Posts

Showing posts with the label ଗିରିଧର ଗମାଙ୍ଗ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ବରଗଛ ଓହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ଖାଉଚି ଘିଅ ପଖାଳ - Baragachha Ohala Aalo Baula Lo Baula Kanhei Khauchi Ghia Pakhala Lyrics

Image
== ଓଡ଼ିଆ == ଭଜନ : ବରଗଛ ଓହଳ ଆଲୋ ବଉଳ ଲୋ ବଉଳ ଭାଷା : ଓଡ଼ିଆ ଆଲବମ : ଦୁଇ ଦିନ ମଣିଷ ଜୀବନ କଣ୍ଠ : ଅଞ୍ଜଳି ମିଶ୍ର ଗୀତିକାର : ଗୁରୁପ୍ରସାଦ ଶତପଥୀ ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗମାଙ୍ଗ ମସିହା : ୨୦୦୮ ବରଗଛ ଓହଳ ବରଗଛ ଓହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ଖାଉଚି ଘିଅ ପଖାଳ କହ୍ନେଇ ଖାଉଚି ଘିଅ ପଖାଳ ବର ଅଠା ବହଳ ବର ଅଠା ବହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ନାଉଚି ଦୟଣା ମାଳ କହ୍ନେଇ ନାଉଚି ଦୟଣା ମାଳ ॥ କାଲି ଭାଙ୍ଗୁଥିଲା ପାଣି ମାଠିଆ ଆଜି ଭଲ ପାଏ ଭୋଗ କୁଡ଼ୁଆ କାଲି ଧାଉଁଥିଲା ଗୋପୀ ପଛରେ ଆଜି ଅଚଳ ଲୋ ପାପୀ ଆଗରେ ଗୋପପୁରେ କରୁଥିଲା ଦହି ଯିଏ ଚୋରି ସିଏ ପୁଣି ନିଜ ଘରେ ହୋଇଯାଏ ଚୋରି ଆଲୋ ବଉଳ ଲୋ ବଉଳ କାହ୍ନୁକୁ ଦେଖିଲେ ଲାଗେ ବିକଳ କାହ୍ନୁକୁ ଦେଖିଲେ ଲାଗେ ବିକଳ ॥୧॥   କାଲି ଦେଖୁଥିଲା ଗୋପୀ ଗାଧୁଆ ଆଜି ସ୍ନାନ ତାର ଦେଖେ ଦୁନିଆ କାଲି ମାରୁଥିଲା ଚକ୍ର ବୁଲେଇ ଆଜି ମାରେ ମଜା ପାନକୁ ଖାଇ ଫୁଙ୍କୁଥିଲା ଶଙ୍ଖ ଯିଏ ମହାଭାରତରେ ବାଜି ନାହିଁ ଶଙ୍ଖ ତାର ବଡ଼ଦେଉଳରେ ଆଲୋ ବଉଳ ଲୋ ବଉଳ କହ୍ନେଇ ଜାଣେ ତା ମାୟାର ଖେଳ କହ୍ନେଇ ଜାଣେ ତା ମାୟାର ଖେଳ ବରଗଛ ଓହଳ ବରଗଛ ଓହଳ ଆଲୋ ବଉଳ ଲୋ ବଉଳ କହ୍ନେଇ ଖାଉଚି ଘିଅ ପଖାଳ କହ୍ନେଇ ନାଉଚି ଦୟଣା ମାଳ କାହ୍ନୁକୁ ଦେଖିଲେ ଲାଗେ ବିକଳ କହ୍ନେଇ ଜାଣେ ତା ମାୟାର ଖେଳ ॥୨॥ ବରଗଛ ଓହଳ ଆଲୋ ବଉଳ ଲୋ ବଉଳ: ଅଞ୍ଜଳି ମିଶ୍ର ଙ୍କ କଣ୍ଠରେ, ମଳୟ ମିଶ୍ର, ଗିରିଧର ଗମାଙ୍ଗ ...

ହେ ବରଷା ଟିକେ ରାହିଯା - He Barasa Tike Rahija Lyrics

Image
== ଓଡ଼ିଆ == ଗୀତ : ହେ ବରଷା ଟିକେ ରାହିଯା ଭାଷା : ଓଡ଼ିଆ ଆଲବମ : ପାଟ ଓଢ଼ଣୀ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗମାଙ୍ଗ  ମସିହା : ୨୦୦୮ ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା  ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ ବହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର ଆଜି ମୋ ପ୍ରିୟାର ବାହାଘର ଆଜି ମୋ ପ୍ରିୟାର ବାହାଘର ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଟିକେ ଥମିଯା ॥ ଆଞ୍ଜୁଳି ଚାଉଳ ହାତରେ ଧରି ପ୍ରିୟା ମୋ ଯାଉଚି ସଉଦା କରି ଅ..ଆଞ୍ଜୁଳି ଚାଉଳ ହାତରେ ଧରି ପ୍ରିୟା ମୋ ଯାଉଚି ସଉଦା କରି ବେଦୀରେ ଚାହିଁଛି ସଉଦା ଗର  ହାତ ଧରି ତାର ନେବ ତା' ଘର ଖୁସିରେ କରୁ ସେ ଜୀବନ ସଉଦା  ଖୁସିରେ କରୁ ସେ ଜୀବନ ସଉଦା ବରଷା ଲୋ ରହିଯା ତୁ ରାଣ ମୋହର ଆଜି ମୋ ପ୍ରିୟାର ବାହାଘର ଆଜି ମୋ ପ୍ରିୟାର ବାହାଘର ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଟିକେ ଥମିଯା ॥୧॥ କାଲି ସିନା ଥିଲା ସିଏ ନିଜର ହାତଗଣ୍ଠି ପରେ ହେବ ସେ ପର ହୋ..କାଲି ସିନା ଥିଲା ସିଏ ନିଜର ହାତଗଣ୍ଠି ପରେ ହେବ ସେ ପର ସିନ୍ଥିରେ ଲାଗିଲେ ଟୋପେ ସିନ୍ଦୁର  ପ୍ରିୟା ଭୁଲିଯାଏ ଅତୀତ ତାର ବେଦୀର ନିଆଁରେ ଆଜି ଜଳିଯାଉ ବେଦୀର ନିଆଁରେ ଆଜି ଜଳିଯାଉ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ