Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ - Aji mun shrabani luhara harini Lyrics

ଫିଲ୍ମଗୀତ: ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ
ଭାଷା: ଓଡ଼ିଆ 
କଣ୍ଠ: ଲତା ମଙ୍ଗେସକର
ଗୀତିକାର: ଜୀବନାନନ୍ଦ ପାଣି
ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର 
ଚଳଚିତ୍ର: ଅରୁନ୍ଧତି
ମସିହା: ୧୯୬୮


== ଓଡ଼ିଆ ==

ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ
ଯେଉଁ ରଜନୀ କେବେ ପାହିନି
ଆଜି ମୁଁ ସେଇ ରଜନୀ (୨)
ଆଜି ମୁଁ ଶ୍ରାବଣୀ ॥


ଏତେ ମେଘ ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମିଛେ ଆସେ ଉଇଁ
ଏତେ ମେଘ ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମୋ ତିମିରେ ଖୋଜେ ତାର
ହଜିଥିବା କଇଁ

ମୁଁ ଯେ ନିଶି ପଦ୍ମିନୀ..
ଲୁହ ବାରୁଣୀ
ଯେଉଁ ରଜନୀ କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ ॥୧॥


ଝୁରେ ଆଜି ସୂର୍ଯ୍ୟକୁ
ମୋ ଆକାଶ ଖାଲି
ଲୁହ ଢାଳି ଢାଳି
ଝୁରେ ଆଜି ସୂର୍ଯ୍ୟକୁ
ମୋ ଆକାଶ ଖାଲି
ଛଳ ଛଳ ଅନ୍ଧାରେ
ବାହୁନେ ମୋ ଝିଲ୍ଲୀ

ମରୁପଥେ ହଜିଛି ମୁଁ..
ଲୁହ ତଟିନୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ (୨) ॥୨॥


YouTube ରେ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ



== English ==

Aji mun shrabani luhara harini
Jeun rajani kebe pahini
Aji mun sei rajani (2)
Aji mun shrabani ॥


Ete megha mo akashe
Chandra kimpain
Michhe ase uin
Ete megha mo akashe
Chandra kimpain
Mo timire khoje tara
Hajithiba kain

Mun je nishi padmini..
Luha baruni
Jeun rajani kebe pahini
Aji mun sei rajani
Aji mun shrabani ॥1॥


Jhure aji surjyaku
Mo akasha khali
Luha dhali dhali
Jhure aji surjyaku
Mo akasha khali
Chhala chhala andhare
Bahune mo jhilli

Marupathe hajichhi mun..
Luha tatini
Jeun rajani
Kebe pahini
Aji mun sei rajani
Aji mun shrabani (2) ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ