Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସେଇ ବର୍ଷା ସେଇ ରାତି ମନେ ପଡ଼େ - Sei barsha sei rati mane pade Lyrics

ଗୀତ: ସେଇ ବର୍ଷା ସେଇ ରାତି ମନେ ପଡ଼େ
ଭାଷା : ଓଡ଼ିଆ 
କଣ୍ଠ: ଶାନ୍
ଗୀତିକାର: ଅଲେଖ ବିଶ୍ଵାଳ
ସଙ୍ଗୀତ ନିର୍ଦ୍ଦେଶକ: ପୂର୍ଣ୍ଣ ଖୁଣ୍ଟିଆ 


== ଓଡ଼ିଆ ==

ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ 
ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ

ଅଜଣା ସେ ଅନାମିକା
ଭିଜୁଥିଲା ଏକା ଏକା
ବିଜୁଳିରେ ମୁହଁ ଦେଖି
ହେଇଥିଲୁ ପାଖାପାଖି
ନଜର ନଥିଲା କେଉଁ ଆଡ଼େ

ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ ॥୧॥ 


କିଛି ଲାଜ କିଛି ଡର ମୁଁ ଦେଖିଥିଲି
ଗୋରା ଗୋରା ମୁହେଁ ତାର
କିଛି ଲାଜ କିଛି ଡର ମୁଁ ଦେଖିଥିଲି
ଗୋରା ଗୋରା ମୁହେଁ ତାର

ମାରୁଥିଲା ଘଡ଼ଘଡ଼ି
ଧରୁଥିଲା ହାତ ଭିଡ଼ି
ମାରୁଥିଲା ଘଡ଼ଘଡ଼ି
ଧରୁଥିଲା ହାତ ଭିଡ଼ି

ଏତେ ବଡ଼ ବର୍ଷା ରାତି
ତା ଦେହରେ ଏତେ ତାତି
ସିଏ କି ସହଜେ ହାତ ଛାଡ଼େ
ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ ॥୨॥


ସେଇ ଦୂର ଛୋଟ ଘର ମୋ ମନେପଡ଼େ
ଲାଗୁଥିଲା ସ୍ଵର୍ଗପୁର
ସେଇ ଦୂର ଛୋଟ ଘର ମୋ ମନେପଡ଼େ
ଲାଗୁଥିଲା ସ୍ଵର୍ଗପୁର

ମାରୁଥିଲା ବର୍ଷା ଛିଟା
ଲାଗୁଥିଲା ଭାରି ମିଠା
ମାରୁଥିଲା ବର୍ଷା ଛିଟା
ଲାଗୁଥିଲା ଭାରି ମିଠା

ସେଇ ମିଠା ବର୍ଷା ରାତି
ଅଭୁଲା ସେ ମିଠା ପ୍ରୀତି
ଆଜି ପ୍ରିୟା ଓଠରେ ମୁଁ ପଢ଼େ

ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ 
ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ

ଅଜଣା ସେ ଅନାମିକା
ଭିଜୁଥିଲା ଏକା ଏକା
ବିଜୁଳିରେ ମୁହଁ ଦେଖି
ହେଇଥିଲୁ ପାଖାପାଖି
ନଜର ନଥିଲା କେଉଁ ଆଡ଼େ

ହୋ.. ସେଇ ବର୍ଷା ସେଇ ରାତି
ମନେ ପଡ଼େ ମନେ ପଡ଼େ
ମନେ ପଡ଼େ ମନେ ପଡ଼େ
ମନେ ପଡ଼େ ମନେ ପଡ଼େ ॥


YouTube ରେ ସେଇ ବର୍ଷା ସେଇ ରାତି ମନେ ପଡ଼େ


== English ==

Ho.. sei barsha sei rati
Mane pade mane pade
Ho.. sei barsha sei rati
Mane pade mane pade

Ajana se anamika
Bhijuthila eka eka
Bijulire muhan dekhi
Heithilu pakhapakhi
Najara nathila keun ade

Ho.. sei barsha sei rati
Mane pade mane pade ॥1॥ 



Kichhi laja kichhi dara mun dekhithili
Gora gora muhen tara
Kichhi laja kichhi dara mun dekhithili
Gora gora muhen tara

Maruthila ghadaghadi
Dharuthila hata bhidi
Maruthila ghadaghadi
Dharuthila hata bhidi

Ete bada barsha rati
Ta dehare ete tati
Sie ki sahaje hata chhade
Ho.. sei barsha sei rati
Mane pade mane pade ॥2॥


Sei dura chhota ghara mo manepade
Laguthila swargapura
Sei dura chhota ghara mo manepade
Laguthila swargapura

Maruthila barsha chhita
Laguthila bhari mitha
Maruthila barsha chhita
Laguthila bhari mitha

Sei mitha barsha rati
Abhula se mitha priti
Aaji priya othare mun padhe

Ho.. sei barsha sei rati
Mane pade mane pade
Ho.. sei barsha sei rati
Mane pade mane pade

Ajana se anamika
Bhijuthila eka eka
Bijulire muhan dekhi
Heithilu pakhapakhi
Najara nathila keun ade

Ho.. sei barsha sei rati
Mane pade mane pade
Mane pade mane pade
Mane pade mane pade ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on dinabandhu ehi ali chhamu lyrics odia: “Please provide with meaning of this wonderful bhajan”

Anonymous commented on galani ta gala katha re lyrics odia: “ଥ ଚମ୍ପୁ :- ଥାପି ରେ କହ ”

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ