Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଛଅ ଖଣ୍ଡ କାଠରେ ହେବ ସବାରୀ - Chha khanda kathare heba sabari Lyrics

== ଓଡ଼ିଆ ==

ଗୀତ : ଛଅ ଖଣ୍ଡ କାଠରେ ହେବ ସବାରୀ
ଭାଷା : ଓଡ଼ିଆ
କଣ୍ଠ : ଅନୁରାଧା ପୌଡ଼ୱାଲ
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ



ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି

ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି..
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି ॥ 


ଯଉତୁକ ନେବିନାହିଁ ଖାଲି ହାତେ ଯିବି ମୁହିଁ
ସାଙ୍ଗ ସାଥୀ ବାପା ଭାଇ ଛାଡ଼ିଯିବି ଏକାହୋଇ
ଛାଡ଼ି ଯିବି ଏକାହୋଇ
ଅଫେରା ସବାରୀ ମୋ ଚାଲିବ ଥିରି
ସେଇ ସବାରୀରେ ମୁଁ ଯିବି ସେପାରି
ଅଫେରା ସବାରୀ ମୋ ଚାଲିବ ଥିରି
ସେଇ ସବାରୀରେ ମୁଁ ଯିବି ସେପାରି

ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି..
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି ॥୧॥ 


ଯେତିକି ମୋ ଥିବ ପୂନ୍ୟ ସେପାରିରେ ସେଇ ଧନ
ଭେଟି ଦେବି ସେ ଧନକୁ ମୋ ପରମ ପୁରୁଷକୁ
ମୋ ପରମ ପୁରୁଷକୁ
ମିଛ ଦୁନିଆରେ ସେ ସତ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି
ମିଛ ଦୁନିଆରେ ସେ ସତ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି

ଅଗଣା ତୋର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି..
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି ॥୨॥
 

YouTube ରେ ଛଅ ଖଣ୍ଡ କାଠରେ ହେବ ସବାରୀ



== English ==

Bhajan : Chha Khanda Kathare Heba Sabari
Language : Odia
Singer : Anuradha Paudwal
Music Director : Saroj Nanda



Chha khanda kathare heba sabari
Sei sabarire mun jibi separi
Chha khanda kathare heba sabari
Sei sabarire mun jibi separi

Agana ghara danda duara tapi galapare
Sabu khela jiba mora sari..
Chha khanda kathare heba sabari
Sei sabarire mun jibi separi ॥


Jautuka nebinahin khali hate jibi muhin
Sanga sathi bapa bhai chhadijibi ekahoi
Chhadi jibi ekahoi
Aphera sabari mo chaliba thiri
Sei sabarire mun jibi separi
Aphera sabari mo chaliba thiri
Sei sabarire mun jibi separi

Agana ghara danda duara tapi galapare
Sabu khela jiba mora sari..
Chha’khanda kathare heba sabari
Sei sabarire mun jibi separi ॥1॥


Jetiki mo thiba punya separire sei dhana
Bheti debi se dhanaku mo parama purushaku
Mo parama purushaku
Micha duniare se sata sabari
Sei sabarire mun jibi separi
Micha duniare se sata sabari
Sei sabarire mun jibi separi

Agana ghara danda duara tapi galapare
Sabu khela jiba mora sari..
Chha khanda kathare heba sabari
Sei sabarire mun jibi separi
Chha khanda kathare heba sabari
Sei sabarire mun jibi separi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଅଖିଳ ନୁହଁ ଅଫେରା ସବାରୀ ହବ

    ReplyDelete
    Replies
    1. ଆଉ ଥରେ ରିଭ୍ୟୁ କରିବୁ । ସମୟ ଲାଗିବ । ମତାମତ ପାଇଁ ଅଶେଷ ଧନ୍ୟବାଦ ଦେବପ୍ରକାଶଜୀ।

      - "ଦି ସ୍ମରଣିକା" ଟିମ୍

      Delete
    2. ଠିକ୍ କରିଦେଇଛୁ । ଧନ୍ୟବାଦ ।

      Delete
  2. ଭେଟିଦେବି ସେ ଧନକୁ ହବ

    ReplyDelete
    Replies
    1. ରିଭ୍ୟୁ କରି ଠିକ୍ କରିବୁ । ସମୟ ଲାଗିବ । ଅଶେଷ ଧନ୍ୟବାଦ ଦେବପ୍ରକାଶଜୀ।

      - "ଦି ସ୍ମରଣିକା" ଟିମ୍

      Delete
    2. ଠିକ୍ କରିଦେଇଛୁ । ଧନ୍ୟବାଦ ।

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ