ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରନ୍ତିକି ବାହୁଡ଼ାରେ - Janamithili Mun Shrigundicha Dina Marantiki Bahudare Lyrics
ଭଜନ : ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ଭାଷା : ଓଡ଼ିଆ
କଣ୍ଠ : ସୋନୁ ନିଗମ
ସଂଗୀତ ନିର୍ଦ୍ଦେଶକ : ବାସୁଦେବ ରଥ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ
ମରିବାବେଳକୁ ତୋ ରଥ ଦଉଡ଼ି
ଧରିଥିବି ମୋ ହାତରେ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ
ମରିବାବେଳକୁ ତୋ ରଥ ଦଉଡ଼ି
ମରିବାବେଳକୁ ତୋ ରଥ ଦଉଡ଼ି
ଧରିଥିବି ମୋ ହାତରେ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ ॥
ତୋ ଦୟାରୁ ଜୀବନରେ ସବୁତ ପାଇଛି
ତୋତେ ଛାଡ଼ି ଯିବାପାଇଁ ମନ ନ ବଳୁଛି
ତୋ ଦୟାରୁ ଜୀବନରେ ସବୁତ ପାଇଛି
ତୋତେ ଛାଡ଼ି ଯିବାପାଇଁ ମନ ନ ବଳୁଛି
ତୋ ପରି ଠାକୁର ଆଉ ନାହିଁରେ ଏମିତି
କହରେ କାଳିଆ ତୋତେ ଭୁଲିବି କେମିତି
ତୁ କି ଜାଣୁନାହୁଁ ବାନ୍ଧିଛୁ ନିଜେ ତୁ
ତୁ କି ଜାଣୁନାହୁଁ ବାନ୍ଧିଛୁ ନିଜେ ତୁ
ମୋତେ ପରା ତୋ ଡରିରେ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ ॥୧॥
ଚାଲିଯାଉ ଯେବେ ତୁହି ମାଉସୀ ଘରକୁ
ଚାହିଁରହିଥାଏ ତୋର ଫେରିବା ବାଟକୁ
ଚାଲିଯାଉ ଯେବେ ତୁହି ମାଉସୀ ଘରକୁ
ଚାହିଁରହିଥାଏ ତୋର ଫେରିବା ବାଟକୁ
ନଅ ଦିନ ଲାଗେ ମୋତେ ନଅ ଯୁଗ ପରି
ତୋତେ ନ ଦେଖି ମୁହୂର୍ତ୍ତ ଶୋଷ ଯାଏ ଭୁଲି
ଆଶା ମୋର ଖାଲି ମୁଁ ମଲାବେଳକୁ
ଆଶା ମୋର ଖାଲି ମୁଁ ମଲାବେଳକୁ
ଥିବୁ ତୁହି ମୋ ଆଗରେ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ
ମରିବାବେଳକୁ ତୋ ରଥ ଦଉଡ଼ି
ମରିବାବେଳକୁ ତୋ ରଥ ଦଉଡ଼ି
ଧରିଥିବି ମୋ ହାତରେ
ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
ମରନ୍ତିକି ବାହୁଡ଼ାରେ
ମରନ୍ତିକି ବାହୁଡ଼ାରେ
ମରନ୍ତିକି ବାହୁଡ଼ାରେ ॥୨॥
YouTube ରେ ଜନମିଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ
== English ==
Bhajan : Janamithili Mun Shrigundicha Dina
Language : Odia
Singer : Sonu Nigam
Music Director : Basudev Rath
Janamithili mun Shrigundicha dina
Marantiki Bahudare
Maribabelaku to ratha daudi
Dharithibi mo hatare
Janamithili mun Shrigundicha dina
Marantiki Bahudare
Janamithili mun Shrigundicha dina
Marantiki Bahudare
Maribabelaku to ratha daudi
Maribabelaku to ratha daudi
Dharithibi mo hatare
Janamithili mun Shrigundicha dina
Marantiki Bahudare ॥
To dayaru jibanare sabuta paichhi
Tote chhadi jibapain mana na baluchhi
To dayaru jibanare sabuta paichhi
Tote chhadi jibapain mana na baluchhi
To pari thakura aau nahinre emiti
Kahare Kalia tote bhulibi kemiti
Tu ki janunahun bandhichhu nije tu
Tu ki janunahun bandhichhu nije tu
Mote para to darire
Janamithili mun Shrigundicha dina
Marantiki Bahudare ॥1॥
Chalijau jebe tuhi Mausi gharaku
Chahinrahithae tora pheriba bataku
Chalijau jebe tuhi Mausi gharaku
Chahinrahithae tora pheriba bataku
Naa dina lage mote naa juga pari
Tote na dekhi muhurtta shosa jae bhuli
Aasha mora khali mun malabelaku
Aasha mora khali mun malabelaku
Thibu tuhi mo agare
Janamithili mun Shrigundicha dina
Marantiki Bahudare
Maribabelaku to ratha daudi
Maribabelaku to ratha daudi
Dharithibi mo hatare
Janamithili mun Shrigundicha dina
Marantiki Bahudare
Marantiki Bahudare
Marantiki Bahudare ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...