Posts

Showing posts with the label ଜଗନ୍ନାଥ ଭଜନ

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ହେ ବନ୍ଧୁ ହେ ବନ୍ଧୁ ବିଦାୟ - He bandhu he bandhu bidaya Lyrics

Image
ଗୀତ: ହେ ବନ୍ଧୁ ହେ ବନ୍ଧୁ ବିଦାୟ  ଭାଷା: ଓଡ଼ିଆ କଣ୍ଠ: କୁମାର ବାପି   ଗୀତିକାର: ଶ୍ରୀକାନ୍ତ ଗୌତମ   ସଂଗୀତ ନିର୍ଦ୍ଦେଶକ: ଶାନ୍ତିରାଜ୍ ଖୋଶଲା    == ଓଡ଼ିଆ == ହେ ବନ୍ଧୁ ହେ ବନ୍ଧୁ ବିଦାୟ... ହେ ବନ୍ଧୁ ହେ ବନ୍ଧୁ ବିଦାୟ… ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଚି ଯାହା ଦୁଃଖ ଦେଲ ସାଥିରେ ନଉଚି ଯାହା ସୁଖ ଦେଲ ଛାଡ଼ି ମୁଁ ଯାଉଚି ଯାହା ଦୁଃଖ ଦେଲ ସାଥିରେ ନଉଚି ସ୍ଵର୍ଗଦ୍ଵାରେ ହବ ଦାହ ସିଂହଦ୍ଵାରୁ ଘେନ ମୋ ଶେଷ ପ୍ରଣାମ  ଓଁ ନମଃ ଭଗବତେ ବାସୁଦେବାୟ  ଓଁ ନମଃ ଭଗବତେ ବାସୁଦେବାୟ ହେ ବନ୍ଧୁ ହେ ବନ୍ଧୁ ବିଦାୟ... ହେ ବନ୍ଧୁ ହେ ବନ୍ଧୁ ବିଦାୟ… ॥ ବାଟ ଚାଲୁ ଚାଲୁ ସରିଗଲା କେବେ ପାରିଲିଣି ଟିକେ ଜାଣି କହିବାକୁ ଥିଲା କେତେ କଥା ବନ୍ଧୁ ବାକି ରହିଗଲା ପୁଣି ତମ କଥା ବନ୍ଧୁ ମନେ ପଡ଼ିଗଲା ଜୀବନଟା ଯାଉ ଯାଉ କିଏ ଜାଣେ କେବେ ପୁଣି ଦେଖା ହବ କଉ ଜନମରେ ଆଉ କଥାଥିଲା ତମ ପାଖୁ ନେଇଯିବ ଏ ଭବ ସାଗରୁ ପାରିକରିଦେବ ସରିଗଲା ମୋ ସମୟ ଏ ଘନ କାଳରେ କାହିଁ ଗଲ ବନ୍ଧୁ ଓଁ ନମଃ ଭଗବତେ ବାସୁଦେବାୟ  ଓଁ ନମଃ ଭଗବତେ ବାସୁଦେବାୟ ହେ ବନ୍ଧୁ ହେ ବନ୍ଧୁ ବିଦାୟ... ହେ ବନ୍ଧୁ ହେ ବନ୍ଧୁ ବିଦାୟ… ॥୧॥ ତମ ସାଥେ ବନ୍ଧୁ କରିଥିଲି ଭାବ ଶେଷ ଦରଶନ ପାଇଁ ଇଚ୍ଛା ଥିଲା ବନ୍ଧୁ ତମ ହାତ ଧରି ବଇକୁଣ୍ଠ ଯିବା ପାଇଁ ସ୍ଵର୍ଗଦ୍ଵ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ