Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହେ ବନ୍ଧୁ ହେ ବନ୍ଧୁ ବିଦାୟ - He bandhu he bandhu bidaya Lyrics

ଗୀତ: ହେ ବନ୍ଧୁ ହେ ବନ୍ଧୁ ବିଦାୟ 
ଭାଷା: ଓଡ଼ିଆ
କଣ୍ଠ: କୁମାର ବାପି  
ଗୀତିକାର: ଶ୍ରୀକାନ୍ତ ଗୌତମ  
ସଂଗୀତ ନିର୍ଦ୍ଦେଶକ: ଶାନ୍ତିରାଜ୍ ଖୋଶଲା
  

== ଓଡ଼ିଆ ==

ହେ ବନ୍ଧୁ ହେ ବନ୍ଧୁ
ବିଦାୟ...
ହେ ବନ୍ଧୁ ହେ ବନ୍ଧୁ
ବିଦାୟ…

ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଚି
ଯାହା ଦୁଃଖ ଦେଲ ସାଥିରେ ନଉଚି
ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଚି
ଯାହା ଦୁଃଖ ଦେଲ ସାଥିରେ ନଉଚି

ସ୍ଵର୍ଗଦ୍ଵାରେ ହବ ଦାହ
ସିଂହଦ୍ଵାରୁ ଘେନ ମୋ ଶେଷ ପ୍ରଣାମ 
ଓଁ ନମଃ ଭଗବତେ ବାସୁଦେବାୟ 
ଓଁ ନମଃ ଭଗବତେ ବାସୁଦେବାୟ
ହେ ବନ୍ଧୁ ହେ ବନ୍ଧୁ
ବିଦାୟ...
ହେ ବନ୍ଧୁ ହେ ବନ୍ଧୁ
ବିଦାୟ… ॥


ବାଟ ଚାଲୁ ଚାଲୁ ସରିଗଲା କେବେ
ପାରିଲିଣି ଟିକେ ଜାଣି
କହିବାକୁ ଥିଲା କେତେ କଥା ବନ୍ଧୁ
ବାକି ରହିଗଲା ପୁଣି
ତମ କଥା ବନ୍ଧୁ ମନେ ପଡ଼ିଗଲା
ଜୀବନଟା ଯାଉ ଯାଉ
କିଏ ଜାଣେ କେବେ ପୁଣି ଦେଖା ହବ
କଉ ଜନମରେ ଆଉ

କଥାଥିଲା ତମ ପାଖୁ ନେଇଯିବ
ଏ ଭବ ସାଗରୁ ପାରିକରିଦେବ
ସରିଗଲା ମୋ ସମୟ
ଏ ଘନ କାଳରେ କାହିଁ ଗଲ ବନ୍ଧୁ
ଓଁ ନମଃ ଭଗବତେ ବାସୁଦେବାୟ 
ଓଁ ନମଃ ଭଗବତେ ବାସୁଦେବାୟ
ହେ ବନ୍ଧୁ ହେ ବନ୍ଧୁ
ବିଦାୟ...
ହେ ବନ୍ଧୁ ହେ ବନ୍ଧୁ
ବିଦାୟ… ॥୧॥


ତମ ସାଥେ ବନ୍ଧୁ କରିଥିଲି ଭାବ
ଶେଷ ଦରଶନ ପାଇଁ
ଇଚ୍ଛା ଥିଲା ବନ୍ଧୁ ତମ ହାତ ଧରି
ବଇକୁଣ୍ଠ ଯିବା ପାଇଁ
ସ୍ଵର୍ଗଦ୍ଵାର ଯାଏଁ ବାଟ ମୁଁ ଦେଖିଚି
ଯାଇନାହିଁ ତା ଆଗକୁ
ଯାଉ ଯାଉ ଦେଖେ କୁଆଡ଼େ ଯାଉଚି
ସରଗକୁ ନା ନର୍କକୁ

ଗଲା ଜନମର କରମ ଯୋଡ଼ିବ
ଏଇ ଜନମର କରମ ଫେଡ଼ିବ
ନିକିତିରେ ତଉଲିବ
ଉଣା ହେଲେ କିଛି ଯୋଡ଼ିଦବ ବନ୍ଧୁ           
ଓଁ ନମଃ ଭଗବତେ ବାସୁଦେବାୟ 
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ ॥୨॥ 


YouTube ରେ ହେ ବନ୍ଧୁ ହେ ବନ୍ଧୁ ବିଦାୟ



== English ==

He bandhu he bandhu
Bidaya...
He bandhu he bandhu
Bidaya...

Jaha sukha dela chhadi mun jauchi
Jaha duhkha dela sathire nauchi
Jaha sukha dela chhadi mun jauchi
Jaha duhkha dela sathire nauchi

Swargadware haba daha
Singhadwaru ghena mo shesa pranama
Om namah bhagavate vasudevaya
Om namah bhagavate vasudevaya
He bandhu he bandhu
Bidaya...
He bandhu he bandhu
Bidaya… ॥


Bata chalu chalu sarigala kebe
Parilini tikie jani
Kahibaku thila kete katha bandhu
Baki rahigala puni
Tama katha bandhu mane padigala
Jibana ta jau jau
Kie jane kebe puni dekha haba
Kau janamare aau

Kathathila tama pakhu neijiba
E bhaba sagaru parikaridaba
Sarigala mo samaya
E ghana kalare kahin gala bandhu
Om namah bhagavate vasudevaya
Om namah bhagavate vasudevaya
He bandhu he bandhu
Bidaya...
He bandhu he bandhu
Bidaya… ॥1॥


Tama sathe bandhu karithili bhaba
Shesa darashana pain
Ichha thila bandhu tama hata dhari
Baikuntha jiba pain
Swargadwara jaen bata mun dekichi
Jainahin ta agaku
Jau jau dekhe kuade jauchi
Saragaku na narkaku

Gala janamara karama jodiba
Ei janamara karama phediba
Nikitire tauliba
Una hele kichhi jodidaba bandhu
Om namah bhagavate vasudevaya
Om namah bhagavate vasudevaya
Om namah bhagavate vasudevaya
Om namah bhagavate vasudevaya ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଖୁବ ସୁନ୍ଦର, ଧନବାଦ ଜଣେଇବି, ଏ ଭଜନ ଟି ଖୋଜୁଥିଲି

    ReplyDelete
  2. ପ୍ରାଚୀପ୍ରିୟାMarch 7, 2019 at 8:27 PM

    ମୋ ପ୍ରିୟ ଭଜନ। ଜୟ ଜଗନ୍ନାଥ

    ReplyDelete
    Replies
    1. ବହୁତ ଧନ୍ୟବାଦ ପ୍ରାଚୀପ୍ରିୟା

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on kala manikare dhire ghena lyrics odia: “Dankuni”

The Smaranika commented on e jibana jaubana sabu para lyrics odia: “ଅଶେଷ ଧନ୍ୟବାଦ । ଆଉ କେଉଁ ଗୀତ ଆପଣଙ୍କ ପସନ୍ଦ କମେଣ୍ଟ କରି ଜଣାଇବେ ।- "ଦି ସ୍ମରଣିକା" ଟିମ୍”

Anonymous commented on e jibana jaubana sabu para lyrics odia: “Jay Jagannath ”

Anonymous commented on kala manikare dhire ghena lyrics odia: “Dhire ghena kanana re krushna bilambita ra meaning in idia”

The Smaranika commented on olata brukhe kheluchhi lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

indiramishra commented on olata brukhe kheluchhi lyrics odia: “Beautiful song, ହୃଦୟସ୍ପର୍ଶୀ ଖୁବ ମର୍ମ ସ୍ପର୍ଶୀ ”

Anonymous commented on mangale ailaa usha lyrics odia: “Mata Sita nka darshana pain kie apekhya karichhi?”

Anonymous commented on kala manikare dhire ghena lyrics odia: “ପଶିବଇଁ ଶବ୍ଦର ଅର୍ଥ କ'ଣ?”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ