Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ ରେ ପ୍ରେମ - Gote Premika Aakhire Luha Tu Dei Re Prema Lyrics

ଏହି ଗୀତଟିକୁ ଲେଖିବା ପାଇଁ "ଦି ସ୍ମରଣିକା" ର ଜଣେ ପାଠକ ଜୁନ ୨୦୧୯ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ କରିପାରିବେ । ଯୋଗାଯୋଗ ପାଇଁ Contact ପେଜ୍ ଦେଖନ୍ତୁ

== ଓଡ଼ିଆ ==

ଗୀତ : ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ
ଭାଷା : ଓଡ଼ିଆ
କଣ୍ଠ : ହ୍ୟୁମାନ ସାଗର
ଗୀତିକାର : ମନୋରଞ୍ଜନ ସାହାଣି
ସଙ୍ଗୀତ ନିର୍ଦ୍ଦେଶକ : ସୁରେଶ ଚନ୍ଦ୍ର ସାହୁ
ମସିହା : ୨୦୧୮



ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ
ରେ ପ୍ରେମ କି ଲାଭ ପାଉ
ଗୋଟେ ପ୍ରେମିକ ଛାତିରେ କୋହ ତୁ ଦେଇ
ରେ ପ୍ରେମ କି ଲାଭ ପାଉ
ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ
ରେ ପ୍ରେମ..ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ ॥


ଏକାଥିଲି ହଁ..ହଁ ଭଲଥିଲି
କାହା ସାଥେ କାହିଁ କହ ସାଥି ତୁ କଲୁ
ଫୁଲ ବୋଲି ହଁ..ହଁ ଭାବିଥିଲି
କଣ୍ଟାର ଶେଯରେ ମତେ ଶୁଆଇ ଦେଲୁ
ହୋ..ଜୀବନ ଠୁ ବେଶି ତାକୁ ଭଲ ପାଇଥିଲି
ଛଳନା କରିବ କେବେ ଜାଣି ମୁଁ ନଥିଲି
ଜାଣି ମୁଁ ନଥିଲି

ଗୋଟେ ପ୍ରେମିକ ଓଠରୁ ହସ ଛଡ଼େଇ
ରେ ପ୍ରେମ କି ଲାଭ ପାଉ
ଗୋଟେ ପ୍ରେମିକ ସପନ ଭାଙ୍ଗି ତୁ ଦେଇ
ରେ ପ୍ରେମ କି ଲାଭ ପାଉ
ସହି ହେଉନାହିଁ ଆଉ ସେତିକି ଥାଉ
ସହି ହେଉନାହିଁ ଆଉ ସେତିକି ଥାଉ
ରେ ପ୍ରେମ..ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ ॥୧॥


ହୋ..ସବୁଥାଇ ହଁ..ହଁ କିଛି ନାହିଁ  
ପ୍ରେମକରି ହେଇଗଲି ନିଜଠୁ ପର
କାହା ପାଇଁ ହଁ..ହଁ ଆଜି କାହିଁ
ଜିଇଁବି ମୁଁ ଜିଇଁବାକୁ ଲାଗୁଚି ଡର
ହୁଁ..ହାତଧରି ଚାଲିବାକୁ କଥା ଦେଇଥିଲା 
ଅଧାବାଟେ ହାତଛାଡ଼ି ସିଏ ଚାଲିଗଲା
ସିଏ ଚାଲିଗଲା

ଗୋଟେ ପ୍ରେମିକ ବାଟରେ କଣ୍ଟା ବିଛେଇ
ରେ ପ୍ରେମ କି ଲାଭ ପାଉ
ଗୋଟେ ପ୍ରେମିକ ମନରୁ ଖୁସି ତୁ ହଜେଇ
ପ୍ରେମ କି ଲାଭ ପାଉ
କାହିଁକି ଏତେ ନିରିଦୟ ତୁ ହେଉ
କାହିଁକି ଏତେ ନିରିଦୟ ତୁ ହେଉ
ରେ ପ୍ରେମ..ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ
ଜହର ଦେଉ କାହିଁ ଚଖେଇ ମହୁ ॥୨॥


YouTube ରେ ଗୋଟେ ପ୍ରେମିକ ଆଖିରେ ଲୁହ ତୁ ଦେଇ



== English ==

Song : Gote Premika Aakhire Luha Tu Dei
Language : Odia
Singer : Humane Sagar
Lyrics : Manoranjan Sahani
Music Director : Suresh Chandra Sahoo
Year : 2018



Gote premika akhire luha tu dei
Re prema ki labha pau
Gote premika chhatire koha tu dei
Re prema ki labha pau
Jahara deu kahin chakhei mahu
Jahara deu kahin chakhei mahu
Re prema..jahara deu kahin chakhei mahu
Jahara deu kahin chakhei mahu ॥


Ekathili han..han bhalathili
Kaha sathe kahin kaha sathi tu kalu
Phula boli han..han bhabithili
Kantara shejare mate shuai delu
Ho..jibana thu beshi taku bhala paithili
Chhalana kariba kebe jani mun nathili
Jani mun nathili

Gote premika otharu hasa chhadei
Re prema ki labha pau
Gote premika sapana bhangi tu dei
Re prema ki labha pau
Sahi heunahin aau setiki thau
Sahi heunahin aau setiki thau
Re prema..jahara deu kahin chakhei mahu
Jahara deu kahin chakhei mahu ॥1॥


Ho..sabuthai hun..hun kichhi nahin
Premakari heigali nijathu para
Kaha pain han..han aji kahin
Jiinbi mun jiinbaku laguchi dara
Hun..hatadhari chalibaku katha deithila
Adhabate hatachhadi sie chaligala
Sie chaligala

Gote premika batare kanta bichhei
Re prema ki labha pau
Gote premika manaru khusi tu hajei
Prema ki labha pau
Kahinki ete niridaya tu heu
Kahinki ete niridaya tu heu
Re prema..jahara deu kahin chakhei mahu
Jahara deu kahin chakhei mahu
Jahara deu kahin chakhei mahu
Jahara deu kahin chakhei mahu
Jahara deu kahin chakhei mahu
Jahara deu kahin chakhei mahu ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ