Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବର୍ଷା ପଡ଼ିଲାଣି କେମିତି ଯିବା - Barsa Padilani Kemiti Jiba Lyrics

== ଓଡ଼ିଆ==

ଫିଲ୍ମଗୀତ : ବର୍ଷା ପଡ଼ିଲାଣି କେମିତି ଯିବା
ଭାଷା : ଓଡ଼ିଆ
ଚଳଚିତ୍ର : କି ହେବ ଶୁଆ ପୋଷିଲେ
କଣ୍ଠ : ସୁବାସ ଦାସ, ଜୟଶ୍ରୀ ଶିବରାମ
ସଙ୍ଗୀତ ନିର୍ଦ୍ଦେଶକ : ସ୍ଵରୂପ ନାୟକ
ମସିହା : ୧୯୯୩



(ପୁ)
ବର୍ଷା ପଡ଼ିଲାଣି କେମିତି ଯିବା
(ଝି)
ଯିବା କଥା ଆମେ ପରେ ଭାବିବା
ଏମିତି ପାଗରେ ହେଇଛି ଦେଖା
(ପୁ)
ତମେ ବି ଏକାକୁ ମୁଁ ବି ଏକା
(ଝି)
ତିନ୍ତି ତିନ୍ତି ଚାଲ ମଜା କରିବା
(ପୁ)
ବର୍ଷା
(ଝି)
ଓହୋ ବର୍ଷା
(ପୁ)
ହୁଁହୁଁ..ବର୍ଷା ପଡ଼ିଲାଣି କେମିତି ଯିବା
(ଝି)
ଯିବା କଥା ଆମେ ପରେ ଭାବିବା ॥


(ପୁ)
ଲା..ଲାଲାଲା
ହୋ..ଓଓଓ
(ଝି)
ଲା..ଲାଲାଲା
ହୋ..ଓଓଓ

(ପୁ)
ସାଧବ ବୋହୂ ଲୋ ସାଧବ ବୋହୂ
ଝଡ଼ ବରଷାରେ କୁଆଡ଼େ ଯାଉ
(ଝି)
ମୋ ସାଧବ ଯାଇଚି ନଈ ସେପାରି
ବେଳ ଗଡ଼ିଲାଣି ଆସିନି ଫେରି
(ପୁ)
ଆ..ସାଧବକୁ ନେଇ ଆସିବା
(ଝି)
ବର୍ଷା
(ପୁ)
ଓହୋ ବର୍ଷା
(ଝି)
ଏହେ ବର୍ଷା ପଡ଼ିଲାଣି କେମିତି ଯିବା
(ପୁ)
ଯିବା କଥା ଆମେ ପରେ ଭାବିବା ॥୧॥


(ପୁ)
ଲା..ଲାଲାଲା
ହୋ..ହୋହୋଓ
(ଝି)
ଓ..ଓଓଓ
ଆ..ଆଆଆ

(ପୁ)
କାଖରେ ଧରି ଏ ସୁନା କଳସୀ
କୁଆଡ଼େ ଯାଉ ଲୋ ଷୋଳବୟସୀ
(ଝି)
ପାଣି ବାହାନାରେ ଆସିଚି ଖସି
ତୋ ପାଇଁ ସାଜିଚି ମୁଁ ବାରମାସି
(ପୁ)
ଆ..ବାରମାସି ପଳେଇ ଯିବା
ବର୍ଷା
(ଝି)
ଓହୋ ବର୍ଷା
(ପୁ)
ହୁଁହୁଁ..ବର୍ଷା ଛାଡ଼ିଲାଣି ଚାଲ ଫେରିବା
(ଝି)
ଓଦା ଲୁଗାରେ ତ କେମିତି ଯିବା
ଲୁଗା ଶୁଖିଗଲେ ଆମେ ଫେରିବା
(ପୁ)
ବେଶୀ ଡ଼େରି ହେଲେ ଧରା ପଡ଼ିବା
(ଝି)
ଧରା ପଡ଼ିଗଲେ ମିଛ କହିବା
(ପୁ)
ବର୍ଷା
(ଝି)
ଓହୋ ବର୍ଷା
(ପୁ)
ହୁଁହୁଁ..ବର୍ଷା ଛାଡ଼ିଲାଣି ଚାଲ ଫେରିବା
(ଝି)
ବର୍ଷା ଛାଡ଼ିଲାଣି ଚାଲ ଫେରିବା
(ପୁ)
ଲା..ଲାଲାଲା
ହୋ..ହୋହୋଓ
(ଝି)
ହୋ..ଓଓହୋ
ଆ..ଆଆଆ
(ପୁ+ଝି)
ହୁଁ..ଉଁଉଁହୁଁ
ହୁଁ..ଉଁଉଁହୁଁ  ॥୨॥


YouTube ରେ ବର୍ଷା ପଡ଼ିଲାଣି କେମିତି ଯିବା



== English ==

Movie Song : Barsa Padilani Kemiti Jiba
Language : Odia
Movie : Ki Heba Shua Posile
Singer : Subash Das, Jaishree Shivram
Music Director : Swaroop Nayak
Year : 1993



(M)
Barsa padilani kemiti jiba
(F)
Jiba katha ame pare bhabiba
Emiti pagare heichhi dekha
(M)
Tame bi ekaku mun bi eka
(F)
Tinti tinti chala maja kariba
(M)
Barsa
(F)
Oho barsa
(M)
Hunhun..barsa padilani kemiti jiba
(F)
Jiba katha ame pare bhabiba ॥


(M)
La..lalala
Ho..ooo
(F)
La..lalala
Ho..ooo

(M)
Sadhaba bohu lo sadhaba bohu
Jhada barasare kuade jau
(F)
Mo sadhaba jaichi nai separi
Bela gadilani asini pheri
(M)
Aa..sadhabaku nei asiba
(F)
Barsa
(M)
Oho barsa
(F)
Ehe barsa padilani kemiti jiba
(M)
Jiba katha ame pare bhabiba ॥1॥


(M)
La..lalala
Ho..hohoo
(F)
O..ooo
Aa..aaaaaa

(M)
Kakhare dhari e suna kalasi
Kuade jau lo solabayasi
(F)
Pani bahanare asichi khasi
To pain sajichi mun baramasi
(M)
Aa..baramasi palei jiba
Barsa
(F)
Oho barsa
(M)
Hunhun..barsa chhadilani chala pheriba
(F)
Oda lugare ta kemiti jiba
Luga shukhigale ame pheriba
(M)
Beshi deri hele dhara padiba
(F)
Dhara padigale michha kahiba
(M)
Barsa
(F)
Oho barsa
(M)
Hunhun..barsa chhadilani chala pheriba
(F)
Barsa chhadilani chala pheriba
(M)
La..lalala
Ho..hohoo
(F)
Ho..ooho
Aa..aaaaaa
(M+F)
Hun..ununhun
Hun..ununhun ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ