Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମହାବାହୁ ଅଖିଳ ଜଗତ ନାଥ - Mahabahu akhila jagata natha Lyrics

ଗୀତ: ମହାବାହୁ ଅଖିଳ ଜଗତ ନାଥ
ଚଳଚିତ୍ର: ବନ୍ଧୁ ମହାନ୍ତି 
ଭାଷା: ଓଡ଼ିଆ 
କଣ୍ଠ: ପ୍ରଫୁଲ୍ଲ କର
ଗୀତିକାର: ଗୌର ଚରଣ
ସଙ୍ଗୀତ ନିର୍ଦ୍ଦେଶକ: ପ୍ରଫୁଲ୍ଲ କର
ମସିହା:୧୯୭୭ 


== ଓଡ଼ିଆ ==

ମହାବାହୁ...
ଅଖିଳ ଜଗତ ନାଥ
ଅଖିଳ ଜଗତ ନାଥ
ତୁମ୍ଭେ ଥାଉ ଥାଉ କାହା ପାଦତଳେ
ଲୋଟାଇବି ମୋର ମାଥ ମହାବାହୁ
ଲୋଟାଇବି ମୋର ମାଥ
ମହାବାହୁ... ॥୧ ॥


ଲାଜମାଡ଼େ ଏଥିପାଇଁ ମହାବାହୁ
ଲାଜମାଡ଼େ ଏଥିପାଇଁ
ଲାଜମାଡ଼େ ଏଥିପାଇଁ ମହାବାହୁ
ଲାଜମାଡ଼େ ଏଥିପାଇଁ

ଇତରମାନଙ୍କୁ ହାତ ମଳିବି କି 
ଇତରମାନଙ୍କୁ ହାତ ମଳିବି କି
ତୁମ୍ଭଙ୍କୁ ଛାଡ଼ି ଗୋସାଇଁ ମହାବାହୁ 
ତୁମ୍ଭଙ୍କୁ ଛାଡ଼ି ଗୋସାଇଁ
ମହାବାହୁ... ॥୨॥


ଭଲେ ଅବଧାନ କର ମହାବାହୁ
ଭଲେ ଅବଧାନ କର
ଭଲେ ଅବଧାନ କର ମହାବାହୁ
ଭଲେ ଅବଧାନ କର

ତୁମ୍ଭ ବାହାରେ କେ ବଡ଼ ଜଣେ ଅଛି
ତୁମ୍ଭ ବାହାରେ କେ ବଡ଼ ଜଣେ ଅଛି
ତା ଆଗେ ଯୋଡ଼ିବି କର ମହାବାହୁ 
ତା ଆଗେ ଯୋଡ଼ିବି କର
ମହାବାହୁ… ॥ ୩॥


ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ
ତୁମ୍ଭେ ତ ବିଚିତ୍ର କର୍ମା
ତୁମ୍ଭେ ତ ବିଚିତ୍ର କର୍ମା ମହାବାହୁ
ତୁମ୍ଭେ ତ ବିଚିତ୍ର କର୍ମା

ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ
ଆଉ ମୁଁ ସଂସାରେ କାହାକୁ କିମ୍ପାଇଁ
ବୋଲିବି ବାବୁ ମଣିମା ମହାବାହୁ
ବୋଲିବି ବାବୁ ମଣିମା
ମହାବାହୁ… ॥୪॥


ମୋତେ ମାଗି ଆସେ ନାହିଁ ମହାବାହୁ
ମୋତେ ମାଗି ଆସେ ନାହିଁ
ମୋତେ ମାଗି ଆସେ ନାହିଁ ମହାବାହୁ
ମୋତେ ମାଗି ଆସେ ନାହିଁ

ତୁମ୍ଭ କୃପା ଭିକ୍ଷା ବିନୁ କାହା ଦ୍ଵାରେ
ତୁମ୍ଭ କୃପା ଭିକ୍ଷା ବିନୁ କାହା ଦ୍ଵାରେ
ଯାଚକ ହୋଇବି ଯାଇ ମହାବାହୁ
ଯାଚକ ହୋଇବି ଯାଇ
ମହାବାହୁ… ॥ ୫॥


ଏ ଜୀବନ ଗଲେ ଯାଉ ମହାବାହୁ
ଏ ଜୀବନ ଗଲେ ଯାଉ
ଏ ଜୀବନ ଗଲେ ଯାଉ ମହାବାହୁ
ଏ ଜୀବନ ଗଲେ ଯାଉ

ଗଉର ଚରଣ ପଦ ଶ୍ରୀଚରଣେ
ଗଉର ଚରଣ ପଦ ଶ୍ରୀଚରଣେ
ଛାୟାକୁ ତକାଇ ଥାଉ ମହାବାହୁ
ଛାୟାକୁ ତକାଇ ଥାଉ
ମହାବାହୁ… ॥୬॥


YouTube ରେ ମହାବାହୁ ଅଖିଳ ଜଗତ ନାଥ



== English ==

Mahabahu…
Akhila jagata natha
Akhila jagata natha
Tumbhe thau thau kaha padatale
Lotaibi mora matha mahabahu
Lotaibi mora matha
Mahabahu… ॥1॥


Lajamade ethipain mahabahu
Lajamade ethipain
Lajamade ethipain mahabahu
Lajamade ethipain

Itaramananku hata malibi ki
Itaramananku hata malibi ki
Tumbhnku chhadi gosain mahabahu
Tumbhnku chhadi gosain
Mahabahu… ॥2॥


Bhale abadhana kara mahabahu
Bhale abadhana kara
Bhale abadhana kara mahabahu
Bhale abadhana kara

Tumbha bahare ke bada jane achhi
Tumbha bahare ke bada jane achhi
Ta age jodiba kara mahabahu
Ta age jodiba kara
Mahabahu... ॥3॥


Tumbhe ta bichitra karma mahabahu
Tumbhe ta bichitra karma
Tumbhe ta bichitra karma mahabahu
Tumbhe ta bichitra karma

Aau mun sansare kahaku kimpain
Aau mun sansare kahaku kimpain
Bolibi babu manima mahabahu
Bolibi babu manima
Mahabahu… ॥ 4॥


Mote magi ase nahin mahaprabhu
Mote magi ase nahin
Mote magi ase nahin mahaprabhu
Mote magi ase nahin

Tumbha krupa bhikhya binu kaha dware
Tumbha krupa bhikhya binu kaha dware
Jachaka hoibi jai mahabahu
Jachaka hoibi jai
Mahabahu… ॥5॥


E jibana gale jau mahabahu
E jibana gale jau
E jibana gale jau mahabahu
E jibana gale jau

Gaura charana pada shricharane
Gaura charana pada shricharane
Chhayaku takai thau mahabahu
Chhayaku takai thau
Mahabahu… ॥6॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ