ତୋ ଦିଲ୍ ମୋ ଆଶିୟାନା (ଚୁପି ଚୁପି ଆସି ସପନରେ ମୋର) - To dil mo ashiyana (Chupi chupi asi sapanare mora) Lyrics
ଭାଷା: ଓଡ଼ିଆ
କଣ୍ଠ: ସବିଶେଷ ମିଶ୍ର, ଅସୀମା ପଣ୍ଡା
ଗୀତିକାର: ମୃତ୍ୟୁଞ୍ଜୟ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ: ସୁଶୀଲ ଦଳାଇ
== ଓଡ଼ିଆ ==
(ଝି)
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ଚୁପି ଚୁପି ଆସି ସପନରେ ମୋର
କଲୁ ମତେ କିମିଆ
ଯଦି କେହି ମୋତେ ନାଁ ପଚାରୁଚି
କହିଦିଏ ତୋର ନାଁ
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ଗୁମ୍ ସୁମ୍ ଗୁମ୍ ସୁମ୍ ମନ ମୋର,
କିଛି ବୁଝେନା
ଦୂରେଥା ତୁ ସାଥି ମୋର,
ପାଖେ ଆସନା
ଗୁମ୍ ସୁମ୍ ଗୁମ୍ ସୁମ୍ ମନ ମୋର,
କିଛି ବୁଝେନା
ଦୂରେଥା ତୁ ସାଥି ମୋର,
ପାଖେ ଆସନା
(ପୁ)
କେତେ ଭଲ ପାଏରେ ତୋତେ ନାହିଁ ଅଜଣା,
କରୁକାହିଁ ମିଛେ ବାହାନା
ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା
ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା
(ଝି)
ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା
ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା ॥୧॥
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
(ଝି)
ସହି ପାରୁନି ଦୂରତା ହାଏ,
ତୋତେ ଦେଖି ମୋ ପାଖରେ
ଥରେ ଇଶାରା କରିଦେ ତୋତେ,
ଛୁଇଁଦେବି ନିରୋଳାରେ
ସହି ପାରୁନି ଦୂରତା ହାଏ,
ତୋତେ ଦେଖି ମୋ ପାଖରେ
ଥରେ ଇଶାରା କରିଦେ ତୋତେ,
ଛୁଇଁଦେବି ନିରୋଳାରେ
(ପୁ)
ଛୁଇଁ ତୋତେ ମୁଁ ଥରେ
ପାଇଗଲି ପାଉଣା
ଫିକାପଡ଼ିଲା ତୋ ବାହାନା
ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା
ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା
(ଝି)
ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା
ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା ॥୨॥
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
ହୁଁ..ଉଁ..ଉଁ..ଉଁ
(ଝି)
ଆଖି ତୋର କିଛି କଥା,
କହେ ମୋତେ ଇଶାରାରେ
ଇଚ୍ଛା ହୁଏ ଭିଜିବାକୁ ମୋତେ,
ତୋ ପ୍ରେମର ଦରିଆରେ
ଆଖି ତୋର କିଛି କଥା,
କହେ ମୋତେ ଇଶାରାରେ
ଇଚ୍ଛା ହୁଏ ଭିଜିବାକୁ ମୋତେ,
ତୋ ପ୍ରେମର ଦରିଆରେ
(ପୁ)
ତୋତେ ପାଇ ପାଖରେ,
ଭୁଲିଲି ମୁଁ ଠିକଣା
ଆଉ ଭୁଲିଗଲି ନିଜ ନାଁ
ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା
ତୋ ଦିଲ୍ ମୋ ଆଶିୟାନା ମୁଁ ଦିୱାନା
(ଝି)
ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା
ମୋ ଦିଲ୍ ତୋ ଆଶିୟାନା ତୁ ଦିୱାନା ॥୩॥
YouTube ରେ ତୋ ଦିଲ୍ ମୋ ଆଶିୟାନା (ଚୁପି ଚୁପି ଆସି ସପନରେ ମୋର)
== English ==
(F)
Hun..un..un..un
Hun..un..un..un
Chupi chupi asi sapanare mora
Kalu mate kimia
adi kehi mote nan pacharuchi
Kahidie tora nan
Hun..un..un..un
Hun..un..un..un
Gum sum gum sum mana mora,
Kichhi bujhena
Duretha tu sathi mora,
Pakhe asana
Gum sum gum sum mana mora,
Kichhi bujhena
Duretha tu sathi mora,
Pakhe asana
(M)
Kete bhala paere tote nahin ajana,
Karukahin michhe bahana
To dil mo ashiyana mun diwana
To dil mo ashiyana mun diwana
(F)
Mo dil to ashiyana tu diwana
Mo dil to ashiyana tu diwana ॥1॥
Hun..un..un..un
Hun..un..un..un
Hun..un..un..un
Hun..un..un..un
(F)
Sahi paruni durata hae,
Tote dekhi mo pakhare
Thare ishara karide tote,
Chhuindebi nirolare
Sahi paruni durata hae,
Tote dekhi mo pakhare
Thare ishara karide tote,
Chhuindebi nirolare
(M)
Chhuin tote mun thare
Paigali pauna
Phikapadila to bahana
To dil mo ashiyana mun diwana
To dil mo ashiyana mun diwana
(F)
Mo dil to ashiyana tu diwana
Mo dil to ashiyana tu diwana ॥2॥
Hun..un..un..un
Hun..un..un..un
Hun..un..un..un
Hun..un..un..un
(F)
Akhi tora kichhi katha,
Kahe mote isharare
Ichha hue bhijibaku mote,
To premara dariare
Akhi tora kichhi katha,
Kahe mote isharare
Ichha hue bhijibaku mote,
To premara dariare
(M)
Tote pai pakhare,
Bhulili mun thikana
Aau bhuligali nija nan
To dil mo ashiyana mun diwana
To dil mo ashiyana mun diwana
(F)
Mo dil to ashiyana tu diwana
Mo dil to ashiyana tu diwana ॥3॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...