Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଅଥଳ ସାଗରେ କୁଳ ପାରୁନି ଦେଖି - Athala Sagare Kula Paruni Dekhi Lyrics

== ଓଡ଼ିଆ ==

ଭଜନ : ଅଥଳ ସାଗରେ କୁଳ ପାରୁନି ଦେଖି
ଭାଷା : ଓଡ଼ିଆ
ଆଲବମ : ପ୍ରଭୁକୃପା
କଣ୍ଠ : ଅନୁରାଧା ପୌଡ଼ୱାଲ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ଲେବେଲ : ଟି ସିରିଜ୍
ମସିହା : ୧୯୮୮



ଅଥଳ ସାଗରେ କୁଳ ପାରୁନି ଦେଖି
ଚଉଦିଗେ କଳା ମେଘ ଆସେ ଘୋଟିକି
ଅଥଳ ସାଗରେ କୁଳ ପାରୁନି ଦେଖି
ଚଉଦିଗେ କଳା ମେଘ ଆସେ ଘୋଟିକି
ଉଦ୍ଧାର କରହେ କୁଳେ ନାବ ଦେଇକି
ଚକାଆଖି..ଚକାଆଖି
ଆହେ ଚକାଆଖି..ଚକାଆଖି ॥


ଅକାତକାତ ଜଳ ଲହଡ଼ି ମାଳ ମାଳ
ଅକାତକାତ ଜଳ ଲହଡ଼ି ମାଳ ମାଳ
ମଗର ରହିଛନ୍ତି ଘେରି
ମୋ ଚକାଆଖି
ମଗର ରହିଛନ୍ତି ଘେରି

ଦେହେ ନ ଦେଇ ବଳ
ସେ ଜଳେ ଠେଲିଦେଲ
ଦେହେ ନ ଦେଇ ବଳ
ସେ ଜଳେ ଠେଲିଦେଲ
କେମିତି ହୋଇବି ମୁଁ ପାରି
ମୋ ଚକାଆଖି
କେମିତି ହୋଇବି ମୁଁ ପାରି

ପହଁରି ପହଁରି ଏବେ ଗଲିଣି ଥକି
ଚକାଆଖି..ଚକାଆଖି
ଆହେ ଚକାଆଖି..ଚକାଆଖି ॥୧॥


ତୁମେ ତ ବଳିଆର ମୁହିଁ ନ ନିରିବଳ
ତୁମେ ତ ବଳିଆର ମୁହିଁ ନ ନିରିବଳ
ମୋ ପ୍ରାଣ ତୁମ ଠାରେ ବନ୍ଧା
ମୋ ଚକାଆଖି
ମୋ ପ୍ରାଣ ତୁମ ଠାରେ ବନ୍ଧା

ଶ୍ରୀପଦେ ଆଶ୍ରାକରି ଯଦି ମୁଁ ଯାଏ ବୁଡ଼ି
ଶ୍ରୀପଦେ ଆଶ୍ରାକରି ଯଦି ମୁଁ ଯାଏ ବୁଡ଼ି
ତୁମକୁ ନ ହେବ କି ନିନ୍ଦା
ମୋ ଚକାଆଖି
ତୁମକୁ ନ ହେବ କି ନିନ୍ଦା

ଶରଣ ରକ୍ଷଣ ଟେକ ରହିବ ଟେକି
ଚକାଆଖି..ଚକାଆଖି
ଆହେ ଚକାଆଖି..ଚକାଆଖି

ଅଥଳ ସାଗରେ କୁଳ ପାରୁନି ଦେଖି
ଚଉଦିଗେ କଳା ମେଘ ଆସେ ଘୋଟିକି
ଉଦ୍ଧାର କରହେ କୁଳେ ନାବ ଦେଇକି
ଚକାଆଖି..ଚକାଆଖି
ଆହେ ଚକାଆଖି..ଚକାଆଖି
ଚକାଆଖି..ଚକାଆଖି ॥୨॥


YouTube ରେ ଅଥଳ ସାଗରେ କୁଳ ପାରୁନି ଦେଖି



== English ==

Bhajan : Athala Sagare Kula Paruni Dekh
Language : Odia
Album : Prabhukrupa
Singer : Anuradha Paudwal
Lyricist : Prafulla Kara
Music Director : Prafulla Kara
Label : T- Series
Year : 1988



Athala sagare kula paruni dekhi
Chaudige kala megha ase ghotiki
Athala sagare kula paruni dekhi
Chaudige kala megha ase ghotiki
Uddhara karahe kule naba deiki
Chakaakhi..chakaakhi
Aahe chakaakhi..chakaakhi ॥


Akatakata jala lahadi mala mala 
Akatakata jala lahadi mala mala
Magara rahichhanti gheri
Mo chakaakhi
Magara rahichhanti gheri

Dehe na dei bala
Se jale thelidela
Dehe na dei bala
Se jale thelidela
Kemiti hoibi mun pari
Mo chakaakhi
Kemiti hoibi mun pari

Pahanri pahanri ebe galini thaki
Chakaakhi..chakaakhi
Aahe chakaakhi..chakaakhi ॥1॥


Tume ta baliara muhin na niribala
Tume ta baliara muhin na niribala
Mo prana tuma thare bandha
Mo chakaakhi
Mo prana tuma thare bandha

Shripade ashrakari jadi mun jae budi
Shripade ashrakari jadi mun jae budi
Tumaku na heba ki ninda
Mo chakaakhi
Tumaku na heba ki ninda

Sharana rakhyana teka rahiba teki
Chakaakhi..chakaakhi
Aahe chakaakhi..chakaakhi

Athala sagare kula paruni dekhi
Chaudige kala megha ase ghotiki
Uddhara karahe kule naba deiki
Chakaakhi..chakaakhi
Aahe chakaakhi..chakaakhi
Chakaakhi..chakaakhi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କୋଠ ଭୋଗ ଖିଆ ମୋ ଚକା ଆଖିଆ - Kotha Bhoga Khia Mo Chaka Akhia Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ