Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭକତ ବିଦୁର ଶାଗ ଭଜା ଦେଇ - Bhakata bidura shaga bhaja dei Lyrics

ଗୀତ: ଭକତ ବିଦୁର ଶାଗ ଭଜା ଦେଇ 
ଭାଷା: ଓଡ଼ିଆ
କଣ୍ଠ: ଭିକାରି ବଳ
ଗୀତିକାର: ଗୋଲକନାଥ ଦାସ
ସଂଗୀତ ନିର୍ଦ୍ଦେଶକ: ଭିକାରି ବଳ
ମସିହା: ୧୯୭୯


== ଓଡ଼ିଆ ==

ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ

ମୁଁ ଯେତେ ଦରବ ଯାଚିଲେ କାହିଁକି (୨) 
ନ'ଛୁଅଁ ହେ ଭଗବାନ 
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ ॥


ଦାସିଆ ବାଉରୀ କି ତପ କରିଲା
ତା ଶ୍ରୀଫଳ ହସ୍ତେ ନେଲ
ବନ୍ଧୁ ବୋଲି କହି ବନ୍ଧୁମହାନ୍ତି କୁ
ଭୋଗ ଥାଳି ଯାଚି ଦେଲ
ତୁମେ ପରା ସେହି ଭାବ ବିନୋଦିଆ (୨)   
ମୋ ପାଇଁ କିଆଁ ମଉନ   
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ ॥୧॥


ଦେଉଥିବି ମୁହିଁ ନେଉଥିବ ତୁମେ
ଏଡ଼େ ଭାଗ୍ୟ ମୋର କାହିଁ
ଅସରା ଲୁହରେ ଭରା ମୋ ପସରା
କି ଦେଇ ତୋଷିବି ମୁହିଁ
ତୁମ ଛଡ଼ା ଫୁଲ ତୁଳସୀ ପାଇ ହେ (୨)
ଯାଉ ମୋର ଏ ଜୀବନ (୨)   

ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ
ମୁଁ ଯେତେ ଦରବ ଯାଚିଲେ କାହିଁକି
ନ'ଛୁଅଁ ହେ ଭଗବାନ 
ଭକତ ବିଦୁର ଶାଗ ଭଜା ଦେଇ
ତୋଷାଇ ପାରିଲା ମନ   
ନ'ଛୁଅଁ ହେ ଭଗବାନ
ତୋଷାଇ ପାରିଲା ମନ ॥୨॥


YouTube ରେ ଭକତ ବିଦୁର ଶାଗ ଭଜା ଦେଇ



== English ==

Bhakata bidura shaga bhaja dei
Tosai parila mana
Bhakata bidura shaga bhaja dei
Tosai parila mana

Mun jete daraba jachile kahinki (2)
Na’chhuan he bhagabana
Bhakata bidura shaga bhaja dei
Tosai parila mana ॥ 


Dasia bauri ki tapa karila
Ta shriphala haste nela
Bandhu boli kahi BandhuMahanti ku
Bhoga thali jachi dela
Tume para sehi bhaba binodia (2) 
Mo pain kian mauna
Bhakata bidura shaga bhaja dei
Tosai parila mana ॥1॥   


Deuthibi muhin neuthiba tume
Ede bhagya mora kahin
Asara luhare bhara mo pasara
Ki dei tosibi muhin
Tuma chhada phula tulasi pai he (2)
Jau mora e jibana (2)

Bhakata bidura shaga bhaja dei
Tosai parila mana
Mun jete daraba jachile kahinki
Na’chhuan he bhagabana
Bhakata bidura shaga bhaja dei
Tosai parila mana
Na’chhuan he bhagabana
Tosai parila mana ॥2॥


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ଜଗନ୍ନାଥାଷ୍ଟକଂ (ଜଗନ୍ନାଥ ଅଷ୍ଟକଂ) - Jagannath Ashtakam Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

The Smaranika commented on jagannathastakam: “ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ । ଆମେ ଦେବା ପାଇଁ ଚେଷ୍ଟା କରିବୁ ।- ଦି ସ୍ମରଣିକା ଟିମ୍”

The Smaranika commented on madhaba he madhaba lyrics: “ଅପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

The Smaranika commented on madhaba he madhaba lyrics: “ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ।- "ଦି ସ୍ମରଣିକା" ଟିମ୍”

Anonymous commented on madhaba he madhaba lyrics: “Jay Jagannatha 🙏”

Anonymous commented on jagannathastakam: “Excellent. However it would be better if the meanings of the words would have given. ”

Anonymous commented on jagannathastakam: “Excellent. Lyrics in Odia, Sanskrit and English are praiseworthy; but it would be better if the words would have explained…”

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ