ମୁଁ ତ ବଡ଼ ଦେଉଳର ପାରାରେ - Mun ta bada deulara parare Lyrics
ଭାଷା: ଓଡ଼ିଆ
କଣ୍ଠ: ଭିକାରି ବଳ
ଗୀତିକାର: ଶୀର୍ଷାନନ୍ଦ କାନୁନଗୋ
ସଂଗୀତ ନିର୍ଦ୍ଦେଶକ: ଅମରେନ୍ଦ୍ର ମହାନ୍ତି, ସରୋଜ ନନ୍ଦ
== ଓଡ଼ିଆ ==
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର
ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର
ମୁଁ ତ ବଡ଼ ଦେଉଳର ପାରାରେ
ସାହା ମୋର କାଳିଆ ପରା
ମୁଁ ତ ବଡ଼ ଦେଉଳର ପାରାରେ
ନୀଳଚକ୍ର ମୋର ଆଶରା ॥୧॥
ଭୋକ ଲାଗି ଦକ ନାହିଁ ତ ମୋହର
ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି
ଅବଢ଼ା ତୋରାଣି ପିଉଥାଏ ପୁଣି
ଶୁଖିଗଲେ ମୋର ତଣ୍ଟି
ଭୋକ ଲାଗି ଦକ ନାହିଁ ତ ମୋହର
ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି
ଅବଢ଼ା ତୋରାଣି ପିଉଥାଏ ପୁଣି
ଶୁଖିଗଲେ ମୋର ତଣ୍ଟି
ଯେଉଁ ଅବଢ଼ାର..
ଯେଉଁ ଅବଢ଼ାର କଣିକାଏ ପାଇଁ
ବାଇଆ ଜଗତ ସାରାରେ..
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ॥୨॥
କେତେ ସାଧୁ ସନ୍ଥ ବୈଷ୍ଣବ ଭକତ
ଦର୍ଶନ କରଇ ମୁହିଁ
ଦେଉଳେ ଦେଉଳେ ଘୁମୁରି ବୁଲଇ
ଜଗନ୍ନାଥ ନାମ ଗାଇ
କେତେ ସାଧୁ ସନ୍ଥ ବୈଷ୍ଣବ ଭକତ
ଦର୍ଶନ କରଇ ମୁହିଁ
ଦେଉଳେ ଦେଉଳେ ଘୁମୁରି ବୁଲଇ
ଜଗନ୍ନାଥ ନାମ ଗାଇ
ସାତ ବୈକୁଣ୍ଠ..
ସାତ ବୈକୁଣ୍ଠ ଚଉଦ ବ୍ରହ୍ମାଣ୍ଡ
ସବୁ ଏହି ଠାରେ ପରାରେ..
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ॥୩॥
ବାରମାସେ ତେର ଯାତରା ଦେଖଇ
ଦେଉଳ ବେଢ଼ାରେ ଥାଇ
ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର
ମଣିଷଠୁ ସୁଖୀ ମୁହିଁ
ବାରମାସେ ତେର ଯାତରା ଦେଖଇ
ଦେଉଳ ବେଢ଼ାରେ ଥାଇ
ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର
ମଣିଷଠୁ ସୁଖୀ ମୁହିଁ
କେଉଁ ପୂଣ୍ୟବଳେ..
କେଉଁ ପୂଣ୍ୟବଳେ ଜନମ ନେଇ ମୁଁ
ହୋଇଛି ଶ୍ରୀକ୍ଷେତ୍ର ପାରାରେ..
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ॥୪॥
ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର
ଖରା ବରଷାକୁ ନାହିଁ ମୋର ଡର,
ଦେଉଳ ଉପରେ ମୋହରି ଘର..
ମୁଁ ତ ବଡ଼ ଦେଉଳର ପାରାରେ,
ସାହା ମୋର କାଳିଆ ପରା
ମୁଁ ତ ବଡ଼ ଦେଉଳର ପାରାରେ,
ନୀଳଚକ୍ର ମୋର ଆଶରା ରେ..
ସାହା ମୋର କାଳିଆ ପରା ରେ..
ନୀଳଚକ୍ର ମୋର ଆଶରା ରେ..
ସାହା ମୋର କାଳିଆ ପରା ॥
YouTube ରେ ମୁଁ ତ ବଡ଼ ଦେଉଳର ପାରାରେ
== English ==
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara
Khara barasaku nahin mora dara,
Deula upare mohari ghara
Khara barasaku nahin mora dara,
Deula upare mohari ghara
Mun ta bada deulara parare
Saha mora kalia para
Mun ta bada deulara parare
Nilachakra mora ashara ॥1॥
Bhoka lagi daka nahin ta mohara
Nirmalya khae mun khunti
Abadha torani piuthae puni
Shukhigale mora tanti
Bhoka lagi daka nahin ta mohara
Nirmalya khae mun khunti
Abadha torani piuthae puni
Shukhigale mora tanti
Jeun abadhara..
Jeun abadhara kanikae pain
Baia jagata sarare..
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara ॥2॥
Kete sadhu santha baisnaba bhakata
Darsana karai muhin
Deule deule ghumuri bulai
Jagannatha nama gai
Kete sadhu santha baisnaba bhakata
Darsana karai muhin
Deule deule ghumuri bulai
Jagannatha nama gai
Sata baikuntha..
Sata baikuntha chauda brahmanda
Sabu ehi thare parare..
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara ॥3॥
Baramase tera jatara dekhai
Deula bedhare thai
Pakhitie boli duhkha nahin mora
Manisathu sukhi muhin
Baramase tera jatara dekhai
Deula bedhare thai
Pakhitie boli duhkha nahin mora
Manisathu sukhi muhin
Keun punyabale..
Keun punyabale janama nei mun
Hoichhi srikhetra parare..
Mun ta bada deulara parare,
Nilachakra mora ashara
Mun ta bada deulara parare,
Nilachakra mora ashara ॥4॥
Khara barasaku nahin mora dara,
Deula upare mohari ghara
Khara barasaku nahin mora dara,
Deula upare mohari ghara..
Mun ta bada deulara parare,
Saha mora kalia para
Mun ta bada deulara parare,
Nilachakra mora ashara re..
Saha mora kalia para re..
Nilachakra mora ashara re..
Saha mora kalia para ॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...