ଭକତ ବିଦୁର ଶାଗ ଭଜା ଦେଇ - Bhakata bidura shaga bhaja dei Lyrics
ଭାଷା: ଓଡ଼ିଆ
କଣ୍ଠ: ଭିକାରି ବଳ
ଗୀତିକାର: ଗୋଲକନାଥ ଦାସ
ସଂଗୀତ ନିର୍ଦ୍ଦେଶକ: ଭିକାରି ବଳ
ମସିହା: ୧୯୭୯
== ଓଡ଼ିଆ ==
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ମୁଁ ଯେତେ ଦରବ ଯାଚିଲେ କାହିଁକି (୨)
ନ'ଛୁଅଁ ହେ ଭଗବାନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ ॥
ଦାସିଆ ବାଉରୀ କି ତପ କରିଲା
ତା ଶ୍ରୀଫଳ ହସ୍ତେ ନେଲ
ବନ୍ଧୁ ବୋଲି କହି ବନ୍ଧୁମହାନ୍ତି କୁ
ଭୋଗ ଥାଳି ଯାଚି ଦେଲ
ତୁମେ ପରା ସେହି ଭାବ ବିନୋଦିଆ (୨)
ମୋ ପାଇଁ କିଆଁ ମଉନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ ॥୧॥
ଦେଉଥିବି ମୁହିଁ ନେଉଥିବ ତୁମେ
ଏଡ଼େ ଭାଗ୍ୟ ମୋର କାହିଁ
ଅସରା ଲୁହରେ ଭରା ମୋ ପସରା
କି ଦେଇ ତୋଷିବି ମୁହିଁ
ତୁମ ଛଡ଼ା ଫୁଲ ତୁଳସୀ ପାଇ ହେ (୨)
ଯାଉ ମୋର ଏ ଜୀବନ (୨)
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ମୁଁ ଯେତେ ଦରବ ଯାଚିଲେ କାହିଁକି
ନ'ଛୁଅଁ ହେ ଭଗବାନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ନ'ଛୁଅଁ ହେ ଭଗବାନ
ତୋଷାଇ ପାରିଲା ମନ ॥୨॥
YouTube ରେ ଭକତ ବିଦୁର ଶାଗ ଭଜା ଦେଇ
== English ==
Bhakata bidura shaga bhaja dei
Tosai parila mana
Bhakata bidura shaga bhaja dei
Tosai parila mana
Mun jete daraba jachile kahinki (2)
Na’chhuan he bhagabana
Bhakata bidura shaga bhaja dei
Tosai parila mana ॥
Dasia bauri ki tapa karila
Ta shriphala haste nela
Bandhu boli kahi BandhuMahanti ku
Bhoga thali jachi dela
Tume para sehi bhaba binodia (2)
Mo pain kian mauna
Bhakata bidura shaga bhaja dei
Tosai parila mana ॥1॥
Deuthibi muhin neuthiba tume
Ede bhagya mora kahin
Asara luhare bhara mo pasara
Ki dei tosibi muhin
Tuma chhada phula tulasi pai he (2)
Jau mora e jibana (2)
Bhakata bidura shaga bhaja dei
Tosai parila mana
Mun jete daraba jachile kahinki
Na’chhuan he bhagabana
Bhakata bidura shaga bhaja dei
Tosai parila mana
Na’chhuan he bhagabana
Tosai parila mana ॥2॥
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...