ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ - Shrabanare Shrabana Megha Anibu Lyrics
ଗୀତ : ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ଭାଷା : ଓଡ଼ିଆ
ଆଲବମ : ସେଇ ଝିଅଟି
କଣ୍ଠ : ଉଦିତ ନାରାୟଣ
ଗୀତିକାର : ନିଜାମ୍
ସଂଗୀତ ନିର୍ଦ୍ଦେଶକ : ପୂର୍ଣ୍ଣ ଖୁଣ୍ଟିଆ
ମସିହା : ୨୦୦୯
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଭିଜିବାକୁ ହାଏରେ ସେ ଭଲ ପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ ॥୧॥
ତା ଆଖିରେ ଟିକେ ଖୁସି ଦେଖିବାକୁ
କେତେ କଥା ମନେ ପଡ଼େ ଭାବିବାକୁ
ଭାରି ସେ ଅବୁଝା ବୁଝେ ନାହିଁ କିଛି
ଆଜି ଯାଏଁ ତାକୁ ପାରିଲିନି ବୁଝି
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇ ଦବୁ
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇ ଦବୁ
ରଙ୍ଗ ଖେଳିବାକୁ ସେ ଭଲପାଏ
ତା ରଙ୍ଗରେ ମତେ ସେ ରଙ୍ଗେଇ ଦିଏ
ତା ଆଖିରେ ତା ଓଠରେ ହସ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ ॥୨॥
ଅସରନ୍ତି ଆଶା ହଜାରେ ସପନ
ଆଖିତାର ନଈ ଆକାଶ ତା ମନ
ହେ.. ମନ ମାନି ଥିଲେ ସେ ଅତି ନିଜର
ମନେ ରାଗ ଥିଲେ ନୁହେଁ ସେ କାହାର
ରଜନୀ ଲୋ ରଜନୀ ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
ରଜନୀ ଲୋ ରଜନୀ ଜହ୍ନ ଆଣିବୁ
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦବୁ
ହାତେ ଜହ୍ନ ପାଇଲେ ସେ ହବ ଖୁସି
ଖୁସି ହେଲେ ମତେ ସେ ଚାହିଁବ ହସି
ସେ ହସିଲେ ମୁଁ ହସିବି ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
ଭିଜିବାକୁ ହାଏରେ ସେ ଭଲ ପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
ହୁଁହୁଁ..ହୁଁହୁଁ..ହୁଁହୁଁ..ହୁଁ..ହୁଁହୁଁ..ହୁଁହୁଁ..ହୁଁ
ଲାଲ୍ଲା..ଲାଲା..ଲାଲାଲା..ଲାଲା..ଲାଲା..ଲା
ହୁଁହୁଁହୁଁ..ହୁଁହୁଁ..ହୁଁହୁଁ..ହୁଁ..ହୁଁହୁଁ..ହୁଁହୁଁ..ହୁଁ.. ॥୩॥
== English ==
Song : Shrabanare Shrabana Megha Anibu
Language : Odia
Album : Sei Jhiati
Singer : Udit Narayan
Lyricist : Nizam
Music Director : Purnna Khuntia
Year : 2009
Shrabanare shrabana megha anibu
Se meghare priyaku bhijei dabu
Shrabanare shrabana megha anibu
Se meghare priyaku bhijei dabu
Bhijibaku haere se bhalapae
Khusi hele premare mate bhijae
Se bhijile mun bhijibi tu dekhibu
Shrabanare shrabana megha anibu
Se meghare priyaku bhijei dabu ॥1॥
Ta akhire tike khusi dekhibaku
Kete kathe mane pade bhabibaku
Bhari se abujha bujhe nahin kichhi
Aji jaen taku parilini bujhi
Phagunare phaguna ranga anibu
Se rangare Priyaku rangei dabu
Phagunare phaguna ranga anibu
Se rangare Priyaku rangei dabu
Ranga khelibaku se bhalapae
Ta rangare mate se rangei die
Ta akhire ta othare hasa dekhibu
Shrabanare shrabana megha anibu
Se meghare priyaku bhijei dabu ॥2॥
Asaranti asha hajare sapana
Akhitara nai akasha ta mana
He.. mana mani thile se ati nijara
Mane raga thile nuhen se kahara
Rajani lo rajani janha anibu
Se janhaku mo priya hatare dabu
Rajani lo rajani janha anibu
Se janhaku mo priya hatare dabu
Hate janha paile se heba khusi
Khusi hele mate se chahinba hasi
Se hasile mun hasibi tu dekhibu
Shrabanare shrabana megha anibu
Se meghare priyaku bhijei dabu
Shrabanare shrabana megha anibu
Se meghare priyaku bhijei dabu
Bhijibaku haere se bhalapae
Khusi hele premare mate bhijae
Se bhijile mun bhijibi tu dekhibu
Shrabanare shrabana megha anibu
Hunhun..hunhun..hunhun..hun..hunhun..hunhun..hun
Lalla..lala..lalala..lala..lala..la
Hunhunhun..hunhun..hunhun..hun..hunhun..hunhun..hun.. ॥3॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...