Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଗୋଟେ ପେନ୍‌ସିଲ୍ ଭାଙ୍ଗି ଦୁହେଁ ଲେଖିବା ଥିଲା ଫ୍ରେଣ୍ଡସିପ୍ - Gote Pencil Bhangi Duhen Lekhiba Thila Friendship Lyrics

== ଓଡ଼ିଆ ==

ଫିଲ୍ମଗୀତ : ଗୋଟେ ପେନ୍‌ସିଲ୍ ଭାଙ୍ଗି ଦୁହେଁ
ଭାଷା : ଓଡ଼ିଆ
ଚଳଚିତ୍ର : ଚାଲ ଟିକେ ଦୁଷ୍ଟହବା 
କଣ୍ଠ : ସ୍ଵୟଂ ପାଢ଼ୀ, ଅନନ୍ୟା ଶ୍ରୀତମ୍ ନନ୍ଦ
ଗୀତିକାର : ଦେବୀଦତ୍ତ ମହାନ୍ତି
ସଙ୍ଗୀତ ନିର୍ଦ୍ଦେଶକ : ବିଭୁତି ଭୂଷଣ ଗଡ଼ନାୟକ
ମସିହା : ୨୦୧୯



(ପୁ)
ଗୋଟେ ପେନ୍‌ସିଲ୍ ଭାଙ୍ଗି ଦୁହେଁ ଲେଖିବା
ଥିଲା ଫ୍ରେଣ୍ଡସିପ୍  
ଗୋଟେ ଚକ୍ଲେଟ୍ କୁ ଶେୟାର କରି ଖାଇବା
ଥିଲା ଫ୍ରେଣ୍ଡସିପ୍
(ଝି)
ଗୋଟେ ପେନ୍‌ସିଲ୍ ଭାଙ୍ଗି ଦୁହେଁ ଲେଖିବା
ଥିଲା ଫ୍ରେଣ୍ଡସିପ୍
ଗୋଟେ ଚକ୍ଲେଟ୍ କୁ ଶେୟାର କରି ଖାଇବା
ଥିଲା ଫ୍ରେଣ୍ଡସିପ୍
(ପୁ)
ପ୍ରଥମ ଥର ମୁଁ ଆଜି ତୋ'ଠୁ ଗଲିରେ ବୁଝି   
ଫ୍ରେଣ୍ଡସିପ୍ ଟିକେ ବଢ଼ିଗଲେ ହେଇଯାଏ ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍
(ପୁ)
ୟେ.. ଲଭସିପ୍.. ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍
(ପୁ)
ୟେ.. ଲଭସିପ୍.. ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍ ॥୧॥


(ପୁ)
ହଁ ତୋ’ ପାଖରେ ପାଖାପାଖି ବସିବାକୁ ଡେଲି
ମୁଁ କରୁଥିଲି କେତେ କେତେ ଟ୍ରିକ୍
(ଝି)
ଗୋଟେ ଭୁଲ୍ କରି ସାଙ୍ଗହେଇ ଲୁଚିବା
ଥିଲା ଫ୍ରେଣ୍ଡସିପ୍
(ପୁ)
ଗୋଟେ ଜିତ୍ ପାଇଁ ସାଙ୍ଗହେଇ ଲଢ଼ିବା
ଥିଲା ଫ୍ରେଣ୍ଡସିପ୍           
(ଝି)
ପ୍ରଥମ ଥର ମୁଁ ଆଜି କେମିତି ଗଲିରେ ବୁଝି
ଫ୍ରେଣ୍ଡସିପ୍ ଟିକେ ବଢ଼ିଗଲେ ହେଇଯାଏ ଲଭସିପ୍
(ପୁ)
ୟେ.. ଲଭସିପ୍.. ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍
(ପୁ)
ୟେ.. ଲଭସିପ୍.. ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍ ॥୨॥


(ଝି)
ତତେ ଯଦି ଦୁଷ୍ଟ ବୋଲି କହେ କେବେ କିଏ
ସେଦିନଟା ସାରା ମୋ ମୁଡ଼ ଅଫ୍
(ପୁ)
ଦୁଷ୍ଟ ବୋଲି ଜାଣିଲେବି ଦିନେ ହେଲେ ମୋତେ
କହିନୁ ତୁ କେବେ କଥା ପଦେ ରଫ୍
(ଝି)
ଗୋଟେ ବୁକ୍ ଥରେ ଅଧା ଅଧା ପଢ଼ିବା ଥିଲା ଫ୍ରେଣ୍ଡସିପ୍  
(ପୁ)
ଗୋଟେ ଫିଲିଙ୍ଗସ୍ କୁ ଅଧା ଅଧା ବାଣ୍ଟିବା ଥିଲା ଫ୍ରେଣ୍ଡସିପ୍
(ପୁ)
ପ୍ରଥମ ଥର ମୁଁ ଆଜି ତୋ' ଠୁ ଗଲିରେ ବୁଝି   
ଫ୍ରେଣ୍ଡସିପ୍ ଟିକେ ବଢ଼ିଗଲେ ହେଇଯାଏ ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍
(ପୁ)
ୟେ.. ଲଭସିପ୍.. ଲଭସିପ୍
(ଝି)
ୟେ.. ଲଭସିପ୍.. ଲଭସିପ୍
(ପୁ)
ୟେ.. ଲଭସିପ୍.. ଲଭସିପ୍ ॥୩॥


YouTube ରେ ଗୋଟେ ପେନ୍‌ସିଲ୍ ଭାଙ୍ଗି ଦୁହେଁ



== English ==

Song : Gote Pencil Bhangi Duhen
Language : Odia
Movie : Chal Tike Dustahaba
Singer : Swayam Padhi, Ananya Sritam Nanda
Lyrics : Debidatta Mohanty
Music Director : Bibhuti Bhusan Gadanayak
Year : 2019



(M)
Gote pencil bhangi duhen lekhiba
Thila friendship
Gote chocolate ku shair kari khaiba
Thila friendship
(F)
Gote pencil bhangi duhen lekhiba
Thila friendship
Gote chocolate ku shair kari khaiba
Thila friendship
(M)
Prathama thara mun aaji to’ thu galire bujhi
Friendship tike badhigale heijae loveship
(F)
Ye.. loveship..loveship
(M)
Ye.. loveship..loveship
(F)
Ye.. loveship..loveship
(M)
Ye.. loveship..loveship
(F)
Ye.. loveship..loveship ॥1॥


(M)
Han to’ pakhare pakhapakhi basibaku daily
Mun karuthili kete kete trick
(F)
Gote bhul kari sangahei luchiba
Thila friendship
(M)
Gote jit pain sangahei ladhiba
Thila friendship
(F)
Prathama thara mun aaji kemiti galire bujhi
Friendship tike badhigale heijae loveship
(M)
Ye.. loveship.. loveship
(F)
Ye.. loveship.. loveship
(M)
Ye.. loveship.. loveship
(F)
Ye.. loveship.. loveship ॥2॥ 


(F)
Tate jadi dusta boli kahe kebe kie
Sedinata sara mo mud off
(M)
Dusta boli janilebi dine hele mote
Kahinu tu kebe katha pade rough
(F)
Gote book thare adha adha padhiba thila friendship
(M)
Gote feelings ku adha adha bantiba thila friendship
(M)
Prathama thara mun aaji to’ thu galire bujhi
Friendship tike badhigale heijae loveship
(F)
Ye.. loveship..loveship
(M)
Ye.. loveship..loveship
(F)
Ye.. loveship..loveship
(M)
Ye.. loveship..loveship ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ