ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ - Tu Chaluthilu To Batare Mun Chaluthili Mo Batare Lyrics
ଗୀତ : ତୁ ଚାଲୁଥିଲୁ ତୋ ବାଟରେ
ଭାଷା : ଓଡ଼ିଆ
ଆଲବମ : ମୁଁ ରାଜା ତୁ ରାଣୀ
କଣ୍ଠ : ଉଦିତ ନାରାୟଣ
ଗୀତିକାର : ମଳୟ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ ॥
ମନ ଚୋରି ହୁଏ ବୋଲି
କାହାଣୀରେ ଶୁଣିଥିଲି
ତତେ ଦେଖିଦେଲା ପରେ
ଆପେ ଆପେ ବୁଝିଗଲି
ମନ ଚୋରି ହୁଏ ବୋଲି
କାହାଣୀରେ ଶୁଣିଥିଲି
ତତେ ଦେଖିଦେଲା ପରେ
ଆପେ ଆପେ ବୁଝିଗଲି
ତୋ ପରି ଝିଅଟିଏ
ସପନରେ ଦେଖିଥିଲି
କେବେପୁଣି ଦେଖାହେବ
ମନେମନେ ଖୋଜୁଥିଲି
ଆଖି ସାଥେ ଆଖି ହେଲା ଏକାଠି
ପାରିଲିନି ଆଉ ଲେଉଟି ଲେଉଟି
ପାରିଲିନି ଆଉ ଲେଉଟି ଲେଉଟି
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ ॥୧॥
ଜହ୍ନ ହସେ ଆକାଶରେ
ସଞ୍ଜ ନଇଁ ଗଲାପରେ
ତୁ ହସୁଚୁ ମୋ ଆଖିରେ
ଅନ୍ଧାରରେ ଆଲୁଅରେ
ହୋ..ଜହ୍ନ ହସେ ଆକାଶରେ
ସଞ୍ଜ ନଇଁ ଗଲାପରେ
ତୁ ହସୁଚୁ ମୋ ଆଖିରେ
ଅନ୍ଧାରରେ ଆଲୁଅରେ
ମନ ମନ୍ଦିରରେ ମୋର
ସାଜିବୁ ତୁ ପୂଜାରିଣୀ
ମିଳନର ଇଲାକାରେ
ମୁଁ ରାଜା ତୁ ରାଣୀ
ଖୋଜୁଚି ମୁଁ ତତେ ଯେବେ ଯେଉଁଠି
ଲାଗୁଚି ତୁ ଅଛୁ ଏଇଠି କେଉଁଠି
ଲାଗୁଚି ତୁ ଅଛୁ ଏଇଠି କେଉଁଠି
ତୁ ଚାଲୁଥିଲୁ ତୋ ବାଟରେ
ମୁଁ ଚାଲୁଥିଲି ମୋ ବାଟରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି ॥୨॥
YouTube ରେ ତୁ ଚାଲୁଥିଲୁ ତୋ ବାଟରେ
== English ==
Song : Tu Chaluthilu To Batare
Language : Odia
Album : Mun Raja Tu Rani
Singer : Udit Narayan
Lyrics : Malaya Mishra
Music Director : Malaya Mishra
Tu chaluthilu to batare
Mun chaluthilu mo batare
Tu chaluthilu to batare
Mun chaluthilu mo batare
Dekha hela tora mora jeunthi
Mana hajigala seithi seithi
Mana hajigala seithi seithi
Tu chaluthilu to batare
Mun chaluthilu mo batare ॥
Mana chori hue boli
Kahanire shunithili
Tate dekhidela pare
Aape ape bujhigali
Mana chori hue boli
Kahanire shunithili
Tate dekhidela pare
Aape ape bujhigali
To pari jhiatie
Sapanare dekhithili
Kebepuni dekhaheba
Manemane khojuthili
Aakhi sathe akhi hela ekathi
Parilini aau leuti leuti
Parilini aau leuti leuti
Tu chaluthilu to batare
Mun chaluthilu mo batare ॥1॥
Janha hase akashare
Sanja nain galapare
Tu hasuchu mo akhire
Andhare aluare
Ho..janha hase akashare
Sanja nain galapare
Tu hasuchu mo akhire
Andhare aluare
Mana mandire mora
Sajibu tu pujarini
Milanara ilakare
Mun raja tu rani
Khojuchu mun tate jebe jeunthi
Laguchi tu achhu eithi keunthi
Laguchi tu achhu eithi keunthi
Tu chaluthilu to batare
Mun chaluthilu mo batare
Dekha hela tora mora jeunthi
Mana hajigala seithi seithi
Mana hajigala seithi seithi
Mana hajigala seithi seithi
Mana hajigala seithi seithi ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...