Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତିନି ପାଦ ଭୂମି ମୋଠୁଁ ମାଗିନେ - Tini Pada Bhumi Mothun Magine Lyrics

== ଓଡ଼ିଆ ==

ଗୀତ : ତିନି ପାଦ ଭୂମି ମୋଠୁଁ ମାଗିନେ
ଭାଷା : ଓଡ଼ିଆ
ଆଲବମ : ନିର୍ମାଲ୍ୟ
କଣ୍ଠ : ଭିକା
ରି ବଳ
ସଂଗୀତ ନିର୍ଦ୍ଦେଶନା : ସରୋଜ ନନ୍ଦ
ମସିହା : ୧୯୯୩



ତିନି ପାଦ ଭୂମି ମୋଠୁଁ ମାଗିନେ
ମାଗିନେ..ତିନି ପାଦ ଭୂମି ମୋଠୁଁ ମାଗିନେ
ତିନି ପାଦ ଭୂମି ମୋଠୁଁ ମାଗିନେ
ମାଗିନେ..ତିନି ପାଦ ଭୂମି ମୋଠୁଁ ମାଗିନେ
ବଳୀ ପରି ମୋତେ ହରି
ବଳୀ ପରି ମୋତେ ହରି
ପତାଳକୁ ଚାପିଦେ
ତିନି ପାଦ ଭୂମି ମୋଠୁଁ ମାଗିନେ
କାଳିଆ..ତିନି ପାଦ ଭୂମି ମୋଠୁଁ ମାଗିନେ ॥୧॥


ମହାଦାନୀ ବୋଲି ତତେ ମାଗିଥିଲି
ମହାଦାନୀ ବୋଲି ତତେ ମାଗିଥିଲି
ଜାଗାଟିକେ ତୋ ପାଦତଳେ
ବେଳଗଲା ଚାଲି ରହିଗଲି ଖାଲି
ବେଳଗଲା ଚାଲି ରହିଗଲି ଖାଲି
ଆଶା ନେଇ ତୋ କଳ୍ପମୂଳେ
ଶ୍ରୀପଦ ତୋର ମଥାରେ ମୋର
ଶ୍ରୀପଦ ତୋର ମଥାରେ ମୋର
କାଳିଆରେ ଥରେ ରଖିଦେ
ତିନି ପାଦ ଭୂମି ମୋଠୁଁ ମାଗିନେ
କାଳିଆ..ତିନି ପାଦ ଭୂମି ମୋଠୁଁ ମାଗିନେ ॥୨॥


ସ୍ୱର୍ଗ ଲୋଡ଼ା ନାହିଁ ମର୍ତ୍ତ୍ୟ ଲୋଡ଼ା ନାହିଁ
ସ୍ୱର୍ଗ ଲୋଡ଼ା ନାହିଁ ମର୍ତ୍ତ୍ୟ ଲୋଡ଼ା ନାହିଁ
ପାତାଳକୁ ମୋ ଭୟ ନାହିଁ
ତୋ ପାଦକୁ ମୁହିଁ ମଥା ପରେ ପାଇ
ତୋ ପାଦକୁ ମୁହିଁ ମଥା ପରେ ପାଇ
ଚାଲିଯିବି ମୁଁ ମୋକ୍ଷ ହୋଇ
ଚକାନୟନ କଳା ବାମନ
ଚକାନୟନ କଳା ବାମନ
ସତ୍ୟକରି ଭିକ୍ଷା ମାଗିନେ
ସତ୍ୟକରି ଭିକ୍ଷା ମାଗିନେ
ସତ୍ୟକରି ଭିକ୍ଷା ମାଗିନେ
ତିନି ପାଦ ଭୂମି ମୋଠୁଁ ମାଗିନେ
ମାଗିନେ..ତିନି ପାଦ ଭୂମି ମୋଠୁଁ ମାଗିନେ

ବଳୀ ପରି ମୋତେ ହରି
ବଳୀ ପରି ମୋତେ ହରି
ପତାଳକୁ ଚାପିଦେ
ତିନି ପାଦ ଭୂମି ମୋଠୁଁ ମାଗିନେ
କାଳିଆ..ତିନି ପାଦ ଭୂମି ମୋଠୁଁ ମାଗିନେ
ମାଗିନେ..ତିନି ପାଦ ଭୂମି ମୋଠୁଁ ମାଗିନେ ॥୩॥


YouTube ରେ ତିନି ପାଦ ଭୂମି ମୋଠୁଁ ମାଗିନେ



== English ==

Song : Tini Pada Bhumi Mothun Magine
Language : Odia
Album : Nirmalya
Singer : Bhikari Bala
Music Direction : Saroj Nanda
Year : 1993



Tini pada bhumi mothun magine
Magine..tini pada bhumi mothun magine
Tini pada bhumi mothun magine
Magine..tini pada bhumi mothun magine
Bali pari mote Hari
Bali pari mote Hari
Patalaku chapide
Tini pada bhumi mothun magine
Kalia..tini pada bhumi mothun magine ॥1॥


Mahadani boli tate magithili
Mahadani boli tate magithili
Jagatike to padatale
Belagala chali rahigali khali
Belagala chali rahigali khali
Aasha nei to kalpamule
Shripada tora mathare mora
Shripada tora mathare mora
Kaliare thare rakhide
Tini pada bhumi mothun magine
Kalia..tini pada bhumi mothun magine ॥2॥


Swarga loda nahin marttya loda nahin
Swarga loda nahin marttya loda nahin
Patalaku mo bhaya nahin
To padaku muhin matha pare pai
To padaku muhin matha pare pai
Chalijibi mun mokhya hoi
Chakanayana kala bamana
Chakanayana kala bamana
Satyakari bhikhya magine
Satyakari bhikhya magine
Satyakari bhikhya magine
Tini pada bhumi mothun magine
Magine..tini pada bhumi mothun magine

Bali pari mote Hari
Bali pari mote Hari
Patalaku chapide
Tini pada bhumi mothun magine
Kalia..tini pada bhumi mothun magine
Magine..tini pada bhumi mothun magine ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ