Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସୁଖ ବି ଥିଲା ଦୁଃଖ ବି ଥିଲା - Sukha bi thila duhkha bi thila Lyrics

== ଓଡ଼ିଆ ==

ଗୀତ: ସୁଖ ବି ଥିଲା ଦୁଃଖ ବି ଥିଲା 
ଭାଷା : ଓଡ଼ିଆ 
କଣ୍ଠ: ଅକ୍ଷୟ ମହାନ୍ତି, ହୈମନ୍ତି ଶୁକ୍ଳା
ଗୀତିକାର: ଶୀର୍ଷାନନ୍ଦ କାନୁନଗୋ  
ସଙ୍ଗୀତ ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି 
ଚଳଚିତ୍ର: ଜାଇ ଫୁଲ
ମସିହା: ୧୯୮୪


(ପୁ)
ସୁଖ ବି ଥିଲା ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକା ତ ନଥିଲ
ତୁମେ ତୁମେ ତୁମେ
(ଝି)
ହସ ବି ଥିଲା ଲୁହ ବି ଥିଲା
ସବୁତ ଥିଲା ଜୀବନେ 
ଖାଲି ଏକା ତ ନଥିଲ
ତୁମେ ତୁମେ ତୁମେ
(ପୁ)
ସୁଖ ବି ଥିଲା ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକା ତ ନଥିଲ
 ତୁମେ ତୁମେ ତୁମେ
(ଝି)
ହସ ବି ଥିଲା ଲୁହ ବି ଥିଲା
ସବୁତ ଥିଲା ଜୀବନେ 
ଖାଲି ଏକା ତ ନଥିଲ
ତୁମେ ତୁମେ ତୁମେ


(ପୁ)
ଆଖି ଥିଲା ନିଦ ଥିଲା
ପତା ମୁଦି ହେଉଥିଲା
ନଥିଲା ସପନ ଖାଲି
ନଥିଲା ସପନ ଖାଲି
(ଝି)
ତମକୁ ପାଇଲାପରେ
ପ୍ରଥମେ ଜାଣିଲି ମୁହିଁ
କେମିତି ସପନ ବୋଲି 
କେମିତି ସପନ ବୋଲି
(ପୁ)
ଆଖି ଥିଲା ନିଦ ଥିଲା
ପତା ମୁଦି ହେଉଥିଲା
ନଥିଲା ସପନ ଖାଲି
ନଥିଲା ସପନ ଖାଲି 
(ଝି)
ତମକୁ ପାଇଲାପରେ
ପ୍ରଥମେ ଜାଣିଲି ମୁହିଁ
କେମିତି ସପନ ବୋଲି 
କେମିତି ସପନ ବୋଲି
(ପୁ)
ତମେବି ଥିଲ ମୁଁ ବି ଥିଲି
ଦୁହେଁତ ଦୁଇଟି ନାମେ
(ପୁ+ଝି)
ଖାଲି ପ୍ରେମିକ ନଥିଲୁ
ଆମେ ଆମେ ଆମେ ଆମେ   
(ପୁ+ଝି)
ସୁଖ ବି ଥିଲା ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକା ତ ନଥିଲ
ତୁମେ ତୁମେ ତୁମେ ॥୧॥


(ଝି)
ଓଠ ଥିଲା ଭାଷା ଥିଲା
ଓଠ ଛୁଇଁ କେତେ କଥା
ଆଖି ଖାଲି ଫେରୁଥିଲା 
ଆଖି ଖାଲି ଫେରୁଥିଲା
(ପୁ)
ଯେବେ ସେଇ ଫେରାକଥା
ବୁଝେ ବୋଲି ଆଖିପତା
ନା’ ତାର ପ୍ରେମ ହେଲା
ନା’ ତାର ପ୍ରେମ ହେଲା
(ଝି)
ଓଠ ଥିଲା ଭାଷା ଥିଲା
ଓଠ ଛୁଇଁ କେତେ କଥା
ଆଖି ଖାଲି ଫେରୁଥିଲା 
ଆଖି ଖାଲି ଫେରୁଥିଲା 
(ପୁ)
ଯେବେ ସେଇ ଫେରାକଥା
ବୁଝେ ବୋଲି ଆଖିପତା
ନା’ ତାର ପ୍ରେମ ହେଲା
ନା’ ତାର ପ୍ରେମ ହେଲା
(ଝି)
ମନବି ଦେବି ପ୍ରାଣବି ଦେବି
ଯାହା ଅଛି ଏ ଜୀବନେ
(ଝି+ପୁ)
ସବୁ ଲେଖି ଦେଲି ତୁମ
ନାମେ ନାମେ ନାମେ
(ଝି+ପୁ )
ସୁଖ ବି ଥିଲା ଦୁଃଖ ବି ଥିଲା
ସବୁତ ଥିଲା ଜୀବନେ
ଖାଲି ଏକା ତ ନଥିଲ
ତୁମେ ତୁମେ ତୁମେ ॥୨॥

ହସ ବି ଥିଲା ଲୁହ ବି ଥିଲା
ସବୁତ ଥିଲା ଜୀବନେ 
ଖାଲି ଏକା ତ ନଥିଲ
ତୁମେ ତୁମେ ତୁମେ ॥


YouTube ରେ ସୁଖ ବି ଥିଲା ଦୁଃଖ ବି ଥିଲା



== English ==

(M)
Sukha bi thila duhkha bi thila
Sabuta thila jibane
Khali eka ta nathila
Tume tume tume
(F)
Hasa bi thila luha bi thila
Sabu ta thila jibane
Khali eka ta nathila
Tume tume tume
(M)
Sukha bi thila duhkha bi thila
Sabuta thila jibane
Khali eka ta nathila
Tume tume tume
(F)
Hasa bi thila luha bi thila
Sabu ta thila jibane
Khali eka ta nathila
Tume tume tume


(M)
Aakhi thila nida thila
Pata mudi heuthila
Nathila sapana khali
Nathila sapana khali
(F)
Tamaku pailapare
Prathame janili muhin
Kemiti sapana boli
Kemiti sapana boli
(M)
Aakhi thila nida thila
Pata mudi heu thila
Nathila sapana khali
Nathila sapana khali
(F)
Tamaku pailapare
Prathame janili muhin
Kemiti sapana boli
Kemiti sapana boli
(M)
Tamebi thila mun bi thili
Duhenta duiti name
(M+F)
Khali premika nathilu
Aame aame aame aame
(M+F)
Sukha bi thila duhkha bi thila
Sabuta thila jibane
Khali eka ta nathila
Tume tume tume ॥1॥ 


(F)
Otha thila bhasha thila
Otha chhuin kete katha
Akhi khali pheruthila
Akhi khali pheruthila
(M)
Jebe sei pherakatha
Bujhe boli akhipata
Na' tara prema hela
Na' tara prema hela
(F)
Otha thila bhasha thila
Otha chhuin kete katha
Akhi khali pheruthila
Akhi khali pheruthila
(M)
Jebe sei pherakatha
Bujhe boli akhipata
Na' tara prema hela
Na' tara prema hela
(F)
Mana bi debi pranabi debi
Jaha achhi e jibane
(F+M)
Sabu lekhi deli tuma
Name name name
(F+M)
Sukha bi thila duhkha bi thila
Sabuta thila jibane
Khali eka ta nathila
Tume tume tume ॥2॥ 

Hasa bi thila luha bi thila
Sabu ta thila jibane
Khali eka ta nathila
Tume tume tume ॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ