Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ - Lal Gulabi Lal Gulabi Mast Dishuchu Lyrics

== ଓଡ଼ିଆ ==

ଗୀତ : ଲାଲ୍ ଗୁଲାବି ଲାଲ୍ ଗୁଲାବି ମସ୍ତ ଦିଶୁଚୁ
ଭାଷା : ଓଡ଼ିଆ
କଣ୍ଠ : ମଣ୍ଟୁ ଛୁରିଆ, ଦିପ୍ତୀରେଖା ପାଢ଼ୀ
ଗୀତିକାର : ନିର୍ମଳା ପଣ୍ଡା
ସଂଗୀତ ନିର୍ଦ୍ଦେଶକ : ଦୀପକ କୁମାର
ମସିହା : ୨୦୧୯



(ପୁ)
ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ  
ଆରେ..ଆରେ..ଆରେ ମୋ ସୁନ୍ଦୁରୀ ଲୈଲା
ପ୍ରେମ କରିବା ଖୁଲ୍ଲମ ଖୁଲା
(ଝି)
ହେ..ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
ଆରେ..ଆରେ..ଆରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲ୍ଲମ ଖୁଲା
(ପୁ)
ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
ହଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ ॥୧॥


(ପୁ)
ଆଲୋ ଛୁଇଁଲେ ତତେ କରେଣ୍ଟ ମାରେ
ପୁରା ଟନା ଟନ୍ 
ଛାତିରେ ଗୁଳି ବାଜିଗଲାଣି
ପୁରା ଦନା ଦନ୍
(ଝି)
ହେ..କେମିତି କଥା କହିଲୁ ବାବୁ
ମନ ମୋ ଛନ୍ ଛନ୍
ଟଚ୍ କରିଲୁ ତୁ ଯେବେ ମୋତେ
ଛାତିଟା ଟନ୍ ଟନ୍
(ପୁ)
ଆରେ..ଆରେ..ଆରେ ମୋ ସୁନ୍ଦୁରୀ ଛୈଲା
ପ୍ରେମ କରିବା ଖୁଲ୍ଲମ ଖୁଲା
ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
ହଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
(ଝି)
ଆରେ..ଆରେ..ଆରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲ୍ଲମ ଖୁଲା
ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
ଆରେ..ଆରେ..ଆରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲ୍ଲମ ଖୁଲା
(ପୁ)
ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କେଉଁଠୁ ଆସିଚୁ ॥୨॥


(ଝି)
ହେ..ପାଖକୁ ଆଜା ଦିଲକା ରାଜା
ତୋ ପାଇଁରେ ମୁଁ
ପ୍ରେମ କାହାଣୀ କହୁଥା ମୋତେ
ମାରୁଥିବି ମୁଁ ହୁଁ
(ପୁ)
ଆରେ ଗୁଲ ଗୁଲିଆ ଗୋରା ଗାଲରେ
ଦେବି ଗୁଟେ ଚୁଉଁ
ଜଳିଲେ ଜଳୁ ସାରା ଦୁନିଆ
ମୋ ପାଇଁରେ ତୁ
(ଝି)
ଆରେ..ଆରେ..ଆରେ ମୋ ରସିଆ ପିଲା
ପ୍ରେମ କରିବା ଖୁଲ୍ଲମ ଖୁଲା
(ପୁ)
ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
ହାଁ.. ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ  
ଆରେ..ଆରେ..ଆରେ ମୋ ସୁନ୍ଦୁରୀ ଲେଲା
ପ୍ରେମ କରିବା ଖୁଲ୍ଲମ ଖୁଲା
(ଝି)
ହେ..ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
ଆରେ..ଆରେ..ଆରେ ମୋ ବାବୁ ରଙ୍ଗିଲା
ପ୍ରେମ କରିବା ଖୁଲ୍ଲମ ଖୁଲା
(ପୁ)
ହାଁ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
(ଝି)
ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ
(ପୁ)
ହେ..ଲାଲ୍ ଗୁଲାବି ଲାଲ୍ ଗୁଲାବି
ମସ୍ତ ଦିଶୁଚୁ
ପତା ଠିକଣା ଦେଲୋ ନନୀ
କଉଠୁ ଆସିଚୁ
(ଝି)
ହେ..ଚିକିଣା ଛୋରା ଲାଗୁଛୁ ପ୍ୟାରା
ମସ୍ତ ଦିଶୁଚୁ
ପତା ଠିକଣା ଦେ ଦିୱାନା 
କଉଠୁ ଆସିଚୁ ॥୩॥     


YouTube ରେ ଲାଲ୍ ଗୁଲାବି ଲାଲ୍ ଗୁଲାବି


       
== English ==

Song : Lal Gulabi Lal Gulabi Mast Dishuchu
Language : Odia
Singer : Mantu Chhuria, Diptirekha Padhi
Lyricist : Nirmal Panda
Music Director : Deepak Kumar
Year : 2019



(M)
Lal gulabi lal gulabi
Mast dishuchu
Pata thikana delo nani
Kauthu asichu
Han..lal gulabi lal gulabi
Mast dishuchu
Pata thikana delo nani
Kauthu asichu
Aare..aare..aare mo sunduri laila
Prema kariba khullam khula
(F)
He..chikina chora laguchhu pyara
Mast dishuchu
Pata thikana de diwana
Kauthu asichu
Chikina chora laguchhu piyara
Mast dishuchu
Pata thikana de diwana
Kauthu asichu
Aare..aare..aare mo babu rangila
Prema kariba khullam khula
(M)
Han..lal gulabi lal gulabi
Mast dishuchu
Pata thikana delo nani
Kauthu asichu
Han..lal gulabi lal gulabi
Mast dishuchu
Pata thikana delo nani
Kauthu asichu ॥1॥ 


(M)
Aalo chhuinle tate current mare
Pura tana tan
Chhatire guli bajigalani
Pura dana dan
(F)
He..kemiti katha kahilu babu
Mana mo chhan chhan
Touch karilu tu jebe mote
Chhatita tan tan
(M)
Aare..aare..aare mo sunduri chhaila
Prema kariba khullam khula
Lal gulabi lal gulabi
Mast dishuchu
Pata thikana delo nani
Kauthu asichu
Han..lal gulabi lal gulabi
Mast dishuchu
Pata thikana delo nani
Kauthu asichu
(F)
Aare..aare..aare mo babu rangila
Prema kariba khullam khula
Chikina chora laguchhu pyara
Mast dishuchu
Pata thikana de diwana
Kauthu asichu
Chikina chora laguchhu piyara
Mast dishuchu
Pata thikana de diwana
Kauthu asichu
Aare..aare..aare mo babu rangila
Prema kariba khullam khula
(M)
Lal gulabi lal gulabi
Mast dishuchu
Pata thikana delo nani
Kauthu asichu
Han..lal gulabi lal gulabi
Mast dishuchu
Pata thikana delo nani
Kauthu asichu ॥2॥ 


(F)
He..pakhaku aja dilka raja
To painre mun
Prema kahani kahutha mote
Maruthibi mun hun
(M)
Aare gul gulia gora galare
Debi gute chun
Jalile jalu sara dunia
Mo painre tu
(F)
Aare..aare..aare mo rasia pila
Prema kariba khullam khula
(M)
Lal gulabi lal gulabi
Mast dishuchu
Pata thikana delo nani
Kauthu asichhu
Han.. han..lal gulabi lal gulabi
Mast dishuchu
Pata thikana delo nani
Kauthu asichhu
Aare..aare..aare mo sundiri lela
Prema kariba khullam khula
(F)
He..chikina chora laguchhu pyara
Mast dishuchu
Pata thikana de diwana
Kauthu asichu
Chikina chora laguchhu pyara
Mast dishuchu
Pata thikana de diwana
Kauthu asichu
Aare..aare..aare mo babu rangila
Prema kariba khullam khula
(M)
Han..lal gulabi lal gulabi
Mast dishuchu
Pata thikana delo nani
Kauthu asichhu
(F)
Chikina chora laguchhu pyara
Mast dishuchu
Pata thikana de diwana
Kauthu asichu
(M)
He..lal gulabi lal gulabi
Mast dishuchu
Pata thikana delo nani
Kauthu asichhu
(F)
He..Chikina chora laguchhu pyara
Mast dishuchu
Pata thikana de diwana
Kauthu asichu ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ