Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି - Emiti E Badadande Hata Pati Rahithibi Lyrics

== ଓଡ଼ିଆ ==

ଭଜନ : ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି
ଭାଷା : ଓଡ଼ିଆ
ଆଲବମ : ଭଜନ ଶରଧା
କଣ୍ଠ : ଭିକା
ରି ବଳ
ଗୀତିକାର : ଗୌର ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାସ
ମସିହା : ୧୯୮୯



ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି
ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି
ପତିତପାବନ ପତାକା କୁ ଚାହିଁ
ପତିତପାବନ ପତାକା କୁ ଚାହିଁ
ତୋର ନାମ ଗାଉଥିବି
କାଳିଆରେ ଦୁଃଖ ମୋର ଭୁଲିଯିବି
କାଳିଆରେ ଦୁଃଖ ମୋର ଭୁଲିଯିବି ॥


ଏତିକି ମିନତି ଜଗତ ଠାକୁର
ଦୁଃଖୀ ବୋଲି ମୋତେ କରିବୁନି ପର
ଏତିକି ମିନତି ଜଗତ ଠାକୁର
ଦୁଃଖୀ ବୋଲି ମୋତେ କରିବୁନି ପର
ସଞ୍ଜ ସକାଳରେ ଆରତି ବେଳରେ ଗରୁଡ଼ ପଛରେ ଥିବି
କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି
କାଳିଆରେ ତୋ ଶ୍ରୀମୁଖ ଦେଖୁଥିବି ॥୧॥ 


ଜଗତରେ ନାହିଁ ତୋପରି ଠାକୁର
ରଥ ଚଢ଼ି ଯେବେ ହେବୁ ତୁ ବାହାର
ଜଗତରେ ନାହିଁ ତୋପରି ଠାକୁର
ରଥ ଚଢ଼ି ଯେବେ ହେବୁ ତୁ ବାହାର
ତୋ ରଥ ଦଉଡ଼ି ଅଣ୍ଟାରେ ମୁଁ ଭିଡ଼ି 
ତୋ ରଥ ଦଉଡ଼ି ଅଣ୍ଟାରେ ମୁଁ ଭିଡ଼ି
ଆନନ୍ଦରେ ଟାଣୁଥିବି
କାଳିଆରେ ଜୀବନ ଧନ୍ୟ କରିବି
କାଳିଆରେ ଜୀବନ ଧନ୍ୟ କରିବି ॥୨॥ 


ଯେତେ ଇଚ୍ଛା ଦୁଃଖ ଦେ ପଛେ ମୋତେ
ମାଗିବିନି କିଛି ଦିନେ ହେଲେ ତୋତେ
ଯେତେ ଇଚ୍ଛା ଦୁଃଖ ଦେ ପଛେ ମୋତେ
ମାଗିବିନି କିଛି ଦିନେ ହେଲେ ତୋତେ
ପାରିବିନି ଯାଇ ତୋତେ ଛାଡ଼ି ମୁହିଁ 
ପାରିବିନି ଯାଇ ତୋତେ ଛାଡ଼ି ମୁହିଁ
ଶ୍ରୀକ୍ଷେତ୍ରରେ ରହିଥିବି
କାଳିଆରେ ତୋ ସେବାରେ ଖଟୁଥିବି
କାଳିଆରେ ତୋ ସେବାରେ ଖଟୁଥିବି

ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି
ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି
ପତିତପାବନ ପତାକା କୁ ଚାହିଁ
ପତିତପାବନ ପତାକା କୁ ଚାହିଁ
ତୋର ନାମ ଗାଉଥିବି
କାଳିଆରେ ଦୁଃଖ ମୋର ଭୁଲିଯିବି
କାଳିଆରେ ଦୁଃଖ ମୋର ଭୁଲିଯିବି ॥ ୩॥


YouTube ରେ ଏମିତି ଏ ବଡ଼ଦାଣ୍ଡେ ହାତପାତି ରହିଥିବି



== English ==

Bhajan : Emiti E Badadande Hatapati Rahithibi
Language : Odia
Album : Bhajan Sharadha
Singer : Bhikari Bala
Lyricist : Goura Pattanayak
Music Director : Balakrushna Das
Year : 1989



Emiti e Badadande hatapati rahithibi
Emiti e Badadande hatapati rahithibi
Patitapabana pataka ku chahin
Patitapabana pataka ku chahin
Tora nama gauthibi
Kaliare duhkha mora bhulijibi
Kaliare duhkha mora bhulijibi ॥


Etiki minati jagata thakura
Duhkhi boli mote karibuni para
Etiki minati jagata thakura
Duhkhi boli mote karibuni para
Sanja sakalare arati belare Garuda pachhare thibi
Kaliare to shrimukha dekhuthibi
Kaliare to shrimukha dekhuthibi ॥1॥ 


Jagatare nahin topari thakura
Ratha chadhi jebe hebu tu bahara
Jagatare nahin topari thakura
Ratha chadhi jebe hebu tu bahara
To Ratha daudi antare mun bhidi
To Ratha daudi antare mun bhidi
Aanandare tanuthibi
Kaliare jibana dhanya karibi
Kaliare jibana dhanya karibi ॥2॥ 


Jete ichha duhkha de pachhe mote
Magibini kichhi dine hele tote
Jete ichha duhkha de pachhe mote
Magibini kichhi dine hele tote
Paribini jai tote chhadi muhin
Paribini jai tote chhadi muhin
Shrikhetrare rahithibi
Kaliare to sebare khatuthibi
Kaliare to sebare khatuthibi

Emiti e Badadande hatapati rahithibi
Emiti e Badadande hatapati rahithibi
Patitapabana pataka ku chahin
Patitapabana pataka ku chahin
Tora nama gauthibi
Kaliare duhkha mora bhulijibi
Kaliare duhkha mora bhulijibi ॥ 3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ମତାମତ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ !

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ