Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ - Mun je janena kaha bata rahichi chahin Lyrics

ଫିଲ୍ମଗୀତ: ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
ଭାଷା: ଓଡ଼ିଆ 
କଣ୍ଠ: ସୁମନ କଲ୍ୟାଣପୁର 
ଗୀତିକାର: ଗୁରୁକୃଷ୍ଣ ଗୋସ୍ୱାମୀ 
ସଙ୍ଗୀତ ନିର୍ଦ୍ଦେଶକ: ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାସିଆ
ଚଳଚିତ୍ର: ଗପ ହେଲେ ବି ସତ 
ମସିହା: ୧୯୭୬


== ଓଡ଼ିଆ ==

ଆ.. ଆ..ଆ..
ଆ.. ଆ..ଆ..
ଆ.. ଆ..ଆ..ଆ..ଆ..ଆ..
ଆ..ଆ.. ଆ..ଆ.. ଆ..ଆ..

ସାଥିରେ... ସାଥିରେ...
ଯା କାହିଁ ସାଥିରେ
ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ (୨)
ମୋର ଏମିତି କେହି ନାହିଁ ଆସିବା ପାଇଁ,
ହଁ ଆସିବା ପାଇଁ
ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ
ମୋର ଏମିତି କେହି ନାହିଁ ଆସିବା ପାଇଁ,
ହଁ ଆସିବା ପାଇଁ
ସାଥିରେ...
ସାଥିରେ... ॥


ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଜ,
ତେବେ ବି ପକାଏ କିଏ ଆଲୁଅର ମୁରୁଜ
ଆକାଶରେ ନାହିଁ ଜହ୍ନ ନାହିଁ ତ ସୂରୁଜ,
ତେବେ ବି ପକାଏ କିଏ ଆଲୁଅର ମୁରୁଜ

ଏମିତି ଏ ମନ ତଳେ ମହୁଆ ଚମକ ଖେଳେ
ନ ଲାଗି କାର ଛୁଆଁ ଟିକକ ପାଇଁ
ହଁ ଟିକକ ପାଇଁ 
ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ
ମୋର ଏମିତି କେହି ନାହିଁ ଆସିବା ପାଇଁ,
ହଁ ଆସିବା ପାଇଁ
ସାଥିରେ...
ସାଥିରେ... ॥୧॥


ଯେମିତିକା ଯାଏ ନଈ ଦରିଆ ଖୋଜି ଖୋଜି,
ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି
ଯେମିତିକା ଯାଏ ନଈ ଦରିଆ ଖୋଜି ଖୋଜି,
ସବୁ କିଛି ଢାଳି ଦେଇ ଯିବାକୁ ଥରେ ହଜି

ସେମିତି ଏ ବନଲତା ଖୋଜେ ଏକ ତରୁଶାଖା
ତା ବୁକେ ଜୀବନେ ଲୋଟି ରହିବା ପାଇଁ
ହଁ ରହିବା ପାଇଁ
ମୁଁ ଯେ ଜାଣେନା କାହା ବାଟ ରହିଚି ଚାହିଁ (୨)
ମୋର ଏମିତି କେହି ନାହିଁ ଆସିବା ପାଇଁ,
ହଁ ଆସିବା ପାଇଁ
ସାଥିରେ...
ସାଥିରେ... ॥୨॥


YouTube ରେ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ



== English ==

Aa.. aa..aa..
Aa.. aa..aa..
Aa.. aa..aa..aa..aa..aa..
Aa..aa.. aa..aa.. aa..aa..

Sathire… sathire…
Ja kahin sathire
Mun je janena kaha bata rahichi chahin (2)
Mora emiti kehi nahin asiba pain,
Han asiba pain
Mun je janena kaha bata rahichi chahin
Mora emiti kehi nahin asiba pain,
Han asiba pain
Sathire…
Sathire… ॥


Akashare nahin janha nahin ta suruja,
Tebe bi pakae kie aluara muruja
Akashare nahin janha nahin ta suruja,
Tebe bi pakae kie aluara muruja

Emiti e mana tale mahua chamaka khele
Na lagi kara chhuan tikaka pain
 Han tikaka pain
Mun je janena kaha bata rahichi chahin
Mora emiti kehi nahin asiba pain,
Han asiba pain
Sathire…
Sathire… ॥1॥


Jemitika jae nai daria khoji khoji,
Sabu kichhi dhali dei jibaku thare haji
Jemitika jae nai daria khoji khoji,
Sabu kichhi dhali dei jibaku thare haji

Semiti e banalata khoje eka tarushakha
Ta buke jibane loti rahiba pain
Han rahiba pain
Mun je janena kaha bata rahichi chahin (2)
Mora emiti kehi nahin asiba pain,
Han asiba pain
Sathire…
Sathire… ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

Anonymous commented on mo prabhu jagannatha se lyrics odia: “Very nice jay jagannath”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ