Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ତ ବଡ଼ ଦେଉଳର ପାରାରେ - Mun ta bada deulara parare Lyrics

ଗୀତ: ମୁଁ ତ ବଡ଼ ଦେଉଳର ପାରାରେ 
ଭାଷା: ଓଡ଼ିଆ
କଣ୍ଠ: ଭିକାରି ବଳ  
ଗୀତିକାର: ଶୀର୍ଷାନନ୍ଦ କାନୁନଗୋ     
ସଂଗୀତ ନିର୍ଦ୍ଦେଶକ: ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ   


== ଓଡ଼ିଆ ==

ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା

ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର
ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର
ମୁଁ ତ ବଡ଼ ଦେଉଳର ପାରାରେ
ସାହା ମୋର କାଳିଆ ପରା
ମୁଁ ତ ବଡ଼ ଦେଉଳର ପାରାରେ
ନୀଳଚକ୍ର ମୋର ଆଶରା ॥୧॥ 


ଭୋକ ଲାଗି ଦକ ନାହିଁ ତ ମୋହର
ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି
ଅବଢ଼ା ତୋରାଣି ପିଉଥାଏ ପୁଣି
ଶୁଖିଗଲେ ମୋର ତଣ୍ଟି

ଭୋକ ଲାଗି ଦକ ନାହିଁ ତ ମୋହର
ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି
ଅବଢ଼ା ତୋରାଣି ପିଉଥାଏ ପୁଣି
ଶୁଖିଗଲେ ମୋର ତଣ୍ଟି

ଯେଉଁ ଅବଢ଼ାର..
ଯେଉଁ ଅବଢ଼ାର କଣିକାଏ ପାଇଁ
ବାଇଆ ଜଗତ ସାରାରେ..
ମୁଁ ତ ବଡ଼ ଦେଉଳର ପାରାରେ, 
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ, 
ନୀଳଚକ୍ର ମୋର ଆଶରା ॥୨॥


କେତେ ସାଧୁ ସନ୍ଥ ବୈଷ୍ଣବ ଭକତ
ଦର୍ଶନ କରଇ ମୁହିଁ
ଦେଉଳେ ଦେଉଳେ ଘୁମୁରି ବୁଲଇ
ଜଗନ୍ନାଥ ନାମ ଗାଇ

କେତେ ସାଧୁ ସନ୍ଥ ବୈଷ୍ଣବ ଭକତ
ଦର୍ଶନ କରଇ ମୁହିଁ
ଦେଉଳେ ଦେଉଳେ ଘୁମୁରି ବୁଲଇ
ଜଗନ୍ନାଥ ନାମ ଗାଇ     

ସାତ ବୈକୁଣ୍ଠ..
ସାତ ବୈକୁଣ୍ଠ ଚଉଦ ବ୍ରହ୍ମାଣ୍ଡ
ସବୁ ଏହି ଠାରେ ପରାରେ..
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ॥୩॥


ବାରମାସେ ତେର ଯାତରା ଦେଖଇ
ଦେଉଳ ବେଢ଼ାରେ ଥାଇ
ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର
ମଣିଷଠୁ ସୁଖୀ ମୁହିଁ

ବାରମାସେ ତେର ଯାତରା ଦେଖଇ
ଦେଉଳ ବେଢ଼ାରେ ଥାଇ
ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର
ମଣିଷଠୁ ସୁଖୀ ମୁହିଁ

କେଉଁ ପୂଣ୍ୟବଳେ..
କେଉଁ ପୂଣ୍ୟବଳେ ଜନମ ନେଇ ମୁଁ
ହୋଇଛି ଶ୍ରୀକ୍ଷେତ୍ର ପାରାରେ..
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ॥୪॥

ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର
ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର..

ମୁଁ ତ ବଡ଼ ଦେଉଳର ପାରାରେ,     
ସାହା ମୋର କାଳିଆ ପରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ରେ..
ସାହା ମୋର କାଳିଆ ପରା ରେ..
ନୀଳଚକ୍ର ମୋର ଆଶରା ରେ..         
ସାହା ମୋର କାଳିଆ ପରା ॥


YouTube ରେ ମୁଁ ତ ବଡ଼ ଦେଉଳର ପାରାରେ



== English ==

Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara

Khara barasaku nahin mora dara,
Deula upare mohari ghara
Khara barasaku nahin mora dara,
Deula upare mohari ghara
Mun ta bada deulara parare
Saha mora kalia para
Mun ta bada deulara parare
Nilachakra mora ashara ॥1॥


Bhoka lagi daka nahin ta mohara
Nirmalya khae mun khunti
Abadha torani piuthae puni
Shukhigale mora tanti

Bhoka lagi daka nahin ta mohara
Nirmalya khae mun khunti
Abadha torani piuthae puni
Shukhigale mora tanti

Jeun abadhara..
Jeun abadhara kanikae pain
Baia jagata sarare..
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara ॥2॥ 


Kete sadhu santha baisnaba bhakata
Darsana karai muhin
Deule deule ghumuri bulai
Jagannatha nama gai

Kete sadhu santha baisnaba bhakata
Darsana karai muhin
Deule deule ghumuri bulai
Jagannatha nama gai

Sata baikuntha..
Sata baikuntha chauda brahmanda
Sabu ehi thare parare..
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara ॥3॥


Baramase tera jatara dekhai
Deula bedhare thai
Pakhitie boli duhkha nahin mora
Manisathu sukhi muhin

Baramase tera jatara dekhai
Deula bedhare thai
Pakhitie boli duhkha nahin mora
Manisathu sukhi muhin

Keun punyabale..
Keun punyabale janama nei mun
Hoichhi srikhetra parare..
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara ॥4॥

Khara barasaku nahin mora dara,
Deula upare mohari ghara
Khara barasaku nahin mora dara,
Deula upare mohari ghara..

Mun ta bada deulara parare,
Saha mora kalia para
Mun ta bada deulara parare,
Nilachakra mora ashara re..
Saha mora kalia para re..
Nilachakra mora ashara re..
Saha mora kalia para ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ