Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ରାଗିଗଲେ ତୁ ଜହ୍ନ ଲୁଚିଯାଏ - Ragigale Tu Janha Luchijae Lyrics

== ଓଡ଼ିଆ ==

ଗୀତ : ରାଗିଗଲେ ତୁ ଜହ୍ନ ଲୁଚିଯାଏ
ଭାଷା : ଓଡ଼ିଆ
ଆଲବମ : ପୁନେଇ ଜହ୍ନ
କଣ୍ଠ : ଶୁଭାଶିଷ ମହାକୁଡ଼
ଗୀତିକାର : ନରେନ୍ଦ୍ର ବେହେରା
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୦୪



ରାଗିଗଲେ ତୁ ଜହ୍ନ ଲୁଚିଯାଏ
ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ 
ରାଗିଗଲେ ତୁ ଜହ୍ନ ଲୁଚିଯାଏ
ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ 

ଏଡ଼ିକି..ହେ ଏଡ଼ିକି ଫୁଲେଇ ଝିଅଟି ତୁ
ଫୁଲ ସବାରିରେ ନବ କିଏ
ତତେ ଫୁଲ ସବାରିରେ ନବ କିଏ
ଏ..ରାଗିଗଲେ ତୁ ଜହ୍ନ ଲୁଚିଯାଏ
ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ ॥  


ବର୍ଷା ଝରିପଡ଼େ
ତୋର ଆଖିରୁ ଝରିଲେ ଲୁହ
କାନ୍ଦେ ଇନ୍ଦ୍ରଧନୁ 
ତୋର ଛାତିରେ ଉଠିଲେ କୋହ

ବର୍ଷା ଝରିପଡ଼େ
ତୋର ଆଖିରୁ ଝରିଲେ ଲୁହ
କାନ୍ଦେ ଇନ୍ଦ୍ରଧନୁ 
ତୋର ଛାତିରେ ଉଠିଲେ କୋହ 
ଏଡ଼ିକି..ହେ ଏଡ଼ିକି ସକେଇ ଝିଅଟି ତୁ
ଶଙ୍ଖା ସିନ୍ଦୂରରେ ନବ କିଏ
ତତେ ଶଙ୍ଖା ସିନ୍ଦୂରରେ ନବ କିଏ
ଏ..ରାଗିଗଲେ ତୁ ଜହ୍ନ ଲୁଚିଯାଏ
ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ ॥୧॥ 


ଗାଏ ମହୁମାଛି
ତୋର ଓଠରୁ ଝରିଲେ କଥା
ନାଚେ ପ୍ରଜାପତି
ତୋର ପାଦରେ ଦେଖି ଅଳତା

ହୁଁ ଗାଏ ମହୁମାଛି
ତୋର ଓଠରୁ ଝରିଲେ କଥା
ନାଚେ ପ୍ରଜାପତି
ତୋର ପାଦରେ ଦେଖି ଅଳତା
ଏଡ଼ିକି..ଏଡ଼ିକି ଛନକି ଝିଅଟି ତୁ
ହାତେ ହାତ ଛନ୍ଦି ନବ କିଏ
ତତେ ହାତେ ହାତ ଛନ୍ଦି ନବ କିଏ
ଏ..ରାଗିଗଲେ ତୁ ଜହ୍ନ ଲୁଚିଯାଏ
ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ
ରାଗିଗଲେ ତୁ ଜହ୍ନ ଲୁଚିଯାଏ
ରୁଷିଗଲେ ତୁ ମେଘ ଘୁଞ୍ଚିଯାଏ

ଏଡ଼ିକି..ଏଡ଼ିକି ଫୁଲେଇ ଝିଅଟି ତୁ
ଫୁଲ ସବାରିରେ ନବ କିଏ
ତତେ ଫୁଲ ସବାରିରେ ନବ କିଏ ॥୨॥


YouTube ରେ ରାଗିଗଲେ ତୁ ଜହ୍ନ ଲୁଚିଯାଏ



== English ==

Song : Ragigale Tu Janha Luchijae
Language : Odia
Album : Punei Janha
Singer : Subhashis Mahakud
Lyrics : Narendra Behera
Music Director : Malaya Mishra
Year : 2004



Ragigale tu Janha luchijae
Rusigale tu megha ghunchijae
Ragigale tu Janha luchijae
Rusigale tu megha ghunchijae

Ediki..he ediki phulei jhiati tu
Phula sabarire naba kie
Tate phula sabarire naba kie
E..ragigale tu Janha luchijae
Rusigale tu megha ghunchijae ॥  


Barsa jharipade
Tora akhiru jharile luha
Kande Indradhanu
Tora chhatire uthile koha

Barsa jharipade
Tora akhiru jharile luha
Kande Indradhanu
Tora chhatire uthile koha
Ediki..he ediki sakei jhiati tu
Shankha sindurare naba kie
Tate shankha sindurare naba kie
E..ragigale tu Janha luchijae
Rusigale tu megha ghunchijae ॥1॥ 


Gae mahumachhi
Tora otharu jharile katha
Nache Prajapati
Tora padare dekhi alata

Hun gae mahumachhi
Tora otharu jharile katha
Nache Prajapati
Tora padare dekhi alata
Ediki..ediki chhanaki jhiati tu
Hate hata chhandi naba kie
Tate hate hata chhandi naba kie
E..ragigale tu Janha luchijae
Rusigale tu megha ghunchijae
Ragigale tu Janha luchijae
Rusigale tu megha ghunchijae

Ediki..ediki phulei jhiati tu
Phula sabarire naba kie
Tate phula sabarire naba kie ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. Happy to know that you found your favourite song on The Smaranika. Thank you for your comment.

      - The Smaranika Team

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ