Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ - Mo Dehare Odhani Padichhi Nua Nua Lyrics

== ଓଡ଼ିଆ ==

ଗୀତ : ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ
ଭାଷା : ଓଡ଼ିଆ
ଆଲବମ : ସାଥି
କଣ୍ଠ : ଇରା ମହାନ୍ତି
ଗୀତିକାର : ଗଣେଶ୍ୱର ମହାପାତ୍ର
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୦୦



ଏହେହେହେ..ଓହୋହୋହୋ
ଲାଲାଲାଲା..ଲାଲାଲାଲାଲା
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ
ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ
ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ହାଏ ଓଠ ମୋର ଲାଜ କରେ ନୂଆ ନୂଆ
ଆଇନାରେ ମୋ ଚେହେରା ଲାଗେ ଆଜି ମତେ କିଆଁ
ନୂଆ ନୂଆ..ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ
ନୂଆ ନୂଆ ॥


ବୟସର ବଗିଚାରେ ଫୁଲଟେ ମୁଁ ନୂଆ ନୂଆ
ସପନର ସରଗରେ ପରୀଟେ ମୁଁ ନୂଆ ନୂଆ
ଓ..ସାଗରର ଶେଯ ପରି ଶାମୁକା ମୁଁ ନୂଆ ନୂଆ
ଆକାଶର ବଉଦରେ ବିଜୁଳି ମୁଁ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ହେ ଓଠ ମୋର ଲାଜ କରେ ନୂଆ ନୂଆ
ଶ୍ରାବଣର ବର୍ଷାରାତି ଲାଗେ ଆଜି ମତେ କିଆଁ
ନୂଆ ନୂଆ..ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ
ନୂଆ ନୂଆ ॥୧॥


ଯଉବନ ଯଉଘରେ ଦୀପଟେ ମୁଁ ନୂଆ ନୂଆ
ସରସୀର ନୀଳଜଳେ କଇଁଟେ ମୁଁ ନୂଆ ନୂଆ
ଲା ଲା ଲା..
ପାହାଡ଼ର ପାଦତଳେ ନଈଟେ ମୁଁ ନୂଆ ନୂଆ
ତରୁଲତା ଗହଳରେ ପକ୍ଷୀଟେ ମୁଁ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆ ହା ହା..
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଫଗୁଣର ପ୍ରଜାପତି ଲାଗେ ଆଜି ମତେ କିଆଁ
ନୂଆ ନୂଆ..ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ
ନୂଆ ନୂଆ
ନୂଆ ନୂଆ ହାଁ ହାଁ ନୂଆ ନୂଆ
ନୂଆ ନୂଆ..ନୂଆ ନୂଆ ॥୨॥


YouTube ରେ ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ



== English ==

Song : Mo Dehare Odhani Padichhi Nua Nua
Language : Odia
Album : Sathi
Singer : Ira Mohanty
Lyrics : Ganeshwar Mohapatra
Music Director : Malaya Mishra
Year : 2000



Ehehehe..ohohoho
Lalalala..lalalalala
Mo dehare odhani padichhi nua nua 
Nua nua
Mo dehare odhani padichhi nua nua 
Nua nua
Aakhi mora kathakahe nua nua
Otha mora laja kare nua nua
Aakhi mora kathakahe nua nua
Hae otha mora laja kare nua nua
Aainare mo chehera lage aji mate kian
Nua nua..nua nua
Mo dehare odhani padichhi nua nua 
Nua nua ॥


Bayasara bagichare phulate mun nua nua
Sapanara saragare parite mun nua nua
O..sagarara sheja pari shamuka mun nua nua
Akashara baudare bijuli mun nua nua
Aakhi mora kathakahe nua nua
Otha mora laja kare nua nua
Aakhi mora kathakahe nua nua
He otha mora laja kare nua nua
Shrabanara barsarati lage aji mate kian
Nua nua..nua nua
Mo dehare odhani padichhi nua nua 
Nua nua ॥1॥


Jaubana jaughare dipate mun nua nua
Sarasira nilajale kainte mun nua nua
La la la..
Pahadara padatale naite mun nua nua
Tarulata gahalare pakhite mun nua nua
Aakhi mora kathakahe nua nua
Otha mora laja kare nua nua
Aa ha ha..
Aakhi mora kathakahe nua nua
Otha mora laja kare nua nua
Phagunara prajapati lage aji mate kian
Nua nua..nua nua
Mo dehare odhani padichhi nua nua 
Nua nua
Nua nua han han nua nua
Nua nua..nua nua ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ