Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

କେଡ଼େ ସୁନ୍ଦର ସତେ କାଳିଆର ନବକଳେବର - Kede Sundara Sate Kaliara Nabakalebara Lyrics

== ଓଡ଼ିଆ ==

ଗୀତ: କେଡ଼େ ସୁନ୍ଦର ସତେ କଳିଆର ନବକଳେବର
ଭାଷା: ଓଡ଼ିଆ
କଣ୍ଠ: ସୋନୁ ନିଗମ
ଗୀତିକାର: ବସନ୍ତରାଜ ସାମଲ
ସଂଗୀତ ନିର୍ଦ୍ଦେଶକ: ମନ୍ମଥ ମିଶ୍ର



କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..

ମୁଣ୍ଡେ ଚନ୍ଦନ ଚିତା
ଆଖି କହୁଚି କଥା
ଓଠ ବିକେ ଅମୃତ
ହାତ ହୋଇଚି ଦାତା
ତାର ନବ ଯୌବନ କେଡ଼େ ମଞ୍ଜୁଳ
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର.. ॥୧॥ 


ଯୁଗକୁ ଯୁଗ ଭିନ୍ନ ଅବତାର
କଳିରେ ଏକ ରୂପ ବାର ବାର
ନରେନ୍ଦ୍ର ଜଳ ପରି ମନ ତାର
ଚହଲିଯାଏ ଡାକ ଶୁଣି ତୋର
ପହଡ଼ ପଡ଼େନା ଆଖି ଦୂଆରେ ତାର
ଦେଖିବାକୁ ଦୁଃଖୀ ଦୁଃଖ ଜଞ୍ଜାଳ

କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର.. ॥୨॥


ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନିମ
ବଡ଼ ଦେଉଳରେ ହେଲା ଦାରୁବ୍ରହ୍ମ
ଶଙ୍ଖରେ ଶୁଭ ଶାନ୍ତି ନିରାମୟ
ଚକ୍ରରେ କରେ ପୁଣି ପାପ କ୍ଷୟ
ପଦ୍ମରେ ପବିତ୍ର ହୁଏ ସାରା ସଂସାର
ଗଦାରେ କରେ ଗର୍ବ ସଂହାର

କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
ମୁଣ୍ଡେ ଚନ୍ଦନ ଚିତା
ଆଖି କହୁଚି କଥା
ଓଠ ବିକେ ଅମୃତ
ହାତ ହୋଇଚି ଦାତା
ତାର ନବ ଯୌବନ କେଡ଼େ ମଞ୍ଜୁଳ
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର..
କେଡ଼େ ସୁନ୍ଦର ସତେ
କାଳିଆର ନବକଳେବର.. ॥୩॥       
   

YouTube ରେ କେଡ଼େ ସୁନ୍ଦର ସତେ କଳିଆର ନବକଳେବର 



== English ==

Song : Kede Sundara Sate Kaliara Nabakalebara
Language : Odia
Singer : Sonu Nigam
Lyricist : Basantraj Samal
Music Director : Manmath Mishra



Kede sundara sate
Kaliara nabakalebara..
Kede sundara sate
Kaliara nabakalebara..

Munde chandana chita
Akhi kahuchi katha
Otha bike amruta
Hata hoichi data
Tara naba jaubana kede manjula
Kede sundara sate
Kaliara nabakalebara..
Kede sundara sate
Kaliara nabakalebara.. ॥1॥ 


Jugaku juga bhinna abatara
Kalire eka rupa bara bara
Narendra jala pari mana tara
Chahalijae daka shuni tora
Pahada padena akhi duare tara
Dekhibaku duhkhi duhkha janjala

Kede sundara sate
Kaliara nabakalebara..
Kede sundara sate
Kaliara nabakalebara.. ॥2॥


Shankha chakra gada padmadhari nima
Bada deulare hela darubrahma
Shankhare shubha shanti niramaya
Chakrare kare puni papa khyaya
Padmare pabitra hue sara sansara
Gadare kare garba sanhara

Kede sundara sate
Kaliara nabakalebara..
Munde chandana chita
Akhi kahuchi katha
Otha bike amruta
Hata hoichi data
Tara naba jaubana kede manjula
Kede sundara sate
Kaliara nabakalebara..
Kede sundara sate
Kaliara nabakalebara.. ॥3॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Kete sundara bhajana sate..

    ReplyDelete
    Replies
    1. ବହୁତ ଧନ୍ୟବାଦ, ସାଧନା ।
      ଲେଖାଟିକୁ ଆପଣଙ୍କ ସାଙ୍ଗ ସାଥିଙ୍କ ସହିତ share କରିବାକୁ ଭୁଲିବେନି..

      Delete
  2. Thank u for sending the lyrics I was literally just want this and I couldn't get this thank u very much

    ReplyDelete
    Replies
    1. ଆପଣଙ୍କ ବହୁମୂଲ୍ଯ ମତାମତ ପଢ଼ି ଖୁସି ହେଲୁ । ଲେଖାଟିକୁ ଆପଣଙ୍କ ସାଙ୍ଗ ସାଥିଙ୍କ ସହିତ share କରିବାକୁ ଭୁଲିବେନି..

      - "ଦି ସ୍ମରଣିକା" ଟିମ୍‌

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ