Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ଛଅ ଖଣ୍ଡ କାଠରେ ହେବ ସବାରୀ - Chha khanda kathare heba sabari Lyrics

== ଓଡ଼ିଆ ==

ଗୀତ : ଛଅ ଖଣ୍ଡ କାଠରେ ହେବ ସବାରୀ
ଭାଷା : ଓଡ଼ିଆ
ଗୀତିକାର : ଅଲେଖ ବିଶ୍ୱାଳ
କଣ୍ଠ : ଅନୁରାଧା ପୌଡ଼ୱାଲ
ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ
ଆଲବମ : ପରଂବ୍ରହ୍ମ
ମ୍ୟୁଜିକ ଲେବେଲ : ଟି-ସିରିଜ
ମସିହା : ୧୯୯୩ 



ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି

ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି..
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି ॥ 


ଯଉତୁକ ନେବିନାହିଁ ଖାଲି ହାତେ ଯିବି ମୁହିଁ
ସାଙ୍ଗ ସାଥୀ ବାପା ଭାଇ ଛାଡ଼ିଯିବି ଏକାହୋଇ
ଛାଡ଼ି ଯିବି ଏକାହୋଇ
ଅଫେରା ସବାରୀ ମୋ ଚାଲିବ ଥିରି
ସେଇ ସବାରୀରେ ମୁଁ ଯିବି ସେପାରି
ଅଫେରା ସବାରୀ ମୋ ଚାଲିବ ଥିରି
ସେଇ ସବାରୀରେ ମୁଁ ଯିବି ସେପାରି

ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି..
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି ॥୧॥ 


ଯେତିକି ମୋ ଥିବ ପୂନ୍ୟ ସେପାରିରେ ସେଇ ଧନ
ଭେଟି ଦେବି ସେ ଧନକୁ ମୋ ପରମ ପୁରୁଷକୁ
ମୋ ପରମ ପୁରୁଷକୁ
ମିଛ ଦୁନିଆରେ ସେ ସତ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି
ମିଛ ଦୁନିଆରେ ସେ ସତ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି

ଅଗଣା ଘର ଦାଣ୍ଡ ଦୁଆର ଟପି ଗଲାପରେ
ସବୁ ଖେଳ ଯିବ ମୋର ସରି..
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି
ଛଅ ଖଣ୍ଡ କାଠରେ ହେବ ସବାରୀ
ସେଇ ସବାରୀରେ ମୁଁ ଯିବି ସେପାରି ॥୨॥
 

YouTube ରେ ଛଅ ଖଣ୍ଡ କାଠରେ ହେବ ସବାରୀ



== English ==

Bhajan : Chha Khanda Kathare Heba Sabari
Language : Odia
Lyricist : Alekh Biswal
Singer : Anuradha Paudwal
Music Director : Saroj Nanda
Album : Parambramha
Music Label : T-Series
Year : 1993



Chha khanda kathare heba sabari
Sei sabarire mun jibi separi
Chha khanda kathare heba sabari
Sei sabarire mun jibi separi

Agana ghara danda duara tapi galapare
Sabu khela jiba mora sari..
Chha khanda kathare heba sabari
Sei sabarire mun jibi separi ॥


Jautuka nebinahin khali hate jibi muhin
Sanga sathi bapa bhai chhadijibi ekahoi
Chhadi jibi ekahoi
Aphera sabari mo chaliba thiri
Sei sabarire mun jibi separi
Aphera sabari mo chaliba thiri
Sei sabarire mun jibi separi

Agana ghara danda duara tapi galapare
Sabu khela jiba mora sari..
Chha’khanda kathare heba sabari
Sei sabarire mun jibi separi ॥1॥


Jetiki mo thiba punya separire sei dhana
Bheti debi se dhanaku mo parama purushaku
Mo parama purushaku
Micha duniare se sata sabari
Sei sabarire mun jibi separi
Micha duniare se sata sabari
Sei sabarire mun jibi separi

Agana ghara danda duara tapi galapare
Sabu khela jiba mora sari..
Chha khanda kathare heba sabari
Sei sabarire mun jibi separi
Chha khanda kathare heba sabari
Sei sabarire mun jibi separi ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଅଖିଳ ନୁହଁ ଅଫେରା ସବାରୀ ହବ

    ReplyDelete
    Replies
    1. ଆଉ ଥରେ ରିଭ୍ୟୁ କରିବୁ । ସମୟ ଲାଗିବ । ମତାମତ ପାଇଁ ଅଶେଷ ଧନ୍ୟବାଦ ଦେବପ୍ରକାଶଜୀ।

      - "ଦି ସ୍ମରଣିକା" ଟିମ୍

      Delete
    2. ଠିକ୍ କରିଦେଇଛୁ । ଧନ୍ୟବାଦ ।

      Delete
  2. ଭେଟିଦେବି ସେ ଧନକୁ ହବ

    ReplyDelete
    Replies
    1. ରିଭ୍ୟୁ କରି ଠିକ୍ କରିବୁ । ସମୟ ଲାଗିବ । ଅଶେଷ ଧନ୍ୟବାଦ ଦେବପ୍ରକାଶଜୀ।

      - "ଦି ସ୍ମରଣିକା" ଟିମ୍

      Delete
    2. ଠିକ୍ କରିଦେଇଛୁ । ଧନ୍ୟବାଦ ।

      Delete
  3. Replies
    1. ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete
  4. I love it thanks for posting

    ReplyDelete
    Replies
    1. ପାଠକଙ୍କ ଖୁସିରେ ଆମେ ଖୁସି । ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete
  5. Ati sundara 🙏

    ReplyDelete
    Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ । ଆଉ କେଉଁ ଗୀତ/ଗପ ଆପଣ ପଢ଼ିବାପାଇଁ ଚାହୁଁଛନ୍ତି ଜଣାଇବେ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ