Posts

Showing posts with the label ଗଦାଧର ଖୁଣ୍ଟିଆ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି - Sajani Sajani Sajani Mun Kahaku Bhala Paini Lyrics

Image
== ଓଡ଼ିଆ == ଗୀତ : ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ଭାଷା : ଓଡ଼ିଆ ଆଲବମ : ସଜନୀ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ନରେନ୍ଦ୍ର ବେହେରା ସଙ୍ଗୀତ ନିର୍ଦ୍ଦେଶକ : ଗଦାଧର ଖୁଣ୍ଟିଆ ସଜନୀ ସଜନୀ ସଜନୀ ହୋ..ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ହାଏରେ ମୁଁ କାହାକୁ ଭଲ ପାଇନି ହୋ..ଦେଇନି ଦେଇନି ଦେଇନି ଦେଇନି ଦେଇନି ଦେଇନି ମୋ ମନକୁ ବିକି ଦେଇନି ହାଏରେ ମୁଁ କାହାକୁ ଭଲ ପାଇନି ॥ ହାତ ଗଣ୍ଠି ବେଳେ ସାକ୍ଷୀ ରଖିଦିଅ ତୁମେ ହେଲ ମୋରି ପାଇଁ ସାତ ଜନମକୁ ତୁମଠାରେ ବନ୍ଧା ଏ କଥାକି ଜଣା ନାହିଁ ହାତ ଗଣ୍ଠି ବେଳେ ସାକ୍ଷୀ ରଖି ଦିଅ ତୁମେ ହେଲ ମୋରି ପାଇଁ ହୋ..ସାତ ଜନମକୁ ତୁମଠାରେ ବନ୍ଧା ଏ କଥା କି ଜଣା ନାହିଁ ହୋ..ହେଇନି ହେଇନି ହେଇନି ହୋ..ହେଇନି ହେଇନି ହେଇନି ମୁଁ କାହାର ହେଇଯାଇନି ହାଏରେ ମୁଁ କାହାର ହେଇଯାଇନି ହୋ..ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ହାଏରେ ମୁଁ କାହାକୁ ଭଲ ପାଇନି ॥୧॥ ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି ଦେହ ଛୁଇଁ ତମ ଖାଇଥିଲି ରାଣ ଏ କଥା କି ମନେ ନାହିଁ ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି ହାଏ..ଦେହ ଛୁଇଁ ତମ ଖାଇଥିଲି ରାଣ ଏ କଥା କି ମନେ ନାହିଁ ହେ..ଛୁଇଁନି ଛୁଇଁନି ଛୁଇଁନି ହୋ..ଛୁଇଁନି ଛୁଇଁନି ଛୁଇଁନି ମୁଁ କାହାକୁ କେବେ ଛୁଇଁନି ହାଏରେ ମୁଁ କାହାକୁ କେବେ ଛୁଇଁନି ସଜନୀ ସ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ