Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

== ଓଡ଼ିଆ ==

ଗୀତ : ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ଭାଷା : ଓଡ଼ିଆ
କଣ୍ଠ : ଶାନ୍ତିଲତା ବାରିକ



ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ପାଦପଦ୍ମେ ଅଛି ଭରସି
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ ॥


ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି
ଭକତଙ୍କ ଦୁଃଖୀ-ଜନ-ପ୍ରାଣ
ଯୁଗେ ଯୁଗେ ଶ୍ରୀହରି ଭକତ ଦୁଃଖହାରି
ଭକତଙ୍କ ଦୁଃଖୀ-ଜନ-ପ୍ରାଣ
କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ
କାହା ଦୁଃଖରେ ଦୁଃଖୀ କାହା ସୁଖରେ ସୁଖୀ
ମୋ ପ୍ରାଣ ତାକୁ ସମର୍ପିଛି
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ ॥୧॥


ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି
ସେ ମୋହର ଗତି-ମୁକ୍ତି-ପ୍ରାଣ
ତା ରୂପ ଦେଖି ଶାନ୍ତି ତା ନାମ ଗାଇ ମୁକ୍ତି
ସେ ମୋହର ଗତି-ମୁକ୍ତି-ପ୍ରାଣ
ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି
ଯୁଗ ଯୁଗର ସାଥି ଅଭେଦ ତାର ପ୍ରୀତି
ତା ଛନ୍ଦା ଚରଣେ ମୁଁ ଦାସୀ
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ପୁରୁଷୋତ୍ତମ କ୍ଷେତ୍ରବାସୀ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ନାମ ଗାଇ ଯିବ ମୋ ଦିନ ସରିଯିବ
ତା ପାଦପଦ୍ମେ ଅଛି ଭରସି
ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ
ଶ୍ରୀକ୍ଷେତ୍ରେ ନନେ କ୍ଷେତ୍ରବାସୀ
ପୁରୁଷୋତ୍ତମ କ୍ଷେତ୍ରବାସୀ
ପୁରୁଷୋତ୍ତମ କ୍ଷେତ୍ରବାସୀ ॥୨॥


YouTube ରେ ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ



== English ==

Song : Mo Prabhu Jagannatha Se Je Kamalakanta
Language : Odia
Singer : Shantilata Barik



Mo prabhu Jagannatha se je Kamalakanta
Purusottama khetrabasi
Ta nama gai jiba mo dina sarijiba
Ta nama gai jiba mo dina sarijiba
Ta padapadme achhi bharasi
Mo prabhu Jagannatha se je Kamalakanta
Purusottama khetrabasi ॥


Juge juge shrihari bhakata duhkhahari
Bhakatanka duhkhi-jana-prana
Juge juge shrihari bhakata duhkhahari
Bhakatanka duhkhi-jana-prana
Kaha duhkhare duhkhi kaha sukhare sukhi
Kaha duhkhare duhkhi kaha sukhare sukhi
Mo prana taku samarpichhi
Mo prabhu Jagannatha se je Kamalakanta
Purusottama khetrabasi ॥1॥


Ta rupa dekhi shanti ta nama gai mukti
Se mohara gati-mukti-prana
Ta rupa dekhi shanti ta nama gai mukti
Se mohara gati-mukti-prana
Juga jugara sathi abheda tara priti
Juga jugara sathi abheda tara priti
Ta chhanda charane mun dasi
Mo prabhu Jagannatha se je Kamalakanta
Purusottama khetrabasi
Ta nama gai jiba mo dina sarijiba
Ta nama gai jiba mo dina sarijiba
Ta padapadme achhi bharasi
Mo prabhu Jagannatha se je Kamalakanta
Shrikhetre nane khetrabasi
Purusottama khetrabasi
Purusottama khetrabasi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ମତାମତ ପାଇଁ ଅନେକ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍‌

      Delete
  2. Very nice jay jagannath

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ ।

      - ଦି ସ୍ମରଣିକା ଟିମ୍‌

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ