Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୁ ପ୍ରେମ ବର୍ଣ୍ଣବୋଧ (ପାଗଳ ଭ‌ଅଁର ମୁଁ ଲୋ ତୁ ଫଗୁରାଣୀ) - To Prema Barnabodha (Pagala Bhanra Mun Lo Tu Phagurani) Lyrics

== ଓଡ଼ିଆ ==

ଗୀତ : ତୁ ପ୍ରେମ ବର୍ଣ୍ଣବୋଧ
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ
ଗୀତିକାର : ବାପୁ ଗୋସ୍ଵାମୀ
ସଂଗୀତ ନିର୍ଦ୍ଦେଶକ : ଜାପାନୀ
ମସିହା : ୨୦୧୯



(ପୁ)
ପାଗଳ ଭଅଁର ମୁଁ ଲୋ ତୁ ଫଗୁରାଣୀ
ତୋ ସାଥେ ଲେଖା ମୋର କେତେ କାହାଣୀ
(ଝି)
ଅନାମିକା ନାୟିକା ମୁଁ ତୁ ଯାଯାବର
ତୋ ଉପରେ ଦିନ ରାତି ମୋ ନଜର
(ପୁ)
ତୋ ପାଇଁ ସକାଳ ନିଦୁଆ ନିଦୁଆ
ମନ ମଉସୁମୀ ମେଘୁଆ ମେଘୁଆ
ତତେ ଯେତେ ପଢ଼େ ସେତେ ମିଳେ ଆନନ୍ଦ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ
(ଝି)
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ ॥


(ପୁ)
ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜି ଶବଦ
ମୋର ଚୋରାଇଲା ନିଦ
ମୋର ହଜେଇଲା ନିଦ
(ଝି)
ହାଁ..ଘୁମୁରୁ ଘୁମୁରୁ କଥାଟା ତୋର ମହୁଲି ସୁରେଇ
ମୋର ରାତି ଗଲା ନେଇ
ମୁଁ ପାରୁନାଇ ଶୋଇ
(ପୁ)
ତୁ ରାଜକୁମାରୀ କଉ କବିତାର
ତୁନି ଏତେ କାଇଁ ଦେଇଦେ ଉତ୍ତର
ତୁ ଏକା ଜିଇଁବାର ଗୋଟେ ଶବଦ
ତୁ ପ୍ରେମ ବର୍ଣ୍ଣବୋଧ
ହାଏରେ..ତୁ ପ୍ରେମ ବର୍ଣ୍ଣବୋଧ
(ଝି)
ହାଁ..ତୁ ପ୍ରେମ ବର୍ଣ୍ଣବୋଧ
ହାଁ..ତୁ ପ୍ରେମ ବର୍ଣ୍ଣବୋଧ ॥୧॥


(ଝି)
ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ
ତୁ ଛାତିର ସ୍ପନ୍ଦନ
ତୁ ଆଖିର ସପନ
(ପୁ)
ଆରେ ଆରେ ନିଜର ନିଜର ଲାଗୁଚି ଏବେ ଅଧୁରା ଫଗୁଣ
ତୁ ଜିଇଁବା କାରଣ
ତୁ ଖୁସିର ମେଲଣ
(ଝି)
ଫେରିବା ବାଟ ମୋ ଯାଇଛି ମୁଁ ଭୁଲି
ତୋ ବାଟେ ଚାଲୁଛି କାଇଁ ଆଜି କାଲି
ତୁ ମୋର ଖରା ବର୍ଷା ଶୀତ ହେମନ୍ତ
ତୁ ପ୍ରେମ ବର୍ଣ୍ଣବୋଧ
ହଁ..ତୁ ପ୍ରେମ ବର୍ଣ୍ଣବୋଧ
(ପୁ)
ହାଏ..ତୁ ପ୍ରେମ ବର୍ଣ୍ଣବୋଧ
ହୁଁ ହୁଁ..ତୁ ପ୍ରେମ ବର୍ଣ୍ଣବୋଧ ॥୨॥


YouTube ରେ ତୁ ପ୍ରେମ ବର୍ଣ୍ଣବୋଧ



== English ==

Song : To Prema Barnabodha
Language : Odia
Singer : Humane Sagar, Jyotirmayee Nayak
Lyrics : Bapu Goswami
Music Director : Japani
Year : 2019



(M)
Pagala bhanra mun lo tu Phagurani
To sathe lekha mora kete kahani
(F)
Anamika Nayika mun tu jajabara
To upare dina rati mo najara
(M)
To pain sakala nidua nidua
Mana mausumi meghua meghua
Tate jete padhe sete mile ananda
Tu prema Barnabodha
Haere..tu prema Barnabodha  
(F)
Tu prema Barnabodha
Haere..tu prema Barnabodha ॥


(M)
Thumuru thumuru padare tora paunji  shabada
Mora choraila nida
Mora hajeila nida
(F)
Han..ghumuru ghumuru kathata tora mahuli surei
Mora rati gala nei
Mun parunai shoi
(M)
Tu rajakumari kau kabitara
Tuni ete kain deide uttara
Tu eka jiinbara gote shabada
Tu prema Barnabodha
Haere..tu prema Barnabodha
(F)
Han..tu prema Barnabodha
Han..tu prema Barnabodha ॥1॥


(F)
Madhura madhura to pain lage aphera jibana
Tu chhatira spandana
Tu akhira sapana
(M)
Aare aare nijara nijara laguchi ebe adhura phaguna
Tu jiinba karana
Tu khusira melana
(F)
Pheriba bata mo jaichhi mun bhuli
To bate chaluchhi kain aji kali
Tu mora Khara Barsa Shita Hemanta
Tu prema Barnabodha
Han..tu prema Barnabodha
(M)
Hae..tu prema Barnabodha
Hun hun..tu prema Barnabodha ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ