Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି - Sajani Sajani Sajani Mun Kahaku Bhala Paini Lyrics

== ଓଡ଼ିଆ ==

ଗୀତ : ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି
ଭାଷା : ଓଡ଼ିଆ
ଆଲବମ : ସଜନୀ
କଣ୍ଠ : ବାବୁଲ୍ ସୁପ୍ରିୟୋ
ଗୀତିକାର : ନରେନ୍ଦ୍ର ବେହେରା
ସଙ୍ଗୀତ ନିର୍ଦ୍ଦେଶକ : ଗଦାଧର ଖୁଣ୍ଟିଆ



ସଜନୀ ସଜନୀ ସଜନୀ
ହୋ..ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି
ହାଏରେ ମୁଁ କାହାକୁ ଭଲ ପାଇନି
ହୋ..ଦେଇନି ଦେଇନି ଦେଇନି
ଦେଇନି ଦେଇନି ଦେଇନି
ମୋ ମନକୁ ବିକି ଦେଇନି
ହାଏରେ ମୁଁ କାହାକୁ ଭଲ ପାଇନି ॥


ହାତ ଗଣ୍ଠି ବେଳେ ସାକ୍ଷୀ ରଖିଦିଅ
ତୁମେ ହେଲ ମୋରି ପାଇଁ
ସାତ ଜନମକୁ ତୁମଠାରେ ବନ୍ଧା
ଏ କଥାକି ଜଣା ନାହିଁ
ହାତ ଗଣ୍ଠି ବେଳେ ସାକ୍ଷୀ ରଖି ଦିଅ
ତୁମେ ହେଲ ମୋରି ପାଇଁ
ହୋ..ସାତ ଜନମକୁ ତୁମଠାରେ ବନ୍ଧା
ଏ କଥା କି ଜଣା ନାହିଁ

ହୋ..ହେଇନି ହେଇନି ହେଇନି
ହୋ..ହେଇନି ହେଇନି ହେଇନି
ମୁଁ କାହାର ହେଇଯାଇନି
ହାଏରେ ମୁଁ କାହାର ହେଇଯାଇନି
ହୋ..ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି
ହାଏରେ ମୁଁ କାହାକୁ ଭଲ ପାଇନି ॥୧॥


ଚଉଠି ରାତିରେ ପହିଲି ଛୁଆଁରେ
ମୁଁ ପରା ତୁମରି ହେଲି
ଦେହ ଛୁଇଁ ତମ ଖାଇଥିଲି ରାଣ
ଏ କଥା କି ମନେ ନାହିଁ
ଚଉଠି ରାତିରେ ପହିଲି ଛୁଆଁରେ
ମୁଁ ପରା ତୁମରି ହେଲି
ହାଏ..ଦେହ ଛୁଇଁ ତମ ଖାଇଥିଲି ରାଣ
ଏ କଥା କି ମନେ ନାହିଁ

ହେ..ଛୁଇଁନି ଛୁଇଁନି ଛୁଇଁନି
ହୋ..ଛୁଇଁନି ଛୁଇଁନି ଛୁଇଁନି
ମୁଁ କାହାକୁ କେବେ ଛୁଇଁନି
ହାଏରେ ମୁଁ କାହାକୁ କେବେ ଛୁଇଁନି
ସଜନୀ ସଜନୀ ସଜନୀ
ମୁଁ କାହାକୁ ଭଲ ପାଇନି
ହାଏରେ ମୋ ମନକୁ ବିକି ଦେଇନି
ହାଏରେ ମୁଁ କାହାର ହେଇଯାଇନି
ହୋ..କାହାକୁ କେବେ ଛୁଇଁନି ॥୨॥


YouTube ରେ ସଜନୀ ସଜନୀ ସଜନୀ



== English ==

Song : Sajani Sajani Sajani Mun Kahaku Bhala Paini
Language : Odia
Album : Sajani
Singer : Babul Supriyo
Lyrics : Narendra Behera
Music Director : Gadadhar Khuntia



Sajani sajani sajani
Ho..sajani sajani sajani
Mun kahaku bhala paini
Haere mun kahaku bhala paini
Ho..deini deini deini
Deini deini deini
Mo manaku biki deini
Haere mun kahaku bhala paini ॥


Hata ganthi bele sakhi rakhidia
Tume hela mori pain
Sata janamaku tumathare bandha
E kathaki jana nahin
Hata ganthi bele sakhi rakhi dia
Tume hela mori pain
Ho..sata janamaku tumathare bandha
E katha ki jana nahin

Ho..heini heini heini
Ho..heini heini heini
Mun kahara heijaini
Haere mun kahara heijaini
Ho..sajani sajani sajani
Mun kahaku bhala paini
Haere mun kahaku bhala paini ॥1॥


Chauthi ratire pahili chhuanre
Mun para tumari heli
Deha chhuin tama khaithili rana
E katha ki mane nahin
Chauthi ratire pahili chhuanre
Mun para tumari heli
Hae..deha chhuin tama khaithili rana
E katha ki mane nahin

He..chhuinni chhuinni chhuinni
Ho..chhuinni chhuinni chhuinni
Mun kahaku kebe chhuinni
Haere mun kahaku kebe chhuinni
Sajani sajani sajani
Mun kahaku bhala paini
Haere mo manaku biki deini
Haere mun kahara heijaini
Ho..kahaku kebe chhuinni ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ