Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୦ - Odia Calendar / Panjika 2020

ଆପଣ ୨୦୨୦ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ..



କୋହେନୁର ଓ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୦"


ଜାନୁୟାରୀ ୨୦୨୦

ଓଡ଼ିଆ ମାସ : ପୌଷ ୧୭ - ମାଘ ୧୭

DateDayFestival / Holiday

1 JanWedNew Year, Dhanu Jatra
ନୂଆବର୍ଷ, ଧନୁ ଯାତ୍ରା


5 JanSunShamba Dashami
ଶାମ୍ବ ଦଶମୀ


10 JanFriDebavisheka Purnima
ଦେବାଭିଷେକ ପୂର୍ଣ୍ଣିମା


15 JanWedMakara Sankaranti (Pongal)
ମକର ସଙ୍କରାନ୍ତି (ପୋଙ୍ଗଲ)


23 JanThuNetaji Jayanti, Veer Surendra Sai Jayanti
ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ


24 JanFriTrivani Amabasya, Abhiram Paramahamsa Jayanti
ତ୍ରିବେଣୀ ଅମାବାସ୍ୟା, ଅଭିରାମ ପରମହଂସ ଜୟନ୍ତୀ


26 JanSunRepublic Day
ସାଧାରଣତନ୍ତ୍ର ଦିବସ


30 JanThuSaraswati Puja
ସରସ୍ଵତୀ ପୂଜା


17 - ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ
ଅମାବାସ୍ୟା: 24, ପୂର୍ଣ୍ଣିମା: 10
ଏକାଦଶୀ: 6, 20
ବିବାହ: 16, 19, 20, 22, 29, 30, 31
ବ୍ରତୋପନୟନ: 29, 30, 31







ଫେବୃୟାରୀ ୨୦୨୦

ଓଡ଼ିଆ ମାସ : ମାଘ ୧୮ - ଫାଲ୍‍ଗୁନ ୧୭

DateDayFestival / Holiday

1 FebSatMagha Saptami, Chandrabhaga Snana
ମାଘ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ


8 FebSatAgnyutsav Purnima
ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା


9 FebSunMagha Purnima
ମାଘ ପୂର୍ଣ୍ଣିମା


13 FebThuKumbha Sankranti
କୁମ୍ଭ ସଂକ୍ରାନ୍ତି


21 FebFriShivaratri (Jagara)
ଶିବରାତ୍ରି (ଜାଗର)


7 - ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜୟନ୍ତୀ, 25 - ରାମକୃଷ୍ଣ ପରମହଂସ ଜୟନ୍ତୀ
ଅମାବାସ୍ୟା: 23, ପୂର୍ଣ୍ଣିମା: 9
ଏକାଦଶୀ: 5, 19
ବିବାହ: 3, 4, 16, 25, 26, 28
ବ୍ରତୋପନୟନ: 17, 18







ମାର୍ଚ୍ଚ ୨୦୨୦

ଓଡ଼ିଆ ମାସ : ଫାଲ୍‍ଗୁନ ୧୮ - ଚୈତ୍ର ୧୮

DateDayFestival / Holiday

5 MarThuPhagu Dashami, Sudasha Brata
ଫଗୁ ଦଶମୀ, ସୁଦଶା ବ୍ରତ


9 MarMonDola Purnima, Sri Chaitanya Jayanti
ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଜୟନ୍ତୀ


10 MarTueHoli Utsav, Taratarimi Yatra
ହୋଲି ଉତ୍ସବ, ତାରାତାରିଣୀ ଯାତ୍ରା


14 MarSatMina Sankranti
ମୀନ ସଂକ୍ରାନ୍ତି


21 MarSatMahabaruni Snana
ମହାବାରୁଣୀ ସ୍ନାନ


ଅମାବାସ୍ୟା: 24, ପୂର୍ଣ୍ଣିମା: 9
ଏକାଦଶୀ: 6, 19
ବିବାହ: 2, 3, 10, 11
ବ୍ରତୋପନୟନ: 11, 22, 26, 30, 31







ଅପ୍ରେଲ ୨୦୨୦

ଓଡ଼ିଆ ମାସ : ଚୈତ୍ର ୧୯ - ବୈଶାଖ ୧୮

DateDayFestival / Holiday

1 AprWedUtkala Divas, Ashokastami (Basanti Puja)
ଉତ୍କଳ ଦିବସ, ଅଶୋକାଷ୍ଟମୀ (ବାସନ୍ତୀ ପୂଜା)


2 AprThuSrirama Nabami
ଶ୍ରୀରାମ ନବମୀ,


7 AprTueHingula Yatra
ହିଙ୍ଗୁଳା ଯାତ୍ରା


10 AprFriGood Friday
ଗୁଡ୍ ଫ୍ରାଇଡେ


13 AprMonMahabishuba (Pana) Sankaranti, Hanuman Jayanti
ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ


25 AprSatRamadan Start
ରମଜାନ୍ ଆରମ୍ଭ


26 AprSunAkhaya Trutiya
ଅକ୍ଷୟ ତୃତୀୟା


13 - ଆମ୍ବେଦକର ଜୟନ୍ତୀ, 28 - ଶଙ୍କରାଚାର୍ଯ୍ୟ ଜୟନ୍ତୀ
ଅମାବାସ୍ୟା: 23, ପୂର୍ଣ୍ଣିମା: 8
ଏକାଦଶୀ: 4, 18
ବିବାହ: 17, 20, 25, 26, 27
ବ୍ରତୋପନୟନ: 26, 30







ମଇ ୨୦୨୦

ଓଡ଼ିଆ ମାସ : ବୈଶାଖ ୧୯ - ଜ୍ୟେଷ୍ଠ ୧୮

DateDayFestival / Holiday

1 MayFriLabour Day
ଶ୍ରମିକ ଦିବସ


2 MaySatSita Nabami
ସିତା ନବମୀ


6 MayWedSri Narashimha Jayanti
ଶ୍ରୀ ନରସିଂହ ଜୟନ୍ତୀ


7 MayThuChandana Purnima, Gurupurnima
ଚନ୍ଦନ ପୂର୍ଣ୍ଣିମା, ଗୁରୁପୂର୍ଣ୍ଣିମା


14 MayThuBrusha Sankranti
ବୃଷ ସଙ୍କ୍ରାନ୍ତି


22 MayFriSabitri Amabasya
ସାବିତ୍ରୀ ଅମାବାସ୍ୟା


25 MayMonEid Ul Fitr
ଇଦୁଲ୍ ଫିତର


28 MayThuShitala Sasthi
ଶୀତଳ ଷଷ୍ଠୀ


27 - ଶିବ ବିବାହ
ଅମାବାସ୍ୟା: 22, ପୂର୍ଣ୍ଣିମା: 7
ଏକାଦଶୀ: 4, 18
ବିବାହ: 2, 9, 17, 18, 19, 20, 23, 24
ବ୍ରତୋପନୟନ: 8, 24, 27







ଜୁନ୍ ୨୦୨୦

ଓଡ଼ିଆ ମାସ : ଜ୍ୟେଷ୍ଠ ୧୯ - ଆଷାଢ଼ ୧୬

DateDayFestival / Holiday

5 JunFriDevasna Purnima
ଦେବସ୍ନାନ ପୂର୍ଣ୍ଣିମା


14 JunSunPahili Raja
ପହିଲି ରଜ


15 JunMonRaja Sankaranti
ରଜ ସଙ୍କରାନ୍ତି


16 JunTueBhumidaha
ଭୂମିଦାହ


23 JunTueRathayatra
ରଥଯାତ୍ରା (ଶ୍ରୀଗୁଣ୍ଡିଚା ଯାତ୍ରା)


27 JunSatHera Panchami
ହେରା ପଞ୍ଚମୀ


18 - ପଠାଣି ସାମନ୍ତ ତିରୋଧାନ, 21 - ସୂର୍ଯ୍ୟପରାଗ, ନବଯୌବନ ଦର୍ଶନ, ବିଶ୍ଵ ଯୋଗ ଦିବସ
ଅମାବାସ୍ୟା: 21 ପୂର୍ଣ୍ଣିମା: 5
ଏକାଦଶୀ: 2, 17
ବିବାହ: 13, 25, 28, 29, 30
ବ୍ରତୋପନୟନ: ନାହିଁ







ଜୁଲାଇ ୨୦୨୦

ଓଡ଼ିଆ ମାସ : ଆଷାଢ଼ ୧୭ - ଶ୍ରାବଣ ୧୬

DateDayFestival / Holiday

1 JulWedBahuda Yatra
ବାହୁଡ଼ା ଯାତ୍ରା


2 JulThuShri Jagannathanka Sunabesha
ଶ୍ରୀ ଜଗନ୍ନାଥଙ୍କ ସୁନାବେଶ


5 JulSunGuru (Vyasa) Purnima
ଗୁରୁ (ବ୍ୟାସ) ପୂର୍ଣ୍ଣିମା


9 JulThuManasa Panchami
ମନସା ପଞ୍ଚମୀ


16 JulThuKarkata Sankranti
କର୍କଟ ସଂକ୍ରାନ୍ତି


20 JulMonChitalagi Amabasya
ଚିତାଲାଗି ଅମାବାସ୍ୟା


30 JulThuLaxminarayan Brata
ଲକ୍ଷ୍ମୀନାରାୟଣ ବ୍ରତ


3 - ଅଧରପଣା, 15 - ମାସାନ୍ତ, 27 - ତୁଳସୀ ଦାସ ଜୟନ୍ତୀ
ଅମାବାସ୍ୟା: 20, ପୂର୍ଣ୍ଣିମା: 5
ଏକାଦଶୀ: 1, 16, 30
ବିବାହ: 1, 2, 7, 11, 12, 13
ବ୍ରତୋପନୟନ: 2, 9







ଅଗଷ୍ଟ ୨୦୨୦

ଓଡ଼ିଆ ମାସ : ଶ୍ରାବଣ ୧୭ - ଭାଦ୍ରବ ୧୬

DateDayFestival / Holiday

1 AugSatIdu Jjuha
ଇଦୁଜ୍ଜୁହା


3 AugMonGamha Purnima, Rakhi Bandhana, Balabhadra Jayanti, Jhulana Purnima
ଗହ୍ମା ପୂର୍ଣ୍ଣିମା, ରାକ୍ଷୀ ବନ୍ଧନ, ବଳଭଦ୍ର ଜୟନ୍ତୀ, ଝୁଲଣ ପୂର୍ଣ୍ଣିମା


9 AugSunKhudurukuni Osha
ଖୁଦୁରୁକୁଣୀ ଓଷା


11 AugTueJanmashtami
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ


12 AugWedNandotsava
ନନ୍ଦୋତ୍ସବ


15 AugSatIndependence Day
ସ୍ଵାଧୀନତା ଦିବସ


16 AugSunSinha Sankranti
ସିଂହ ସଙ୍କ୍ରାନ୍ତି


22 AugSatGanesh Puja
ଗଣେଶ ପୂଜା


23 AugSunNuakhai
ନୂଆଖାଇ


24 AugMonSomanath Brata
ସୋମନାଥ ବ୍ରତ


25 AugTueRadhastami
ରାଧାଷ୍ଟମୀ


30 AugSunMuharram
ମହରମ୍


27 - ଅନୁକୂଳ ଚନ୍ଦ୍ର ଜୟନ୍ତୀ
ଅମାବାସ୍ୟା: 19 ପୂର୍ଣ୍ଣିମା: 3
ଏକାଦଶୀ: 15, 29
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ସେପ୍ଟେମ୍ବର ୨୦୨୦

ଓଡ଼ିଆ ମାସ : ଭାଦ୍ରବ ୧୭ - ଆଶ୍ଵିନ ୧୫

DateDayFestival / Holiday

1 SepTue Ananta Brata
ଅନନ୍ତ ବ୍ରତ


2 SepWedBhagavata Jayanti, Indrotsava Purnima
ଭାଗବତ ଜୟନ୍ତୀ, ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା


5 SepSatTeacher's Day
ଗୁରୁ ଦିବସ


13 SepSunIndira Ekadasi
ଇନ୍ଦିରା ଏକାଦଶୀ


16 SepWedBiswakarma Puja, Kanya Sankranti
ବିଶ୍ଵକର୍ମା ପୂଜା, କନ୍ୟା ସଙ୍କ୍ରାନ୍ତି


17 SepThuMahalaya Amabasya
ମହାଳୟା ଅମାବାସ୍ୟା


18 - ମଳମାସ ଆରମ୍ଭ, 27 - ରବିନାରାୟଣ ବ୍ରତ
ଅମାବାସ୍ୟା: 17, ପୂର୍ଣ୍ଣିମା: 2
ଏକାଦଶୀ: 13, 27
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ଅକ୍ଟୋବର ୨୦୨୦

ଓଡ଼ିଆ ମାସ : ଆଶ୍ଵିନ ୧୬ - କାର୍ତ୍ତିକ ୧୫

DateDayFestival / Holiday

2 OctFriGandhi Jayanti, Shastri Jayanti
ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ


17 OctSatGarvana Sankranti
ଗର୍ଭଣା ସଙ୍କ୍ରାନ୍ତି


24 OctSatSharadiya Durgapuja, Mahashtami
ଶାରଦୀୟ ଦୁର୍ଗାପୂଜା: ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ (ପୀଠେ ମହାନବମୀ)


26 OctMonDussehra
ଦଶହରା


30 OctFriMohammad Jayanti, Gajalakshmi Puja
ମହମ୍ମଦ ଜୟନ୍ତୀ, ଗଜଲକ୍ଷ୍ମୀ ପୂଜା


31 OctSatKumara Purnima
କୁମାର ପୂର୍ଣ୍ଣିମା


ଅମାବାସ୍ୟା: 16, ପୂର୍ଣ୍ଣିମା: 1, 31
ଏକାଦଶୀ: 13, 27
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ନଭେମ୍ବର ୨୦୨୦

ଓଡ଼ିଆ ମାସ : କାର୍ତ୍ତିକ ୧୬ - ମାର୍ଗଶିର ୧୫

DateDayFestival / Holiday

1 NovSunKartika Bratarambha
କାର୍ତ୍ତିକ ବ୍ରତାରମ୍ଭ


14 NovSatDeepavali, Kali Puja, Paya Shraddha, Children's Day
ଦୀପାବଳୀ, କାଳୀ ପୂଜା, ପୟା ଶ୍ରାଦ୍ଧ, ଶିଶୁ ଦିବସ


16 NovMonBichha Sankranti, Girigovardhan Puja, Bhatru Dwitiya
ବିଛା ସଙ୍କ୍ରାନ୍ତି, ଗିରିଗୋବର୍ଦ୍ଧନ ପୂଜା, ଭାତୃ ଦ୍ଵିତୀୟା


23 NovMonAnla Nabami, Jagaddhatri Puja, Shri Radhanka Pada Darshana
ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ


27 NovFriShri Jagannathanka Nagarjuna Besha
ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶ


28 NovSatBada Osha
ବଡ଼ ଓଷା


30 NovMonRasa Purnima, Balijatra, Kartikeshwara Puja,
ରାସ ପୂର୍ଣ୍ଣିମା, ବାଲିଯାତ୍ରା, କାର୍ତ୍ତିକେଶ୍ଵର ପୂଜା


13 - ନରକ ଚତୁର୍ଦ୍ଦଶୀ, 26 - ତୁଳସୀ ବିବାହ
ଅମାବାସ୍ୟା: 15, ପୂର୍ଣ୍ଣିମା: 30
ଏକାଦଶୀ: 11, 25
ବିବାହ: ନାହିଁ
ବ୍ରତୋପନୟନ: ନାହିଁ







ଡିସେମ୍ବର ୨୦୨୦

ଓଡ଼ିଆ ମାସ : ମାର୍ଗଶିର ୧୬ - ପୌଷ ୧୭

DateDayFestival / Holiday

1 DecTueChhadakhai
ଛାଡ଼ଖାଇ


3 DecThuManabasa Prathama Gurubara
ମାଣବସା ପ୍ରଥମ ଗୁରୁବାର


5 DecSatSita Bibaha, Srikhetra Parikrama
ସିତା ବିବାହ, ଶ୍ରୀକ୍ଷେତ୍ର ପରିକ୍ରମା


8 DecTuePrathamastami, Kanjianla Nabami
ପ୍ରଥମାଷ୍ଟମୀ, କାଞ୍ଜିଅଁଳା ନବମୀ


15 DecTueDhanu Sankranti
ଧନୁ ସଂକ୍ରାନ୍ତି


24 DecThuSudasha Brata, Manabasa Sesha Gurubara
ସୁଦଶା ବ୍ରତ, ମାଣବସା ଶେଷ ଗୁରୁବାର


25 DecFriChristmas
ଯୀଶୁଖ୍ରୀଷ୍ଟ ଜୟନ୍ତୀ (ବଡ଼ଦିନ)


27 DecSunBhagavad Gita Jayanti
ଭଗବତ୍ ଗୀତା ଜୟନ୍ତୀ


29 - ପଣ୍ଡୁ ଓଷା
ଅମାବାସ୍ୟା: 14, ପୂର୍ଣ୍ଣିମା: 30
ଏକାଦଶୀ: 11, 25
ବିବାହ: 1, 2, 7, 9, 10, 11
ବ୍ରତୋପନୟନ: ନାହିଁ







References: କୋହେନୁର ପଞ୍ଜିକା ଓ ଶ୍ରୀ ରାଧରମଣ ପଞ୍ଜିକା


Keywords: Download Odia Calendar 2020, Odia Calendar PDF, Odia Panji PDF, Kohenur Panjika 2020, Radharamana Panjika 2020, Kohenur Panji 2020, Radharamana Panji 2020, Odia Panji 2020, Odia Holiday List 2020, Odisha Gazetted Holidays List 2020, Marriage Dates 2020, Sacred thread ceremony holiday list 2020, Bratopanayana Dates 2020, Odia Festival List 2020, Odia Calendar 2020 by The Smaranika, Odia Blog, Odia Website, Odia Lyrics, The Smaranika, ଓଡ଼ିଆ କ୍ୟାଲେଣ୍ଡର ୨୦୨୦, କୋହେନୁର ପଞ୍ଜିକା ୨୦୨୦, ରାଧାରମଣ ପଞ୍ଜିକା ୨୦୨୦, ଓଡ଼ିଆ ପାଞ୍ଜି ୨୦୨୦, ଓଡ଼ିଆ ପର୍ବ ପର୍ବାଣି ୨୦୨୦, ବିବାହ ଶୁଭ ଲଗ୍ନ ୨୦୨୦, ବ୍ରତୋପନୟନ ଶୁଭ ଲଗ୍ନ ୨୦୨୦, ଓଡ଼ିଶା ଛୁଟିଦିନ ଲିଷ୍ଟ ୨୦୨୦, କୋହେନୁର ପାଞ୍ଜି ୨୦୨୦, ରାଧାରମଣ ପାଞ୍ଜି ୨୦୨୦, "ଦି ସ୍ମରଣିକା" ଓଡ଼ିଆ କ୍ୟାଲେଣ୍ଡର ୨୦୨୦, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଲିରିକ୍ସ, ସ୍ମରଣିକା ଓଡ଼ିଆ ବ୍ଲଗ,


h

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ଆପଣଙ୍କ ବହୁମୂଲ୍ୟ ମତାମତ ଆମକୁ ସର୍ବଦା ଉତ୍ସାହିତ କରୁଥିବ । ଧନ୍ୟବାଦ
      - ଦି ସ୍ମରଣିକା ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ