ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା- Anamika Nayika Se Hela Mora Premika Lyrics
ଗୀତ : ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଭାଷା : ଓଡ଼ିଆ
ଆଲବମ : ଅନାମିକା ନାୟିକା
କଣ୍ଠ : ବାବୁଲ୍ ସୁପ୍ରିୟୋ
ଗୀତିକାର : ଅରୁଣ ମନ୍ତ୍ରୀ
ସଙ୍ଗୀତ ନିର୍ଦ୍ଦେଶକ : ପ୍ରେମ ଆନନ୍ଦ
ମସିହା : ୧୯୯୯
(ପୁ)
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଚୁନା ଚୁନା ସପନରେ ଅନାବନା ଭାବନାରେ
ଚୁନା ଚୁନା ସପନରେ ଅନାବନା ଭାବନାରେ
ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ
କାନର ଝୁମୁକା..କାନର ଝୁମୁକା
କାନର ଝୁମୁକା ଆଉ କାନର ଝୁମୁକା
(ଝି-ସମସ୍ତେ)
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
(ପୁ)
ହୋ..ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା ॥
(ପୁ)
ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ
ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ
ତାକୁ କହିପାରେ ନାହିଁ
ହୋ..ଦେଖା ହୁଏ ସିନା ଭିଡରେ ମୋଡ଼ରେ
ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ
ତାକୁ କହିପାରେ ନାହିଁ
ଅଧା ଅଧା କାହାଣୀରେ
ଚୋରା ଚୋରା ଚାହାଣୀରେ
ଅଧା ଅଧା କାହାଣୀରେ
ଚୋରା ଚୋରା ଚାହାଣୀରେ
ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା ଆଉ
ତା ଆଖି ଶାମୁକା..ତା ଆଖି ଶାମୁକା
ତା ହସ ମୁକୁତା ଆଉ ତା ଆଖି ଶାମୁକା
(ଝି-ସମସ୍ତେ)
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
(ପୁ)
ହୋ..ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା ॥୧॥
(ପୁ)
ଦିନ ପରେ ରାତି ବିତୁଛି ଏମିତି
ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି
ରହିଛି ସେ କଢ଼ି ହୋଇ
ହୋ..ଦିନ ପରେ ରାତି ବିତୁଛି ଏମିତି
ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି
ରହିଛି ସେ କଢ଼ି ହୋଇ
ଥରେ ଥରେ ନିରୋଳାରେ
ବେଳେ ବେଳେ ନିରବରେ
ଥରେ ଥରେ ନିରୋଳାରେ
ବେଳେ ବେଳେ ନିରବରେ
ଭାବୁଛି ମୁଁ ସିଏ ମୋର ମନର ମାନସୀ ଆଉ
ମାନିନୀ ମୋନିକା..ମାନିନୀ ମୋନିକା
ମାନିନୀ ମୋନିକା ଆଉ ମାନିନୀ ମୋନିକା
(ଝି-ସମସ୍ତେ)
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା.. ଝୁମ୍ ଝୁମ୍ ଝୁମୁକା
(ପୁ)
ହୋ..ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା ॥୨॥
YouTube ରେ ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
== English ==
Song : Anamika Nayika Se Hela Mora Premika
Language : Odia
Album : Anamika Nayika
Singer : Babul Supriyo
Lyrics : Aurn Mantri
Music Director : Prem Aananda
Year : 1999
(M)
Anamika nayika se hela mora premika
Anamika nayika se hela mora premika
Chuna chuna sapanare anabana bhabanare
Chuna chuna sapanare anabana bhabanare
Niti asi bajae se padara paunji aau
Kanara jhumuka..kanara jhumuka
Kanara jhumuka..kanara jhumuka
(F-All)
Jhum jhum jhumuka.. Jhum jhum jhumuka
Jhum jhum jhumuka.. Jhum jhum jhumuka
(M)
Ho..anamika nayika se hela mora premika ॥
(M)
Dekha hue sina bhidare modare
Eka dekha hue nahin
Mana katha sabu akhire akhire
Taku kahipare nahin
Ho..dekha hue sina bhidare modare
Eka dekha hue nahin
Mana katha sabu akhire akhire
Taku kahipare nahin
Adha adha kahanire
Chora chora chahanire
Adha adha kahanire
Chora chora chahanire
Etiki mun jane khali ta hasa mukuta aau
Ta akhi shamuka..ta akhi shamuka
Ta hasa mukuta aau ta akhi shamuka
(F-All)
Jhum jhum jhumuka.. Jhum jhum jhumuka
Jhum jhum jhumuka.. Jhum jhum jhumuka
(M)
Ho..anamika nayika se hela mora premika ॥1॥
(M)
Dina pare rati bituchhi emiti
Pare nahin taku chhuin
E jaen mo prema phulata heini
Rahichhi se kadhi hoi
Ho..dina pare rati bituchhi emiti
Pare nahin taku chhuin
E jaen mo prema phulata heini
Rahichhi se kadhi hoi
Thare thare nirolare
Bele bele nirabare
Thare thare nirolare
Bele bele nirabare
Bhabuchhi mun sie mora manara manasi aau
Manini Monika..Manini Monika
Manini Monika aau Manini Monika
(F-All)
Jhum jhum jhumuka.. Jhum jhum jhumuka
Jhum jhum jhumuka.. Jhum jhum jhumuka
(M)
Ho..anamika nayika se hela mora premika
Anamika nayika se hela mora premika
Anamika nayika se hela mora premika ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...