Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ - Botala Bhangibi Gori To Duare Lyrics

== ଓଡ଼ିଆ ==

ଗୀତ : ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ଭାଷା : ଓଡ଼ିଆ
କଣ୍ଠ : ରଣଜିତ୍
ଗୀତିକାର : ଶିବନ ସ୍ୱାଇଁ
ସଙ୍ଗୀତ ନିର୍ଦ୍ଦେଶକ : କେ ଆର୍ ସୌମ୍ୟ



(ପୁ)
ଝିଲି ଛାଡ଼ିଗଲା ମତେ ଲୋ
ମିଲି ଛାଡ଼ିଗଲା ମତେ
ପଟେଇଲି ଗୋରୀ ତତେ ଲୋ
ପଟେଇଲି ଗୋରୀ ତତେ
ହଁ..ଝିଲି ଛାଡ଼ିଗଲା ମତେ ଲୋ
ମିଲି ଛାଡ଼ିଗଲା ମତେ
ପଟେଇଲି ଗୋରୀ ତତେ ଲୋ
ପଟେଇଲି ଗୋରୀ ତତେ

କହୁଚୁ ବାଲାନ୍ସ ପକା
ମତେ ବୁଲେଇ ସିନେମା ଦେଖା
କହୁଚୁ ବାଲାନ୍ସ ପକା
ମତେ ବୁଲେଇ ସିନେମା ଦେଖା
ସାରିଦେଲୁଣି ମୋ ଟଙ୍କା
ଲୋ ଗୋରୀ ସାରିଦେଲୁଣି ମୋ ଟଙ୍କା

ଭଲରେ ଭଲରେ..
ହେଇଟି ଭଲରେ ଭଲରେ
ନ ଆସିବୁ ଯଦି ମୋ ସାଥିରେ..
(ଝି)
କ'ଣ କରିବ ?
(ପୁ)
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ମୁଁ..ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ॥


(ପୁ)
ଟଙ୍କା ମୋ ପାଖରେ ନାହିଁ ବୋଲି
ଝିଲି ମୁହଁ ମୋଡ଼ି ଦେଇଗଲା
ଟଙ୍କାର ଗଦିରେ ଶୁଇବ ବୋଲିକି
ଟୋକିଟା ଉଚ୍ଛନ୍ନ ହେଲା
(ଝି)
ଏ ମା ସତରେ
(ପୁ)
ହାଁ..ଟଙ୍କା ମୋ ପାଖରେ ନାହିଁ ବୋଲି
ଝିଲି ମୁହଁ ମୋଡ଼ି ଦେଇଗଲା
ଟଙ୍କାର ଗଦିରେ ଶୁଇବ ବୋଲିକି
ଟୋକିଟା ଉଚ୍ଛନ୍ନ ହେଲା
ତୁ ତ କହନା ହଉଚୁ ଯେମିତି
କଲେକ୍ଟରର ଝୁଅ
ଘରେ ପଛେପଟେ ପାହୁଲା ନ ଥାଉ
ଟାଇଲି କମ ନୁହଁ

ଭଲରେ ଭଲରେ..
ହେଇଟି ଭଲରେ ଭଲରେ ପାଦ ନ ରଖିଲେ
ମୋ'ରି ଘରେ..
(ଝି)
କ'ଣ କରିବ ?
(ପୁ)
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ମୁଁ..ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ॥୧॥


(ପୁ)
ରଂଗ ନମ୍ବର ମିଲି ସାଥିରେ ମୋ
ପ୍ରେମହେଲା ନୁଆ ନୁଆ
ରାତିରେ କା ସାଥେ ପଳେଇଗଲା ସେ
ତା'ର ହେଲାଣି ଛୁଆ
(ଝି)
ଏ ମା !
(ପୁ)
ହଁ..ରଂଗ ନମ୍ବର ମିଲି ସାଥିରେ ମୋ
ପ୍ରେମହେଲା ନୁଆ ନୁଆ
ରାତିରେ କା ସାଥେ ପଳେଇଗଲା ସେ
ତା'ର ହେଲାଣି ଛୁଆ
ମିଳିବେନି ଆଉ ଦୁନିଆରେ ସତେ
କେହି ନାହିଁ ଆଉ ଫାଙ୍କା
ସେଇଥିପାଇଁ ଲୋ ତୋ ଇସ୍କୁଲରେ
ଜଗି ବସିଥିଲି ଏକା

ଭଲରେ ଭଲରେ..
ହେଇଟି ଭଲରେ ଭଲରେ ରାଜି ନ ହେଲେ ତୁ
ମୋ କଥାରେ..
(ଝି)
କ'ଣ କରିବ ?
(ପୁ)
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ
ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ ॥୨॥


YouTube ରେ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ



== English ==

Song : Botala Bhangibi Gori To Duare
Language : Odia
Singer : Ranjit
Lyrics : Siban Swain
Music Director : K R Saumya



(M)
Jhili chhadigala mate lo
Mili chhadigala mate
Pateili gori tate lo
Pateili gori tate
Han..Jhili chhadigala mate lo
Mili chhadigala mate
Pateili gori tate lo
Pateili gori tate

Kahuchu balans paka
Mate bulei cinema dekha
Kahuchu balans paka
Mate bulei cinema dekha
Sarideluni mo tanka
Lo gori sarideluni mo tanka

Bhalare bhalare..
Heiti bhalare bhalare
Na asibu jadi mo sathire..
(F)
Kan kariba ?
(M)
Botala bhangibi gori to duare
Mun..botala bhangibi gori to duare
Botala bhangibi gori to duare
Botala bhangibi gori to duare ॥


(M)
Tanka mo pakhare nahin boli
Jhili muhan modi deigala
Tankara gadire shuiba boliki
Tokita uchhanna hela 
(F)
E Maa satare
(M)
Han..tanka mo pakhare nahin boli
Jhili muhan modi deigala
Tankara gadire shuiba boliki
Tokita uchhanna hela  
Tu ta kahana hauchu jemiti
Collector ra jhua
Ghare pachhepate pahula na thau
Taili kama nuhan

Bhalare bhalare..
Heiti bhalare bhalare pada na rakhile
Mori ghare..
(F)
Kan kariba ?
(M)
Botala bhangibi gori to duare
Botala bhangibi gori to duare 
Botala bhangibi gori to duare
Mun..botala bhangibi gori to duare ॥1॥


(M)
Wrong number Mili sathire mo
Premahela nua nua
Ratire ka sathe paleigala se
Tara helani chhua
(F)
E Maa !  
(M)
Han..wrong number Mili sathire mo
Premahela nua nua
Ratire ka sathe paleigala se
Tara helani chhua
Milibeni aau duniare sate
Kehi nahin aau phanka
Sethipain lo to ischoolre
Jagi basithili eka

Bhalare bhalare..
Heiti bhalare bhalare raji na hele tu
Mo kathare..
(F)
Kan kariba ?
(M)
Botala bhangibi gori to duare
Botala bhangibi gori to duare 
Botala bhangibi gori to duare
Botala bhangibi gori to duare ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ