ଆସିଚି ଏକା ଯିବି ମୁଁ ଏକା ଏକା ହୋଇ - Aasichi Eka Jibi Mun Eka Eka Hoi Lyrics
== ଓଡ଼ିଆ ==
ଫିଲ୍ମଗୀତ : ଆସିଚି ଏକା ଯିବି ମୁଁ ଏକା
ଭାଷା : ଓଡ଼ିଆ
ଚଳଚିତ୍ର : ହିସାବ ନିକାସ
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୮୨
ଆ..ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ
ହାରିଲି କେତେ ଜିତିଲି କେତେ
ହିସାବ ନିକାସ ଲୋଡ଼ାନାଇଁ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ ॥
ଆଜି ମୋ କେହି ନିଜର ହୋଇ
ନାହିଁ କେ ବନ୍ଧୁ ଭାଇ
ତଥାପି କାହିଁ ପାରୁନି ଭୁଲି
ଥିଲେ ମୋ ବୋଲି କେହି
ହରାଇ ମୋର ଗୋଟିଏ ଗୋଡ଼
ଚାଲୁଚି ପଙ୍ଗୁ ହୋଇ
ଅନେକ ଦୂର ଅନ୍ଧରେ ମୋର
ଯିବାକୁ ଅଛିରେ ଭାଇ
ମୋ ଯିବା ପଥେ ଥରେ କେ ମୋତେ
ହୋ..
ମୋ ଯିବା ପଥେ ଥରେ କେ ମୋତେ
ମିଳାଇ ଦିଅ ଭାଇ ଭାଇ
ଆସିଚି ଏକା ଯିବି ମୁଁ ଏକା
ଏକା ହୋଇ ॥୧॥
ଆରେ ଛଳିଆ ଜଗା କାଳିଆ
କେତେ ଯୁଗରୁ ତୁହି
ଆନନ୍ଦେ ହସି ରହିଚୁ ବସି
ସଙ୍ଗରେ ଧରି ଭାଇ
କହରେ କିଆଁ ଲାଗେନା ନିଆଁ
ଲାଗେନା ତୁମ କଳି
ନ ଲାଗୁ ବୋଲି ତୁମର କଳି
ହାତ କି ଦେଲୁ ବଳି
ଏଥିପାଇଁ ଯଦି ତୋ ହାତ ନାଇଁ
ହୋ..
ଏଥିପାଇଁ ଯଦି ତୋ ହାତ ନାଇଁ
କାଟି ଦେ ମୋର ହାତ ଦୁଇ
କାଟି ଦେ ମୋର ହାତ ଦୁଇ
କାଟି ଦେ ମୋର ହାତ ଦୁଇ
କାଟି ଦେ ମୋର ହାତ ଦୁଇ
କାଟି ଦେ ମୋର ହାତ ଦୁଇ ॥୨॥
YouTube ରେ ଆସିଚି ଏକା ଯିବି ମୁଁ ଏକା
== English ==
Song : Aasichi Eka Jibi Mun Eka Eka Hoi
Language : Odia
Movie : Hisaba Nikasa
Singer : Suresh Wadkar
Lyricist : Prafulla Kara
Music Director : Prafulla Kara
Year : 1982
Aa..asichi eka jibi mun eka
Eka hoi
Aa..asichi eka jibi mun eka
Eka hoi
Harili kete jitili kete
Hisaba nikasa lodanain
Aasichi eka jibi mun eka
Eka hoi ॥
Aaji mo kehi nijara hoi
Nahin ke bandhu bhai
Tathapi kahin paruni bhuli
Thile mo boli kehi
Harai mora gotie goda
Chaluchi pangu hoi
Aneka dura andhare mora
Jibaku achhire bhai
Mo jiba pathe thare ke mote
Ho..
Mo jiba pathe thare ke mote
Milai dia bhai bhai
Aasichi eka jibi mun eka
Eka hoi ॥1॥
Aare chhalia Jaga Kalia
Kete jugaru tuhi
Aanande hasi rahichu basi
Sangare dhari bhai
Kahare kian lagena nian
Lagena tuma kali
Na lagu boli tumara kali
Hata ki delu bali
Ethipain jadi to hata nain
Ho..
Ethipain jadi to hata nain
Kati de mora hata dui
Kati de mora hata dui
Kati de mora hata dui
Kati de mora hata dui
Kati de mora hata dui ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...