କେଡ଼େ ସୁନ୍ଦର ସତେ କାଳିଆର ନବକଳେବର - Kede Sundara Sate Kaliara Nabakalebara Lyrics
ଗୀତ: କେଡ଼େ ସୁନ୍ଦର ସତେ କଳିଆର ନବକଳେବର
ଭାଷା: ଓଡ଼ିଆ
କଣ୍ଠ: ସୋନୁ ନିଗମ
ଗୀତିକାର: ବସନ୍ତରାଜ ସାମଲ
ସଂଗୀତ ନିର୍ଦ୍ଦେଶକ: ମନ୍ମଥ ମିଶ୍ର
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
ମୁଣ୍ଡେ ଚନ୍ଦନ ଚିତା
ଆଖି କହୁଚି କଥା
ଓଠ ବିକେ ଅମୃତ
ହାତ ହୋଇଚି ଦାତା
ତାର ନବ ଯୌବନ କେଡ଼େ ମଞ୍ଜୁଳ
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର.. ॥୧॥
ଯୁଗକୁ ଯୁଗ ଭିନ୍ନ ଅବତାର
କଳିରେ ଏକ ରୂପ ବାର ବାର
ନରେନ୍ଦ୍ର ଜଳ ପରି ମନ ତାର
ଚହଲିଯାଏ ଡାକ ଶୁଣି ତୋର
ପହଡ଼ ପଡ଼େନା ଆଖି ଦୂଆରେ ତାର
ଦେଖିବାକୁ ଦୁଃଖୀ ଦୁଃଖ ଜଞ୍ଜାଳ
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର.. ॥୨॥
ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନିମ
ବଡ଼ ଦେଉଳରେ ହେଲା ଦାରୁବ୍ରହ୍ମ
ଶଙ୍ଖରେ ଶୁଭ ଶାନ୍ତି ନିରାମୟ
ଚକ୍ରରେ କରେ ପୁଣି ପାପ କ୍ଷୟ
ପଦ୍ମରେ ପବିତ୍ର ହୁଏ ସାରା ସଂସାର
ଗଦାରେ କରେ ଗର୍ବ ସଂହାର
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
ମୁଣ୍ଡେ ଚନ୍ଦନ ଚିତା
ଆଖି କହୁଚି କଥା
ଓଠ ବିକେ ଅମୃତ
ହାତ ହୋଇଚି ଦାତା
ତାର ନବ ଯୌବନ କେଡ଼େ ମଞ୍ଜୁଳ
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର.. ॥୩॥
YouTube ରେ କେଡ଼େ ସୁନ୍ଦର ସତେ କଳିଆର ନବକଳେବର
== English ==
Song : Kede Sundara Sate Kaliara Nabakalebara
Language : Odia
Singer : Sonu Nigam
Lyricist : Basantraj Samal
Music Director : Manmath Mishra
Kede sundara sate
Kaliara nabakalebara..
Kede sundara sate
Kaliara nabakalebara..
Munde chandana chita
Akhi kahuchi katha
Otha bike amruta
Hata hoichi data
Tara naba jaubana kede manjula
Kede sundara sate
Kaliara nabakalebara..
Kede sundara sate
Kaliara nabakalebara.. ॥1॥
Jugaku juga bhinna abatara
Kalire eka rupa bara bara
Narendra jala pari mana tara
Chahalijae daka shuni tora
Pahada padena akhi duare tara
Dekhibaku duhkhi duhkha janjala
Kede sundara sate
Kaliara nabakalebara..
Kede sundara sate
Kaliara nabakalebara.. ॥2॥
Shankha chakra gada padmadhari nima
Bada deulare hela darubrahma
Shankhare shubha shanti niramaya
Chakrare kare puni papa khyaya
Padmare pabitra hue sara sansara
Gadare kare garba sanhara
Kede sundara sate
Kaliara nabakalebara..
Munde chandana chita
Akhi kahuchi katha
Otha bike amruta
Hata hoichi data
Tara naba jaubana kede manjula
Kede sundara sate
Kaliara nabakalebara..
Kede sundara sate
Kaliara nabakalebara.. ॥3॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Kete sundara bhajana sate..
ReplyDeleteବହୁତ ଧନ୍ୟବାଦ, ସାଧନା ।
Deleteଲେଖାଟିକୁ ଆପଣଙ୍କ ସାଙ୍ଗ ସାଥିଙ୍କ ସହିତ share କରିବାକୁ ଭୁଲିବେନି..