ହମ୍ଦମ୍ ମେରେ (ଚାଲୁଥିଲି ମୁଁ ଏକା ମୋ ବାଟରେ) - Humdum Mere (Chaluthili Mun Eka Mo Batare) Lyrics
ଫିଲ୍ମଗୀତ : ହମ୍ଦମ୍ ମେରେ
ଭାଷା : ଓଡ଼ିଆ
ଚଳଚିତ୍ର : ବାବୁ ଭାଇଜାନ୍
କଣ୍ଠ : ଅଭିଜିତ ଭଟ୍ଟାଚାର୍ଯ୍ୟ, ଇରା ମହାନ୍ତି
ଗୀତିକାର : ପଞ୍ଚାନନ ନାୟକ
ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୨୦
(ପୁ)
ହାଁ.. ହାଁ.. ହାଁ..ହାଁ ହାଁ ହାଁ
(ଝି)
ହାଁ.. ଆ.. ଆ..ଆ ଆ ଆ
(ପୁ)
ଚାଲୁଥିଲି ମୁଁ ଏକା ମୋ ବାଟରେ
ଏମିତି ତୁ ସାଙ୍ଗହେଲୁ ଆସି ମୋ ସାଥିରେ
ମୋ ଦେହର ବାସ୍ନା ଆଜି ତୋ ନିଶ୍ଵାସରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
(ଝି)
ଫେରି ପାରିଲିନି ଦେଖା ହେଲାପରେ
ମନେ ହେଲା ତୁ ଆଗ ଆଉ ସବୁପରେ
ମୋ ଚେହେରା ଦିଶିଗଲା ତୋରି ଛାଇରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ ॥୧॥
(ପୁ)
ଓରେ ସାହିବାରେ ତୋ' ପାଇଁରେ ଖୁଦା ଠାରୁ
ଆଣିଚି ମୁଁ ପ୍ରେମ କରଜ
(ଝି)
ଓରେ ସାଜନ୍ରେ ପ୍ୟାର୍ ତେରା ମିଲ୍ଗେୟାରେ
ଛାତି ତଳେ ରଙ୍ଗ ମୁରୁଜ
(ପୁ)
ଥିଲା ତନ୍ହାଇ ଏଇ ଜୀବନରେ
ଛଲ୍ ପୁର୍ୱାଇ ତୁ ଆସିଲା ପରେ
(ଝି)
ମୋ ମନର କଥା ଆଜି ତୋ'ରି ଓଠରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
(ପୁ)
ହମ୍ଦମ୍ ମେରେ..ହମ୍ଦମ୍ ମେରେ ॥୨॥
(ଝି)
ଓ ମେହେର୍ବାରେ ସାଥ୍ ମେରେ ଚାଲୁ ଚାଲୁ
କହିବୁନି କେବେ ଅଲ୍ବିଦା
(ପୁ)
ସୁନ୍ ହମ୍ନବାରେ ତୋ ଆଖିର ଆଇନାରେ
ହେଇଗଲି ଆଜି ଗୁମ୍ସୁଦା
(ଝି)
ହେଲି ମୁଁ ଦିୱାନି ତୋ ପ୍ରେମ ଛିଟାରେ
ଅବ୍ତୋ ଜିନ୍ଦେଗି ତୋ ପାଇଁ ମିଠାରେ
(ପୁ)
ହମ୍ତୋ ମିଲେଙ୍ଗେ ୟାରା ସବୁ ଜନମରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
(ଝି)
ହମ୍ଦମ୍ ମେରେ..ହମ୍ଦମ୍ ମେରେ
ହମ୍ଦମ୍ ମେରେ..ହମ୍ଦମ୍ ମେରେ
(ପୁ)
ହାଁ.. ହାଁ.. ହାଁ..ହାଁ ହାଁ ହାଁ
(ଝି)
ଆ.. ଆ.. ଆ..ଆ ଆ ଆ ॥୩॥
YouTube ରେ ହମ୍ଦମ୍ ମେରେ
ଗୀତଟିର ଷ୍ଟୁଡିଓ ଭର୍ଜନ ଦେଖନ୍ତୁ YouTube ରେ
== English ==
Movie Song : Humdum Mere
Language : Odia
Film : Babu Bhaijan
Singer : Abhijeet Bhattacharya, Ira Mohanty
Lyrics : Panchanana Nayak
Music Director : Malaya Mishra
Year : 2020
(M)
Han.. han.. han..han han han
(F)
Han.. aa.. aa..aa aa aa
(M)
Chaluthili mun eka mo batare
Emiti tu sangahelu asi mo sathire
Mo dehara basna aji to niswasare
Humdum mere..humdum mere
Humdum mere..humdum mere
(F)
Pheri parilini dekha helapare
Mane hela tu aga aau sabupare
Mo chehera dishigala tori chhaire
Humdum mere..humdum mere
Humdum mere..humdum mere ॥1॥
(M)
Ore sahibare to’ painre khuda tharu
Aanichi mun prema karaja
(F)
Ore sajanre pyar tera milgayare
Chaati tale ranga muruja
(M)
Thila tanhai ei jibanare
Chhal puruwai tu asila pare
(F)
Mo manara katha aji to’ri othare
Humdum mere..humdum mere
(M)
Humdum mere..humdum mere ॥2॥
(F)
O meherbare sath mere chalu chalu
Kahibuni kebe albiva
(M)
Sun hamnabare to akhira ainare
Heigali aji gumsuda
(F)
Heli mun diwani to prema chhitare
Abto jindegi to pain mithare
(M)
Hmto milenge yara sabu janamare
Humdum mere..humdum mere
Humdum mere..humdum mere
(F)
Humdum mere..humdum mere
Humdum mere..humdum mere
(M)
Han.. han.. han..han han han
(F)
(F)
Aa.. aa.. aa..aa aa aa ॥3॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...