Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ତୋର ଉଡ଼ି ଉଡ଼ି ଯାଏ କାନି ଫଗୁଣ ଆସିଲା - Tora Udi Udi Jae Kani Phaguna Aasila Lyrics

== ଓଡ଼ିଆ==

ଫିଲ୍ମଗୀତ : ତୋର ଉଡ଼ି ଉଡ଼ି ଯାଏ କାନି
ଭାଷା : ଓଡ଼ିଆ
ଚଳଚିତ୍ର : ସମର ସଲିମ ସାଇମନ
କଣ୍ଠ : ସୁବାସ ଦାସ, କନକ ମହାପାତ୍ର
ଗୀତିକାର : ନିଜାମ୍
ସଙ୍ଗୀତ ନିର୍ଦ୍ଦେଶକ : ମୁଷିର୍
ମସିହା : ୧୯୭୯



(ପୁ)
ତୋର ଉଡ଼ି ଉଡ଼ି ଯାଏ କାନି
ତୋର ଉଡ଼ି ଉଡ଼ି ଯାଏ କାନି
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ
ତୋ କାନେ କହିଲା
ହୋହୋ..ହୋ ହୋ ହୋ ହୋ
ଲାଲା..ଲା ଲା ଲା ଲା
ଉଁହୁଁ..ହୁଁ ହୁଁ ହୁଁ ହୁଁ
(ଝି)
ମୋର ନାଚି ନାଚି ଯାଏ ମନ
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ
ତୋ କାନେ କହିଲା ॥


(ପୁ)
ଦେଖା ନ ହେଲେ ତୋର
ଆହା ଦିନ ବିତେନା ମୋର
ମନ ବୁଝେନା
(ଝି)
ଉଁ..ମୁଁ କି ଜାଣେନା
(ପୁ)
ଆରେ ବାଃ..ଜାଣି ଅଜଣା
(ଝି)
ଯା..
ଆରେ ନା..ନା..ନା..ନା
(ପୁ)
ହେ..ଦେଖା ନ ହେଲେ ତୋର
ଆହା ଦିନ ବିତେନା ମୋର
ମନ ବୁଝେନା
(ଝି)
ଉଁହୁଁ..ମୁଁ କି ଜାଣେନା
(ପୁ)
ଆରେ ବାଃ..ଜାଣି ଅଜଣା
(ଝି)
ଯା..
ଆରେ ନା..ନା..ନା..ନା
(ପୁ)
ଆଲୋ ପ୍ରୀତିଝରା ରଙ୍ଗ ନେଇ
ହଁ..ପ୍ରୀତିଝରା ରଙ୍ଗ ନେଇ
ଫଗୁଣ ଆସିଲା
ଚୁପି ଚୁପି ମୋ ମନକଥା ସେ
ତୋ କାନେ କହିଲା
ହୋହୋ..ହୋ ହୋ ହୋ ହୋ
(ଝି)
ଲାଲା..ଲା ଲା ଲା ଲା
(ପୁ)
ଉଁହୁଁ..ହୁଁ ହୁଁ ହୁଁ ହୁଁ ॥୧॥


(ପୁ)
ତତେ ଦେଖିଲା ଦିନୁ
ମୁଁ ଯେ ଦେଲି ପାଶୋରି ମନୁ
ସାରା ଦୁନିଆ
(ଝି)
ଯା..ତୁ ଟା ମିଛୁଆ
(ପୁ)
ଆହା..ଗୋରୀ ମାନିଯା
(ଝି)
ଆରେ ଯା..ଯା..ଯା..ଯା
(ପୁ)
ହେ..ତତେ ଦେଖିଲା ଦିନୁ
ମୁଁ ଯେ ଦେଲି ପାଶୋରି ମନୁ
ସାରା ଦୁନିଆ
(ଝି)
ଯା..ତୁ ଟା ମିଛୁଆ
(ପୁ)
ଆହା..ଗୋରୀ ମାନିଯା
(ଝି)
ଆରେ ଯା..ଯା..ଯା..ଯା
(ପୁ)
ଆଲୋ ଫୁଲେଇ ତୁ କେତେ ହେଉ
ହଁ..ଫୁଲେଇ ତୁ କେତେ ହେଉ
ଫଗୁଣ ଆସିଲା
(ପୁ+ଝି)
ଚୁପି ଚୁପି ମୋ ମନକଥା ସେ
ତୋ କାନେ କହିଲା
ହୋହୋ..ହୋ ହୋ ହୋ ହୋ
ଲାଲା..ଲା ଲା ଲା ଲା
ଉଁହୁଁ..ହୁଁ ହୁଁ ହୁଁ ହୁଁ
ହୋହୋ..ହୋ ହୋ ହୋ ହୋ
ଲାଲା..ଲା ଲା ଲା ଲା
ଉଁହୁଁ..ହୁଁ ହୁଁ ହୁଁ ହୁଁ
ହୋହୋ..ହୋ ହୋ ହୋ ହୋ
ଲାଲା..ଲା ଲା ଲା ଲା
ଉଁହୁଁ..ହୁଁ ହୁଁ ହୁଁ ହୁଁ ॥୨॥


YouTube ରେ ତୋର ଉଡ଼ି ଉଡ଼ି ଯାଏ କାନି



== English ==

Movie Song : Tora Udi Udi Jae Kani
Language : Odia
Movie : Samar Salim Saiman
Singer : Subash Das, Kanaka Mahapatra
Lyrics : Nijam
Music Director : Mushir
Year : 1979



(M)
Tora udi udi jae kani
Tora udi udi jae kani
Phaguna asila
Chupi chupi mo manakatha se
To kane kahila
Hoho..ho ho ho ho
Lala..la la la la
Unhun..hun hun hun hun
(F)
Mora nachi nachi jae mana
Phaguna asila
Chupi chupi mo manakatha se
To kane kahila ॥


(M)
Dekha na hele tora
Aaha dina bitena mora
Mana bujhena
(F)
Un..mun ki janena
(M)
Aare bah..jani ajana
(F)
Jaa..
Aare na..na..na..na
(M)
He..dekha na hele tora
Aaha dina bitena mora
Mana bujhena
(F)
Unhun..mun ki janena 
(M)
Aare bah..jani ajana
(F)
Jaa..
Aare na..na..na..na
(M)
Aalo pritijhara ranga nei
Han..pritijhara ranga nei
Phaguna asila
Chupi chupi mo manakatha se
To kane kahila
Hoho..ho ho ho ho
(F)
Lala..la la la la
(M)
Unhun..hun hun hun hun ॥1॥


(M)
Tate dekhila dinu
Mun je deli pashori manu
Sara dunia
(F)
Jaa..tu ta michhua
(M)
Aaha..gori manija 
(F)
Aare ja..ja..ja..ja
(M)
He..tate dekhila dinu
Mun je deli pashori manu
Sara dunia
(F)
Jaa..tu ta michhua
(M)
Aaha..gori manija
(F)
Aare ja..ja..ja..ja
(M)
Aalo phulei tu kete heu
Han..phulei tu kete heu
Phaguna asila
(M+F)
Chupi chupi mo manakatha se
To kane kahila
Hoho..ho ho ho ho
Lala..la la la la
Unhun..hun hun hun hun
Hoho..ho ho ho ho
Lala..la la la la
Unhun..hun hun hun hun
Hoho..ho ho ho ho
Lala..la la la la
Unhun..hun hun hun hun ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ