି ଯା ତୁ ନଉକା ବାହି ଯା ମାଝିରେ..ଓ..ମାଝିରେ.. ମାଝିରେ..ହେହେ..ଏ.. ହୋ.. ମାଝିରେ..ମାଝିରେ..ଏ..ଏ..॥୨॥ ଯା'

ଶୋଇଯା ମାମା ମେଘ ପାଲିଙ୍କିରେ ଜହ୍ନ ଆସିବ - Shoija Mama Megha Palinkire Janha Asiaba Lyrics

Image
 == ଓଡ଼ିଆ == ଫିଲ୍ମଗୀତ : ଶୋଇଯା ମାମା ଭାଷା : ଓଡ଼ିଆ ଚଳଚିତ୍ର : ସୁନା ପଞ୍ଜୁରି କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ନିଜାମ୍ ସଂଗୀତ ନିର୍ଦ୍ଦେଶକ : ଅମରେନ୍ଦ୍ର ମହାନ୍ତି   ମସିହା : ୧୯୯୫ (ଅଜା) ଉଁ..ଉଁ..ଉଁ ଶୋଇଯା ମାମା ହୋ ଶୋଇଯା ମାମା ଶୋଇଯା ମାମା ହୋ ଶୋଇଯା ମାମା ମେଘ ପାଲିଙ୍କିରେ ଜହ୍ନ ଆସିବ ପରୀ ରାଇଜକୁ ବୁଲେଇ ନବ ଅଝଟ ହେଲେ ସେ ନବନି ଜମା ଶୋଇଯା ମାମା ହୋ ଶୋଇଯା ମାମା ଶୋଇଯା ମାମା ହୋ ଶୋଇଯା ମାମା ॥ (ନାତୁଣୀ) ଉଦୁ ଉଦୁମା ତାଳ ଗୋଟମା ମୁଁ ସୁନା ସବୁ ପିତଳ ସମା ଦଶଟା ମିଠେଇ ହାତରେ ଦେଲେ ଗାଲରେ ଦେବି ଗୋଟିଏ ଚୁମା ହାହାହା.. (ଅଜା) ନାଲି ଟୁକୁ ଟୁକୁ ତୋ'ରି ହସରେ ଲୁଚିଛି କାହା ହସ ଦି'ଦିନରେ ମୋତେ କିମିଆ କରି ସେ କରିନେଲା ତ ବଶ ହୋ..ନାଲି ଟୁକୁ ଟୁକୁ ତୋ'ରି ହସରେ ଲୁଚିଛି କାହା ହସ ଦି'ଦିନରେ ମୋତେ କିମିଆ କରି ସେ କରିନେଲା ତ ବଶ କଥାକୁହା ଛୋଟ କଣ୍ଢେଇ ତୁ ମୋର ତୋରି ପାଇଁ ମୁଁ ହସିଲା ଏ ଘର ଦୁଃଖ ଭୁଲାଏ ତୋ ଓଠ ଚୁମା ଶୋଇଯା ମାମା ହୋ ଶୋଇଯା ମାମା ଶୋଇଯା ମାମା ହୋ ଶୋଇଯା ମାମା ॥୧॥ (ନାତୁଣୀ) ଇଟିକିଲି ମିଟିକିଲି ତୁମ ସାଙ୍ଗରେ କଟି କଲି କଟି ଫିଟିଲେ ହୋଇବ ମିଟି ତେବେ ତୁମକୁ ମିଳିବ ଛୁଟି (ଅଜା) ମିଠା ମିଠା ତୋର କଥା ଶୁଣି ମୋର କଟିଯାଏ ତ ଦିନ ରାତି ସରେ ନାହିଁ ଝୁରେ ତୋ ପାଇଁ ମୋର ଏଇ ମନ ହୋ..ମିଠା ମିଠା ତୋର କଥା ଶୁଣି ମୋର କଟିଯାଏ ତ ଦିନ ରାତି ସରେ ନାହିଁ ଝୁରେ ତ

ତୁ ସୁନା ତୁ ହୀରା ତୁ ଗୋଟେ ମୋତିର ଡାଲା - Tu Suna Tu Hira Tu Gote Motira Dala Lyrics

Image
== ଓଡ଼ିଆ == ଗୀତ : ତୁ ସୁନା ତୁ ହୀରା ତୁ ଗୋଟେ ମୋତିର ଭାଷା : ଓଡ଼ିଆ ଆଲବମ : ତୁ ସୁନା ତୁ ହୀରା କଣ୍ଠ : ମହମ୍ମଦ ଅଜିଜ୍, ଇରା ମହାନ୍ତି ଗୀତିକାର : ମଳୟ ମିଶ୍ର ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର (ପୁ) ତୁ ସୁନା ତୁ ହୀରା ତୁ ସୁନା ତୁ ହୀରା ତୁ ଗୋଟେ ମୋତିର ଡାଲା ତତେ ମୁଁ ସାଇତି ପାରିଲେ ହେଲା (ଝି) ହାଏ ମୁଁ ରହିତ ପାରିଲେ ହେଲା ତୁ ଛାଇ ତୁ ଖରା ତୁ ଛାଇ ତୁ ଖରା ତୁ ଗୋଟେ ମେଘ ଚଗଲା ହାଏ ମୁଁ ଭିଜିତ ପାରିଲେ ହେଲା (ପୁ) ତତେ ମୁଁ ଭିଜେଇ ପାରିଲେ ହେଲା ॥ (ପୁ) ତୋ ଲାଜ ତୋ ସଜ ତୋ ଚାହାଣି ପାଗଳ କଲା କାଇଁ ଜାଣିନି (ଝି) ତୋ ରାଗ ତୋ ହସ ତୋ କାହାଣୀ ବୁଝି ମୁଁ ଜମା କାଇଁ ପାରୁନି (ପୁ) ତୋ ଲାଜ ତୋ ସଜ ତୋ ଚାହାଣି ପାଗଳ କଲା କାଇଁ ଜାଣିନି (ଝି) ତୋ ରାଗ ତୋ ହସ ତୋ କାହାଣୀ ବୁଝି ମୁଁ ଜମା କାଇଁ ପାରୁନି (ପୁ) ତୁ ଜହ୍ନ ତୁ ତାରା ତୁ ଜହ୍ନ ତୁ ତାରା ତୁ ଗୋଟେ ରାତି ଝୁମିଲା ତତେ ମୁଁ ଝୁମେଇ ପାରିଲେ ହେଲା (ଝି) ହାଏ ମୁଁ ଝୁମିତ ପାରିଲେ ହେଲା ତୁ ଆଶା ତୁ ବସା ତୁ ଆଶା ତୁ ବସା ତୁ ଗୋଟେ ପକ୍ଷୀ ବଗୁଲା ତତେ ମୁଁ ଉଡେଇ ପାରିଲେ ହେଲା (ପୁ) ହାଏ ମୁଁ ଉଡ଼ିତ ପାରିଲେ ହେଲା ॥୧॥ (ଝି) ମୋ ଘରେ ମୋ ବାଟେ ଥିଲା କାଦୁଅ ତୋ ପାଇଁ ଫୁଟିଗଲା ପଦୁଅଁ (ପୁ) ମୋ ରାତି ମୋ ଦିନ ଥିଲା ଅନ୍ଧାର ତୋ ପାଇଁ ଜଳିଗଲା ଆଲୁଅ (ଝି) ମୋ ଘରେ ମୋ ବାଟେ ଥିଲା କାଦୁଅ ତୋ ପାଇଁ ଫୁଟିଗଲା ପଦୁଅଁ (ପୁ) ମୋ ରାତି ମୋ ଦିନ ଥିଲା ଅନ୍ଧାର ତୋ ପ

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ