Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଉଦ୍ଧବ କହିବଟି ଗୋପୀନାଥଙ୍କୁ (କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ) - Uddhava Kahibati Gopinathanku (Krushna Katha Dine Paduthila Mane) Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ୧୬ ମଇ ୨୦୨୦ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

== ଓଡ଼ିଆ ==

ଗୀତ : ଉଦ୍ଧବ କହିବଟି ଗୋପୀନାଥଙ୍କୁ
ଭାଷା : ଓଡ଼ିଆ
ଆଲବମ : ଦୀନ ବାନ୍ଧବ
କଣ୍ଠ : ଦୁଃଖିଶ୍ୟାମ ତ୍ରିପାଠୀ
ଗୀତିକାର : ବିନାୟକ ଦାସ
ମସିହା : ୧୯୯୧


କୃଷ୍ଣ କଥା ଦିନେ ପଡ଼ୁଥିଲା ମନେ
ଭାନୁ ଲାଗି ଯଥା ନଳିନୀ
ସ୍ୱର୍ଗରୁ ସଲୀଳ ପଡ଼େ ରବିତଳ
ତେଶନେ ହେଲୁ ଗୋପାଳୁଣୀ
ଉଦ୍ଧବ କହିବଟି ଗୋପୀନାଥଙ୍କୁ
କରପଲ୍ଲବର କନିଷ୍ଠ ମୁଦ୍ରିକା
କଙ୍କଣ ହୋଇଲା ଭୁଜକୁ
ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥

ରୂପକାନ୍ତି ଦେଖ ଦରିଦ୍ରାଣୀ ଭେକ
କୃଷ୍ଣ ବିନୁ ତନୁ କ୍ଷୀଣଟି
କୃଷ୍ଣରେ ମଜ୍ଜିଲୁ ଦ୍ଵିକୁଳ ତେଜିଲୁ
ଧାତାକଲା ଭିନ୍ନା ଭିନ୍ନଟି
ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୧॥

କର୍ପୂର କସ୍ତୁରୀ ଦୁଇ ସମକରି
ମଧ୍ୟେ ଲଗାଇବ ରସୁଣ
ସୁବାସ ବାସନା ପ୍ରାୟେ ବାସୁଥିଲା
କେବେହେ ନଗଲା ତା ଗୁଣ
ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୨॥

ଦୁଗ୍ଧ ଗୁଡ଼ ନେଇ ନିମ୍ବମୂଳେ ଥୋଇ
ଆଖୁ ଚାରିପାଖ ରୋଇବ
ମହୁଫେଣା ନେଇ ନିତ୍ୟେ ମାଡ଼ୁଥିଲେ
ନିମ୍ବ କି ମଧୁର ହୋଇବ
ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୩॥

ଅତି ଯତ୍ନକରି ଗଧକୁ ମଣ୍ଡିଲେ
ସେ କି ଅଶ୍ୱ ସରି ହୋଇବ
ବାଉଁଶ ଗଛରେ ମଳୟ ଲାଗିଲେ
ସେ କି ଚନ୍ଦନ ହୋଇବ
ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୪॥

କାକପୁରେ ନେଇ ପିକର ଅଣ୍ଡଜ
ଫୁଟି ସେଇ ସ୍ଥାନେ ରହିଲା
ଦିନୁ ଦିନୁ ପିକ ଚତୁର ହୋଇଣ
ଗୋତ୍ର ସୁମରି ଉଡ଼ିଗଲା
ଉଦ୍ଧବ କହିବଟି ଗୋପୀନାଥଙ୍କୁ

କରପଲ୍ଲବର କନିଷ୍ଠ ମୁଦ୍ରିକା
କଙ୍କଣ ହୋଇଲା ଭୁଜକୁ
ଉଦ୍ଧବ କହିବଟି ଗୋପୀନାଥଙ୍କୁ
କରପଲ୍ଲବର କନିଷ୍ଠ ମୁଦ୍ରିକା
କଙ୍କଣ ହୋଇଲା ଭୁଜକୁ
ଉଦ୍ଧବ କହିବଟି ଗୋପୀନାଥଙ୍କୁ ॥୫॥


YouTube ରେ ଉଦ୍ଧବ କହିବଟି ଗୋପୀନାଥଙ୍କୁ



== English ==

Bhajan : Uddhava Kahibati Gopinathanku
Language : Odia
Album : Dina Bandhaba
Singer : Duhkhishyam Tripathy
Lyricist : Binayak Das
Year : 1991


Krushna katha dine paduthila mane
Bhanu lagi jatha Nalini
Swargaru salila pade Rabitala
Teshane helu Gopaluni
Uddhava kahibati Gopinathanku
Karapallabara kanistha mudrika
Kankana hoila bhujaku
Uddhava kahibati Gopinathanku ॥

Rupakanti dekha daridrani bheka
Krushna binu tanu khinati
Krushnare majjilu dwikula tejilu
Dhatakala bhinna bhinnati
Uddhava kahibati Gopinathanku ॥1॥

Karpura kasturi dui samakari
Madhyelagaiba rasuna
Subasa basana praye basuthila
Kebehe nagala ta guna
Uddhava kahibati Gopinathanku ॥2॥

Dugdha guda nei Nimbamule thoi
Aakhu charipakha roiba
Mahuphena nei nitye maduthile
Nimba ki madhura hoiba
Uddhava kahibati Gopinathanku ॥3॥

Ati jatnakari gadhaku mandile
Se ki ashwa sari hoiba
Baunsha gachhare malaya lagile
Se ki chandana hoiba
Uddhava kahibati Gopinathanku ॥4॥

Kakapure nei pikara andaja
Phuti sei sthane rahila
Dinu dinu pika chatura hoina
Gotra sumari udigala
Uddhava kahibati Gopinathanku

Karapallabara kanistha mudrika
Kankana hoila bhujaku
Uddhava kahibati Gopinathanku
Karapallabara kanistha mudrika
Kankana hoila bhujaku
Uddhava kahibati Gopinathanku ॥5॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ବହୁତ ଦିନରୁ ଖୋଜି ଖୋଜି ଏ ଗୀତଟି ପାଇଛି । ଅଶେଷ ଧନ୍ୟବାଦ ।

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଧନ୍ୟବାଦ !

      ୧୬ ମଇ ୨୦୨୦ ରେ "ଦି ସ୍ମରଣିକା" ର ଜଣେ ପାଠକ ଅନୁରୋଧ କରିଥିଲେ ଏହି ଗୀତଟି ଲେଖିବା ପାଇଁ । ଆପଣଙ୍କ ପ୍ରିୟ ଆଉ କିଛି ଗୀତ ପଢିବାକୁ ଚାହୁଁଥିଲେ ଆମକୁ contact କରିବାକୁ ଅନୁରୋଧ । ଉପରେ contact ପେଜ ରେ ଆମ ସହ ଯୋଗାଗୋଗ କରିବାର ସମସ୍ତ ମାଧ୍ୟମ ବିଷୟରେ ଉଲ୍ଲେଖ ଅଛି ।

      - "ଦି ସ୍ମରଣିକା" ଟିମ୍

      Delete
    2. ମତାମତ ପାଇଁ ଅଶେଷ ଧନ୍ୟବାଦ ଶୈଳେନ୍ଦ୍ର ନାରାୟଣ ପଧାନଜୀ !

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ