Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି - Chumki, Seta Panire Budiba Nainti Lyrics

== ଓଡ଼ିଆ ==

ଫିଲ୍ମଗୀତ : ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି
ଭାଷା : ଓଡ଼ିଆ
ଚଳଚିତ୍ର : ମା ଓ ମମତା
କଣ୍ଠ : ଅକ୍ଷୟ ମହାନ୍ତି, ଅନୁରାଧା ପୌଡ଼ୱାଲ
ଗୀତିକାର : ଅକ୍ଷୟ ମହାନ୍ତି
ସଂଗୀତ ନିର୍ଦ୍ଦେଶକ : ଭୁବନେଶ୍ଵର ମିଶ୍ର
ମସିହା : ୧୯୮୦



(ଝି)
ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି
(ପୁ)
ଜାଣେ ଚୁମ୍‌କି ତୁ ତ ଝରଣା ଦେହରେ ନଈଟି
ଜାଣେ ଚୁମ୍‌କି ତୁ ତ ସୁନାରେ ସୁନାରେ ସଇଟି
ଏଇ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି
(ଝି)
ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି
(ପୁ)
ଜାଣେ ଚୁମ୍‌କି ତୁ ତ ଝରଣା ଦେହରେ ନଈଟି
ଜାଣେ ଚୁମ୍‌କି ତୁ ତ ସୁନାରେ ସୁନାରେ ସଇଟି
ଏଇ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି
(ଝି)
ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି ॥୧॥


(ପୁ)
ମୁଁ ପୋଷିଥିଲି ଦିନେ ଗୋରୀ ଏକ
କଥାକୁହା ବଣ ପକ୍ଷୀକୁ
କଥା କହି ମତେ ଭୁଲାଇ ଛଳାଇ
ଉଡ଼ିଗଲା ପୁଣି ବନକୁ
(ଝି)
ଚୁମ୍‌କି, ସେତ ପବନେ ଉଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ବଣରେ ହଜିବ ନାଇଁଟି
(ପୁ)
ଜାଣେ ଚୁମ୍‌କି ତୁ ତ ଚୁଲବୁଲି ଏକ ମନଟି
ଜାଣେ ଚୁମ୍‌କି ତୁ ତ ଝିଲିମିଲି ବନଝରଟି
ହେଲେ ଆମ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି
(ଝି)
ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି ॥୨॥


(ପୁ)
ମୁଁ ଧାଇଁଥିଲି ଦିନେ ଗୋରୀ ଏକ
ସୁନାର ହରିଣୀ ପଛରେ
ବାଙ୍କ ଚାହାଣୀରେ କହିଗଲା ମତେ
ଭଲପାଏ ମୁହିଁ ନିଝରେ
(ଝି)
ଚୁମ୍‌କି, ସେତ ଜାଲରେ ପଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ପାହାଡୁ ଗଡ଼ିବ ନାଇଁଟି
(ପୁ)
ଜାଣେ ଚୁମ୍‌କି ତତେ ବାନ୍ଧିବାକୁ ଜାଲ ନାହିଁଟି
ଜାଣେ ଚୁମ୍‌କି ତତେ ଛନ୍ଦିବାକୁ ମନ ନାହିଁଟି
ଏଇ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି
(ଝି)
ଏଇ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି
ଏଇ ଚୁମ୍‌କି, ସେତ ନିଆଁରେ ପୋଡ଼ିବ ନାଇଁଟି
(ପୁ)
ଜାଣେ ଚୁମ୍‌କି ତୁ ତ ଝରଣା ଦେହରେ ନଈଟି
ଜାଣେ ଚୁମ୍‌କି ତୁ ତ ସୁନାରେ ସୁନାରେ ସଇଟି
ଏଇ ଅଳ୍ପ ଦିନର ଗଳ୍ପ ଆମର ସତ କହ ସତ ହବକି
ଏ ଚୁମ୍‌କି..
(ଝି)
ଉଁ..
(ପୁ)
ଚୁମ୍‌କି
(ଝି)
ଉଁ..ଉଁ..
(ପୁ)
ଚୁମ୍‌କି
(ଝି)
ଉଁ..
(ପୁ)
ଚୁମ୍‌କି ॥୩॥


YouTube ରେ ଚୁମ୍‌କି, ସେତ ପାଣିରେ ବୁଡ଼ିବ ନାଇଁଟି



== English ==

Movie Song : Chumki, Seta Panire Budiba Nainti
Language : Odia
Movie : Maa O Mamata
Singer : Akshaya Mohanty, Anuradha Paudwal
Lyricist : Akshaya Mohanty
Music Director : Bhubaneshwar Mishra
Year : 1980



(F)
Chumki, seta panire budiba nainti
Ei Chumki, seta nianre podiba nainti
(M)
Jane Chumki tu ta jharana dehare naiti
Jane Chumki tu ta sunare sunare saiti
Ei alpa dinara galpa amara sata kaha sata habaki
(F)
Ei Chumki, seta panire budiba nainti
Ei Chumki, seta nianre podiba nainti
(M)
Jane Chumki tu ta jharana dehare naiti
Jane Chumki tu ta sunare sunare saiti
Ei alpa dinara galpa amara sata kaha sata habaki
(F)
Ei Chumki, seta panire budiba nainti
Ei Chumki, seta nianre podiba nainti ॥1॥


(M)
Mun posithili dine gori eka
Kathakuha bana pakhiku
Katha kahi mate bhulai chhalai
Udigala puni banaku
(F)
Chumki, seta pabane udiba nainti
Ei Chumki, seta banare hajiba nainti
(M)
Jane Chumki tu ta chulbuli eka manati
Jane Chumki tu ta jhilimili banajharati
Hele ama alpa dinara galpa amara sata kaha sata habaki
(F)
Ei Chumki, seta panire budiba nainti
Ei Chumki, seta nianre podiba nainti ॥2॥


(M)
Mun dhainthili dine gori eka
Sunara harini pachhare
Banka chahanire kahigala mate
Bhalapae muhin nijhare
(F)
Chumki, seta jalare padiba nainti
Ei Chumki, seta pahadu gadiba nainti
(M)
Jane Chumki tate bandhibaku jala nahinti
Jane Chumki tate chhandibaku mana nahinti
Ei alpa dinara galpa amara sata kaha sata habaki
(F)
Ei Chumki, seta panire budiba nainti
Ei Chumki, seta nianre podiba nainti
(M)
Jane Chumki tu ta jharana dehare naiti
Jane Chumki tu ta sunare sunare saiti
Ei alpa dinara galpa amara sata kaha sata habaki
E Chumki..
(F)
Un..
(M)
Chumki
(F)
Un..un..
(M)
Chumki
(F)
Un..
(M)
Chumki ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ