Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚାଲିରେ ତୋର ପଦ୍ମ ଫୁଟେ - Chalire Tora Padma Phute Lyrics

== ଓଡ଼ିଆ ==

ଫିଲ୍ମଗୀତ : ଚାଲିରେ ତୋର ପଦ୍ମ ଫୁଟେ
ଭାଷା : ଓଡ଼ିଆ
ଚଳଚିତ୍ର : ସକଳ ତୀର୍ଥ ତୋ ଚରଣ
କଣ୍ଠ : ସୋନୁ ନିଗମ, ଇରା ମହାନ୍ତି
ଗୀତିକାର : ସ୍ଵରୂପ ନାୟକ
ସଂଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ
ମସିହା : ୧୯୯୫



(ପୁ)
ହୋ..ହୋହୋ..ହୋ
ଆ..ହାହା..ହା
ଚାଲିରେ ତୋର ପଦ୍ମ ଫୁଟେ
ହସରୁ ଝରେ ମହୁ
ଆଖି ଦୁଇଟି ନୀଳ ସାଗର
କଥା ତୋ କୋଇଲି କୁହୁ
ତୁ କହିଦେ ମତେ ଥରେ ଖାଲି
ଆଇ ଲଭ୍ ୟୁ
ହୋ..ଆଇ ଲଭ୍ ୟୁ
ଚାଲିରେ ତୋର ପଦ୍ମ ଫୁଟେ
ହସରୁ ଝରେ ମହୁ ॥


(ଝି)
ତୁମକୁ ପାଇବା ପାଇଁ
ହାତ ମୋର ପାଉ ନାହିଁ
ଅମାନିଆ ପାଦ ମୋର
ଥକିଯାଏ ଧାଇଁ ଧାଇଁ
(ପୁ)
ପାଗଳ ମତେ କରିଛି ଯିଏ
ସେଇ ଝିଅଟି ତୁ
ହୋ..ପାଗଳ ମତେ କରିଛି ଯିଏ
ସେଇ ଝିଅଟି ତୁ
ତୁ କହିଦେ ମତେ ଥରେ ଖାଲି
ଆଇ ଲଭ୍ ୟୁ
ହୋ..ଆଇ ଲଭ୍ ୟୁ ॥୧॥


(ପୁ)
ଖୋଜୁଥିଲି ମନେ ମନେ
ତୋପରି କିଶୋରୀ ଜଣେ
ନଦୀ ହୋଇଯିବ ବହି
ଶ୍ରାବଣେ ଅବା ଫଗୁଣେ
ଜହ୍ନ କିରଣ ଲାଜେଇ ଯାଏ
ତୋ ଦେହ ଛୁଉଁ ଛୁଉଁ
ହୋ..ଜହ୍ନ କିରଣ ଲାଜେଇ ଯାଏ
ତୋ ଦେହ ଛୁଉଁ ଛୁଉଁ
ତୁ କହିଦେ ମତେ ଥରେ ଖାଲି
ଆଇ ଲଭ୍ ୟୁ
ହୋ..ଆଇ ଲଭ୍ ୟୁ
ହୋ..ଆଇ ଲଭ୍ ୟୁ
ହୋ..ଆଇ ଲଭ୍ ୟୁ ॥୨॥


YouTube ରେ ଚାଲିରେ ତୋର ପଦ୍ମ ଫୁଟେ



== English ==

Movie Song : Chalire Tora Padma Phute
Language : Odia
Movie : Sakala Tirtha To Charane
Singer : Sonu Nigam, Ira Mohanty
Lyricist : Swaroop Nayak
Music Director : Swaroop Nayak
Year : 1995



(M)
Ho..hoho..ho
Aa..haha..ha
Chalire tora padma phute
Hasaru jhare mahu
Aakhi duiti nila sagara
Katha to Koili kuhu 
Tu kahide mate thare khali
I love you
Ho..I love you
Chalire tora padma phute
Hasaru jhare mahu ॥


(F)
Tumaku paiba pain
Hata mora pau nahin
Amania pada mora
Thakijae dhain dhain
(M)
Pagala mate karichhi jie
Sei jhiati tu
Ho..pagala mate karichhi jie
Sei jhiati tu
Tu kahide mate thare khali
I love you
Ho..I love you ॥1॥


(M)
Khojuthili mane mane
Topari kishori jane
Nadi hoijiba bahi
Shrabane aba phagune
Janha kirana lajei jae
To deha chhun chhun
Ho..janha kirana lajei jae
To deha chhun chhun
Tu kahide mate thare khali
I love you
Ho..I love you
Ho..I love you
Ho..I love you ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on nari tuhi debi puni mamata lyrics odia: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on nari tuhi debi puni mamata lyrics odia: “Bahut sundar ”

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ