ହେ ବରଷା ଟିକେ ରାହିଯା - He Barasa Tike Rahija Lyrics
ଗୀତ : ହେ ବରଷା ଟିକେ ରାହିଯା
ଭାଷା : ଓଡ଼ିଆ
ଆଲବମ : ପାଟ ଓଢ଼ଣୀ
କଣ୍ଠ : ସୁରେଶ ୱାଡ଼କର୍
ଗୀତିକାର : ମଳୟ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗମାଙ୍ଗ
ମସିହା : ୨୦୦୮
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ
ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ
ବହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ଟିକେ ଥମିଯା ॥
ଆଞ୍ଜୁଳି ଚାଉଳ ହାତରେ ଧରି
ପ୍ରିୟା ମୋ ଯାଉଚି ସଉଦା କରି
ଅ..ଆଞ୍ଜୁଳି ଚାଉଳ ହାତରେ ଧରି
ପ୍ରିୟା ମୋ ଯାଉଚି ସଉଦା କରି
ବେଦୀରେ ଚାହିଁଛି ସଉଦା ଗର
ହାତ ଧରି ତାର ନେବ ତା' ଘର
ଖୁସିରେ କରୁ ସେ ଜୀବନ ସଉଦା
ଖୁସିରେ କରୁ ସେ ଜୀବନ ସଉଦା
ବରଷା ଲୋ ରହିଯା ତୁ ରାଣ ମୋହର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ଟିକେ ଥମିଯା ॥୧॥
କାଲି ସିନା ଥିଲା ସିଏ ନିଜର
ହାତଗଣ୍ଠି ପରେ ହେବ ସେ ପର
ହୋ..କାଲି ସିନା ଥିଲା ସିଏ ନିଜର
ହାତଗଣ୍ଠି ପରେ ହେବ ସେ ପର
ସିନ୍ଥିରେ ଲାଗିଲେ ଟୋପେ ସିନ୍ଦୁର
ପ୍ରିୟା ଭୁଲିଯାଏ ଅତୀତ ତାର
ବେଦୀର ନିଆଁରେ ଆଜି ଜଳିଯାଉ
ବେଦୀର ନିଆଁରେ ଆଜି ଜଳିଯାଉ
ଥିଲା ଯେତେ ତା' ପାଖରେ ସ୍ମୃତି ମୋହର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ହେ ବରଷା ଟିକେ ରହିଯା
ହେ ପବନ ଟିକେ ଥମିଯା
ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ
ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ
ବହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର
ଆଜି ମୋ ପ୍ରିୟାର ବାହାଘର ॥୨॥
YouTube ରେ ହେ ବରଷା ଟିକେ ରହିଯା
== English ==
Song : He Barasa Tike Rahija
Language : Odia
Album : Pata Odhani
Singer : Suresh Wadkar
Lyrics : Malaya Mishra
Music Director : Malay Mishra, Giridhar Gamang
Year : 2008
He barasa tike rahija
He pabana tike thamija
He barasa tike rahija
He pabana tike thamija
Odhani udijiba chandana libhijiba
Odhani udijiba chandana libhijiba
Bahu beshe dishuchhi se bhari sundara
Aaji mo priyara bahaghara
Aaji mo priyara bahaghara
He barasa tike rahija
He pabana tike thamija
Tike thamija ॥
Aanjuli chaula hatare dhari
Priya mo jauchi sauda kari
Aa..anjuli chaula hatare dhari
Priya mo jauchi sauda kari
Bedire chahinchhi sauda gara
Hata dhari tara neba ta’ghara
Khusire karu se jibana sauda
Khusire karu se jibana sauda
Barasa lo rahija tu rana mohara
Aaji mo priyara bahaghara
Aaji mo priyara bahaghara
He barasa tike rahija
He pabana tike thamija
Tike thamija ॥1॥
Kali sina thila sie nijara
Hataganthi pare heba se para
Ho..kali sina thila sie nijara
Hataganthi pare heba se para
Sinthire lagile tope sindura
Priya bhulijae atita tara
Bedira nianre aji jalijau
Bedira nianre aji jalijau
Thila jete ta’ pakhare smruti mohara
Aaji mo priyara bahaghara
Aaji mo priyara bahaghara
He barasa tike rahija
He pabana tike thamija
Odhani udijiba chandana libhijiba
Odhani udijiba chandana libhijiba
Bahu beshe dishuchhi se bhari sundara
Aaji mo priyara bahaghara
Aaji mo priyara bahaghara
Aaji mo priyara bahaghara
Aaji mo priyara bahaghara ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...