Posts

Showing posts with the label ଚଳଚିତ୍ର ଅରୁନ୍ଧତି

Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ - Aji mun shrabani luhara harini Lyrics

Image
ଫିଲ୍ମଗୀତ: ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଭାଷା: ଓଡ଼ିଆ  କଣ୍ଠ: ଲତା ମଙ୍ଗେସକର ଗୀତିକାର: ଜୀବନାନନ୍ଦ ପାଣି ସଙ୍ଗୀତ ନିର୍ଦ୍ଦେଶକ: ଶାନ୍ତନୁ ମହାପାତ୍ର  ଚଳଚିତ୍ର: ଅରୁନ୍ଧତି ମସିହା: ୧୯୬୮ == ଓଡ଼ିଆ == ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ (୨) ଆଜି ମୁଁ ଶ୍ରାବଣୀ ॥ ଏତେ ମେଘ ମୋ ଆକାଶେ ଚନ୍ଦ୍ର କିମ୍ପାଇଁ ମିଛେ ଆସେ ଉଇଁ ଏତେ ମେଘ ମୋ ଆକାଶେ ଚନ୍ଦ୍ର କିମ୍ପାଇଁ ମୋ ତିମିରେ ଖୋଜେ ତାର ହଜିଥିବା କଇଁ ମୁଁ ଯେ ନିଶି ପଦ୍ମିନୀ.. ଲୁହ ବାରୁଣୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ ॥୧॥ ଝୁରେ ଆଜି ସୂର୍ଯ୍ୟକୁ ମୋ ଆକାଶ ଖାଲି ଲୁହ ଢାଳି ଢାଳି ଝୁରେ ଆଜି ସୂର୍ଯ୍ୟକୁ ମୋ ଆକାଶ ଖାଲି ଛଳ ଛଳ ଅନ୍ଧାରେ ବାହୁନେ ମୋ ଝିଲ୍ଲୀ ମରୁପଥେ ହଜିଛି ମୁଁ.. ଲୁହ ତଟିନୀ ଯେଉଁ ରଜନୀ କେବେ ପାହିନି ଆଜି ମୁଁ ସେଇ ରଜନୀ ଆଜି ମୁଁ ଶ୍ରାବଣୀ (୨) ॥୨॥ YouTube ରେ ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ == English == Aji mun shrabani luhara harini Jeun rajani kebe pahini Aji mun sei rajani (2) Aji mun shrabani ॥ Ete megha mo akashe Chandra kimpain Michhe ase uin Ete megha mo akashe Chandra kimpain Mo timire khoje tara Hajit...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଦାମୋଦର ଅଷ୍ଟକଂ ଓଡ଼ିଆରେ - Damodara Ashtakam Lyrics in odia

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ