Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା - Muskil he jina tere bina muskil he jina Lyrics

ଫିଲ୍ମଗୀତ: ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ଭାଷା: ଓଡ଼ିଆ 
ଚଳଚିତ୍ର: ଅଜବ ସଞ୍ଜୁର ଗଜବ ଲଭ୍ 
କଣ୍ଠ: ବାବୁସାନ୍, ଦିପ୍ତୀରେଖା 
ଗୀତିକାର: ସୁବ୍ରତ ସ୍ଵାଇଁ  
ସଙ୍ଗୀତ ନିର୍ଦ୍ଦେଶକ: ପ୍ରେମାନନ୍ଦ 


== ଓଡ଼ିଆ ==

(ପୁ)
ଓଠ ତୋର ମଧୁଶାଳା ମିଠା ମିଠା ମହୁ ଝରା
ମହୁ ବିନା ପ୍ରଜାପତି ରହି ପାରେନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
(ଝି)
ଆଖି ତୋର ସ୍ଵପ୍ନ ଝରା ତୋଫା ତୋଫା ଜହ୍ନ ତାରା
ଜହ୍ନ ବିନା ରାତି ଜମା ସୋଇ ପାରେନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
(ପୁ)
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ॥୧॥


(ପୁ)
ପ୍ରଥମ ଦେଖାରୁ ତୁ
ଯୁଆଡ଼େ ଯାଉଚି ମୁଁ
ରେଶମି ସୂତାରେ ମୋତେ ଧୀରେ ଧୀରେ
ପାଖକୁ ଟାଣୁଛୁ ତୁ
(ଝି)
ପ୍ରଥମ ଚିହ୍ନାରୁ ତୁ
ଆନମନା ଭାରି ମୁଁ
ଅଜଣାରେ କେବେ ଆସିଯାଉ ଯେବେ
ଚମକି ପଡ଼ୁଛି ମୁଁ
(ପୁ)
ଚାହାଁଣୀରେ ହୀରା ମୋତି
ଚାହିଁ ଚାହିଁ ସରେ ରାତି
ମୋତି ବିନା ଶାମୁକାତ ରହିପାରେନା..
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
(ଝି)
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ॥୨॥


(ପୁ)
ହୋ...ହୋ...ହୋ…

(ଝି)
ପ୍ରଥମ ଛୁଆଁରୁ ତୁ
ପ୍ରେମରେ ଭିଯୁଛି ମୁଁ
ସଞ୍ଜ କି ସକାଳ ଭାବନାରେ ତୋର
ବତୁରି ଯାଉଛି ମୁଁ
(ପୁ)
ନିଜର ଲାଗୁଛୁ ତୁ
ନିଶ୍ଵାସରେ ଅଛୁ ତୁ 
ତୋରି ଭିତରେ ତୋ ଚାରିପାଖରେ
ଅଟକି ଯାଉଛି ମୁଁ
(ଝି)
ପ୍ରେମ ତୋର ଛିଟା ଛିଟା
ଲାଗେ ଭାରି ମିଠା ମିଠା
ପ୍ରେମ ବିନା ପୃଥିବୀଟା ରହିପାରେନା..
ମୁସ୍କିଲ୍ ହେ ଜୀନା ତେରେ ବିନା ମୁସ୍କିଲ୍ ହେ ଜୀନା
(ପୁ)
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
(ଝି+ପୁ)
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା
ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା ॥୩॥ 
   
   
YouTube re ମୁସ୍କିଲ୍ ହେ ଜିନା ତେରେ ବିନା ମୁସ୍କିଲ୍ ହେ ଜିନା



== English ==

(M)
Otha tora madhushala mitha mitha mahu jhara
Mahu bina prajapati rahi parena
Muskil he jeena tere bina muskil he jeena
Muskil he jeena tere bina mushkil he jeena
(F)
Akhi tora swapna jhara topha topha janha tara
Janha bina rati jama soi parena
Muskil he jeena tere bina muskil he jeena
Muskil he jeena tere bina muskil he jeena
(M)
Muskil he jeena tere bina muskil he jeena
Muskil he jeena tere bina muskil he jeena ॥1॥


(M)
Prathama dekharu tu
Juade jauchi mun
Reshami sutare mote dhire dhire pakhaku tanuchhu tu
(F)
Prathama chihnaru tu
Anamana bhari mun
Ajanare kebe asijau jebe
Chamaki paduchhi mun
(M)
Chahanire hira moti
Chahin chahin sare rati
Moti bina shamuka ta rahiparena..
Muskil he jeena tere bina muskil he jeena
Muskil he jeena tere bina muskil he jeena
(F)
Mushkil he jeena tere bina muskil he jeena
Mushkil he jeena tere bina muskil he jeena ॥2॥


(M)
Ho...ho...ho…

(F)
Prathama chhuanru tu
Premare bhijuchhi mun
Sanja ki sakala bhabanare tora baturi jauchhi mun
(M)
Nijara laguchhu tu
Niswasare achhu tu
Tori bhitare to charipakhare
Ataki jauchhi mun
(F)
Prema tora chhita chhita
Lage bhari mitha mitha
Prema bina pruthibita rahiparena..
Muskil he jeena tere bina muskil he jeena
(M)
Muskil he jeena tere bina muskil he jeena
(F+M)
Muskil he jeena tere bina muskil he jeena
Muskil he jeena tere bina muskil he jeena ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ