Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଚାନ୍ଦ ନା ତୁମେ ତାରା ମୋତି ନା ତୁମେ ହୀରା - Chanda Na Tume Tara Moti Na Tume Hira Lyrics

== ଓଡ଼ିଆ==

ଫିଲ୍ମଗୀତ : ଚାନ୍ଦ ନା ତୁମେ ତାରା
ଭାଷା : ଓଡ଼ିଆ
ଚଳଚିତ୍ର : ଚିହ୍ନା ଅଚିହ୍ନା
କଣ୍ଠ : ତାନସେନ୍ ସିଂ, ସ୍ଵାଗତିକା ରଥ
ଗୀତିକାର : ସୁରେନ୍ଦ୍ର ନାଥ ବିଦ୍ୟାଧର
ସଙ୍ଗୀତ ନିର୍ଦ୍ଦେଶକ : ବାସୁଦେବ ରଥ
ମସିହା : ୧୯୭୯


(ପୁ)
ଏ..
(ଝି)
ଉଁ..
(ପୁ)
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ମୁଁ ଯେ ଆଜି ଭାବି ପାରେନା
ତୁମ ରୂପର ତୁଳନା
(ଝି)
ତୁମେ ମୋ ସ୍ଵପ୍ନ ଝରା
ଯୁଗ ଯୁଗର ପରା  
ଏ ମନ କଥା କହି ହୁଏନା
ତୁମେ ତ ବୁଝି ବୁଝନା
(ପୁ)
ଚାନ୍ଦ ନା ତୁମେ ତାରା
(ଝି)
ମୋତି ନା ତୁମେ ହୀରା ॥


(ପୁ)
ତୁମ ଲାଜୁଆ ହସ
ମତେ ଯେ ଭଲ ଲାଗିଛି
(ଝି)
ତୁମ ସେ ମଜା ଗପ
ବେଶି ମୁଁ ଭଲ ପାଇଛି
(ପୁ)
ତୁମ ଲାଜୁଆ ହସ
ମୋତେ ଯେ ଭଲ ଲାଗିଛି
(ଝି)
ତୁମ ସେ ମଜା ଗପ
ବେଶି ମୁଁ ଭଲ ପାଇଛି
(ପୁ)
ମୁଁ ଯେ ଆଜି
(ଝି)
ଯାଏ ହଜି
(ପୁ+ଝି)
ତୁମେ ମୋ ମନ ଝରଣା
(ପୁ)
ଚାନ୍ଦ ନା ତୁମେ ତାରା
(ଝି)
ମୋତି ନା ତୁମେ ହୀରା ॥୧॥ 


(ପୁ)
ମନ ଚାହୁଁଛି ଆଜି
ଯିବାକୁ ଉଡ଼ି ବହୁ ଦୂର
(ଝି)
ଯେବେ ଯେ ଦିନ ତୁମେ
ମଥାରେ ଦେବ ସିନ୍ଦୁର
(ପୁ)
ମନ ଚାହୁଁଛି ଆଜି
ଯିବାକୁ ଉଡ଼ି ବହୁ ଦୂର
(ଝି)
ଯେବେ ଯେ ଦିନ ତୁମେ
ମଥାରେ ଦେବ ସିନ୍ଦୁର
(ପୁ)
ସେଇ ଦିନ
(ଝି)
ଝୁରେ ମନ
(ପୁ+ଝି)
କେବେ ଆସିବ ଜାଣେନା
(ପୁ)
ଚାନ୍ଦ ନା ତୁମେ ତାରା
ମୋତି ନା ତୁମେ ହୀରା
ମୁଁ ଯେ ଆଜି ଭାବି ପାରେନା
ତୁମ ରୂପର ତୁଳନା
(ଝି)
ତୁମେ ମୋ ସ୍ଵପ୍ନ ଝରା
ଯୁଗ ଯୁଗର ପରା  
ଏ ମନ କଥା କହି ହୁଏନା
ତୁମେ ତ ବୁଝି ବୁଝନା
(ପୁ)
ଚାନ୍ଦ ନା ତୁମେ ତାରା
(ଝି)
ମୋତି ନା ତୁମେ ହୀରା ॥୨॥ 


YouTube ରେ ଚାନ୍ଦ ନା ତୁମେ ତାରା


== English ==

Song : Chanda Na Tume Tara
Language : Odia
Movie : Chihna Achihna
Singer : Tansen Singh, Swagatika Ratha
Lyrics : Surendra Nath Bidyadhara
Music Director : Basudev Ratha
Year : 1979



(M)
E..
(F)
Un..
(M)
Chanda na tume tara
Moti na tume hira
Mun je aaji bhabi parena
Tuma rupara tulana
(F)
Tume mo swapna jhara
Juga jugara para
E mana katha kahi huena
Tume ta bujhi bujhana
(M)
Chanda na tume tara
(F)
Moti na tume hira ॥


(M)
Tuma lajua hasa
Mate je bhala lagichhi
(F)
Tuma se maja gapa
Besi mu bhala paichhi
(M)
Tuma lajua hasa
Mote je bhala lagichhi
(F)
Tuma se maja gapa
Besi mu bhala paichhi
(M)
Mu je aaji
(F)
Jae haji
(M+F)
Tume mo mana jharana
(M)
Chanda na tume tara
(F)
Moti na tume hira ॥1॥


(M)
Mana chahunchhi aaji
Jibaku udi bahu dura
(F)
Jebe je dina tume
Mathare deba sindura
(M)
Mana chahunchhi aaji
Jibaku udi bahu dura
(F)
Jebe je dina tume
Mathare deba sindura
(M)
Sei dina
(F)
Jhure mana
(M+F)
Kebe asiba janena
(M)
Chanda na tume tara
Moti na tume hira
Mun je aaji bhabi parena
Tuma rupara tulana
(F)
Tume mo swapna jhara
Juga jugara para
E mana katha kahi huena
Tume ta bujhi bujhana
(M)
Chanda na tume tara
(F)
Moti na tume hira ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...


Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ