Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବଞ୍ଜାରା ଫିମେଲ୍ ଭର୍ଜନ (ଯେବେଠୁ ଆସିଛୁ ଜୀବନେ ତୁ ମୋର) - Banjara Female Version (Jebethu Aasichhu Jibane Tu Mora) Lyrics

== ଓଡ଼ିଆ ==

ଗୀତ : ଯେବେଠୁ ଆସିଛୁ ଜୀବନେ ତୁ ମୋର
ଭାଷା : ଓଡ଼ିଆ
କଣ୍ଠ : ଅସୀମା ପଣ୍ଡା
ଗୀତିକାର : ତୋଫାନ
ସଙ୍ଗୀତ ନିର୍ଦ୍ଦେଶକ : ତୋଫାନ
ମସିହା : ୨୦୧୮



ହାଁ..ହାଁ..
ହୁଁ..ହୁଁ..

ଯେବେଠୁ ଆସିଛୁ ଜୀବନେ ତୁ ମୋର
ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର
ଉଁ..ଯେବେଠୁ ଆସିଛୁ ଜୀବନେ ତୁ ମୋର
ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର
ପାଖେ ପାଖେ ଥିବି ତୋର ଜୀବନ ସାରା
ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା
ପାଖେ ପାଖେ ଥିବି ତୋର ଜୀବନ ସାରା
ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା
ବଞ୍ଜାରା..
ଯେବେଠୁ ଆସିଛୁ ଜୀବନେ ତୁ ମୋର
ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର ॥


ଫାଙ୍କା ଫାଙ୍କା ଥିଲା ଏଇ ହୃଦୟଟା ମୋର
ଲେଖୁ ଲେଖୁ ଲେଖିଦେଲି ନା ଯେ ତୋର
କାଢ଼ିବୁନି ମତେ ତୁ ତୋ ମନରୁ ପରା
ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା
କାଢ଼ିବୁନି ମତେ ତୁ ତୋ ମନରୁ ପରା
ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା
ବଞ୍ଜାରା.. ॥୧॥


ହାଁ..ହାଁ..
ଏକା ଏକା ମୁଁ ସିନା କାଟୁଛି ମୋ ଦିନ
ନିରୋଳାରେ ନିରବରେ ତତେ ଝୁରେ ଏଇ ମନ
ତୋବିନା ତୋବିନା ଲାଗେ ମୁଁ ଅଧୁରା
ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା
ତୋବିନା ତୋବିନା ଲାଗେ ମୁଁ ଅଧୁରା
ମୋ ପାଇଁ ଦିୱାନା ତୁ ମୋ ପାଇଁ ବଞ୍ଜାରା
ବଞ୍ଜାରା..
ଯେବେଠୁ ଆସିଛୁ ଜୀବନେ ତୁ ମୋର
ପଡ଼ିଛି ପଡ଼ିଛି ପ୍ରେମରେ ମୁଁ ତୋର ॥୨॥


YouTube ରେ ବଞ୍ଜାରା ଫିମେଲ୍ ଭର୍ଜନ



== English ==

Song : Jebethu Aasichhu Jibane Tu Mora
Language : Odia
Singer : Aseema Panda
Lyrics : Tofan
Music Director : Tofan
Year : 2018



Han..han..
Hun..hun..

Jebethu asichhu jibane tu mora
Padichhi padichhi premare mun tora
Un..jebethu asichhu jibane tu mora
Padichhi padichhi premare mun tora
Pakhe pakhe thibi tora jibana sara
Mo pain diwana tu mo pain banjara
Pakhe pakhe thibi tora jibana sara
Mo pain diwana tu mo pain banjara
Banjara..
Jebethu asichhu jibane tu mora
Padichhi padichhi premare mun tora ॥


Phanka phanka thila ei hrudayata mora
Lekhu lekhu lekhideli naa je tora
Kadhibuni mate tu to manaru para
Mo pain diwana tu mo pain banjara
Kadhibuni mate tu to manaru para
Mo pain diwana tu mo pain banjara
Banjara.. ॥1॥


Han..han..
Eka eka mun sina katuchhi mo dina
Nirolare nirabare tate jhure ei mana
Tobina tobina lage mun adhura
Mo pain diwana tu mo pain banjara
Tobina tobina lage mun adhura
Mo pain diwana tu mo pain banjara
Banjara..
Jebethu asichhu jibane tu mora
Padichhi padichhi premare mun tora ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ