Posts
Showing posts from 2019
Google ରେ ଓଡ଼ିଆରେ ହିଁ search କରନ୍ତୁ!
ସମସ୍ତ ଓଡ଼ିଆ କ୍ୟାଲେଣ୍ଡର
Facebook ରେ ଯୋଡ଼ନ୍ତୁ
|
Twitter ରେ ଯୋଡ଼ନ୍ତୁ
Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page
== ଓଡ଼ିଆ == ଗୀତ : ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି ଭାଷା : ମରାଠୀ କଣ୍ଠ : ଅନୁରାଧା ପୌଡ଼ୱାଲ ଗୀତିକାର : ସନ୍ଥ ସମର୍ଥ ରାମଦାସ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି ନୁର୍ବି ପୁର୍ବି ପ୍ରେମ୍ କୃପା ଜୟାଚି ସର୍ବାଙ୍ଗୀ ସୁନ୍ଦର ଉଟି ଶେନ୍ଦୁରାଚି କଣ୍ଠି ଝଳ୍କେ ମାଳ୍ ମୁକ୍ତା ଫଳାଂଚି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ॥୧॥ ରତ୍ନଖଚିତ ଫରା ତୁଜ୍ ଗୌରୀକୁମରା ଚନ୍ଦନାଚି ଉଟି କୁମ୍କୁମ୍ କେଶରା ହୀରେଜଡ଼ିତ ମୁକୁଟ ଶୋଭତୋ ବରା ରୁଣୁଝୁଣୁତି ନୁପୁରେ ରୁଣୁଝୁଣୁତି ନୁପୁରେ ଚରଣୀ ଘାଗରିୟା ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ କାମନା ପୂର୍ତ୍ତି ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ॥୨॥ ଲମ୍ବୋଦର ପୀତାମ୍ବର ଫଣିବରବନ୍ଧନା ସରଳ ସୋଣ୍ଡ ବକ୍ତ୍ରତୁଣ୍ଡ ତ୍ରିନୟନା ଦାସ୍ ରାମାଚା ବାଟ୍ ପାହେ ସଦନା ସଙ୍କଟୀ ପାୱାୱେ ନିର୍ବାଣୀ ରକ୍ସାୱେ ସୁର୍ବର୍ବନ୍ଧନା ଜୟ ଦେବ ଜୟ ଦେବ ଜୟ ମଙ୍ଗଲମୂର୍ତ୍ତି ହୋ ଶ୍ରୀ ମଙ୍ଗଲମୂର୍ତ୍ତି ଦର୍ଶନମାତ୍ରେ ମନ ...
ହେ ବରଷା ଟିକେ ରାହିଯା - He Barasa Tike Rahija Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ହେ ବରଷା ଟିକେ ରାହିଯା ଭାଷା : ଓଡ଼ିଆ ଆଲବମ : ପାଟ ଓଢ଼ଣୀ କଣ୍ଠ : ସୁରେଶ ୱାଡ଼କର୍ ଗୀତିକାର : ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର, ଗିରିଧର ଗମାଙ୍ଗ ମସିହା : ୨୦୦୮ ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ ଓଢ଼ଣୀ ଉଡ଼ିଯିବ ଚନ୍ଦନ ଲିଭିଯିବ ବହୁ ବେଶେ ଦିଶୁଛି ସେ ଭାରି ସୁନ୍ଦର ଆଜି ମୋ ପ୍ରିୟାର ବାହାଘର ଆଜି ମୋ ପ୍ରିୟାର ବାହାଘର ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଟିକେ ଥମିଯା ॥ ଆଞ୍ଜୁଳି ଚାଉଳ ହାତରେ ଧରି ପ୍ରିୟା ମୋ ଯାଉଚି ସଉଦା କରି ଅ..ଆଞ୍ଜୁଳି ଚାଉଳ ହାତରେ ଧରି ପ୍ରିୟା ମୋ ଯାଉଚି ସଉଦା କରି ବେଦୀରେ ଚାହିଁଛି ସଉଦା ଗର ହାତ ଧରି ତାର ନେବ ତା' ଘର ଖୁସିରେ କରୁ ସେ ଜୀବନ ସଉଦା ଖୁସିରେ କରୁ ସେ ଜୀବନ ସଉଦା ବରଷା ଲୋ ରହିଯା ତୁ ରାଣ ମୋହର ଆଜି ମୋ ପ୍ରିୟାର ବାହାଘର ଆଜି ମୋ ପ୍ରିୟାର ବାହାଘର ହେ ବରଷା ଟିକେ ରହିଯା ହେ ପବନ ଟିକେ ଥମିଯା ଟିକେ ଥମିଯା ॥୧॥ କାଲି ସିନା ଥିଲା ସିଏ ନିଜର ହାତଗଣ୍ଠି ପରେ ହେବ ସେ ପର ହୋ..କାଲି ସିନା ଥିଲା ସିଏ ନିଜର ହାତଗଣ୍ଠି ପରେ ହେବ ସେ ପର ସିନ୍ଥିରେ ଲାଗିଲେ ଟୋପେ ସିନ୍ଦୁର ପ୍ରିୟା ଭୁଲିଯାଏ ଅତୀତ ତାର ବେଦୀର ନିଆଁରେ ଆଜି ଜଳିଯାଉ ବେଦୀର ନିଆଁରେ ଆଜି ଜଳିଯାଉ...
ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame Shramika Aame Kamare Thau Mati Lyrics
- Get link
- X
- Other Apps
ଗୀତ : ଶିଳ୍ପୀ ଆମେ ଶ୍ରମିକ ଆମେ ଭାଷା : ଓଡ଼ିଆ ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି ମନୁନା କେବେ ବରଷା, ଜାଡ଼ ଝାଞ୍ଜି ଖରା ତାତି ॥୧॥ ଗଢ଼ିଲୁ ଆମେ ଦେଉଳ କେତେ ସଡ଼କ, ସେତୁ, ଗଡ଼ ଆମରି ଲାଗି ଆମରି ଦେଶ ଜଗତେ ହେଲା ବଡ଼ ॥୨॥ କୋଣାରକରେ ଭୁବନେଶ୍ଵରେ ପୁରୀରେ ଆମ କାମ ପଥର ଦେହେ ଅମର କଲା ଓଡ଼ିଆ ଜାତି ନାମ ॥୩॥ ଖଣିରୁ ଆମେ କୋଇଲା କାଢ଼ୁଁ ପଥର ଦେହୁଁ ଲୁହା ରାଉରକେଲା ତାଳଚେରରେ ଚଳାଉ କଳ ନୂଆ ॥୪॥ ହୀରାକୁଦରେ ରୋକିଲୁ ଆମେ ମହାନଦୀର ପାଣି ଗହୀର ବିଲେ ଖେଳାଇ ଦେଲୁ ସବୁଜ ଶୋଭା ଆଣି ॥୫॥ ଆମରି ଲାଗି ଘର ଘରକେ ବିଜୁଳିବତୀ ଜଳେ ଦରିଆ ବୁକେ ଜାହାଜ ଚଳେ ...
ହାଏରେ କାଏଁ ମହନୀ ଲାଗିଛେ - Haere Kaen Mahani Lagichhe Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ହାଏରେ କାଏଁ ମହନୀ ଲାଗିଛେ ଭାଷା : ସମ୍ବଲପୁରୀ ଆଲବମ : କଲା କଲା ଚକାଡୁଲା କଣ୍ଠ : ଅନୁରାଧା ପୌଡ଼ୱାଲ ସଙ୍ଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ମସିହା : ୧୯୯୬ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ କଜଲେ କାଲିଆ ସିନ୍ଦୁରେ କାଲିଆ କଜଲେ କାଲିଆ ସିନ୍ଦୁରେ କାଲିଆ ମତେ ତ ସବୁ କଲା କଲା ଦିଶୁଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ ॥୧॥ ଲାଲ ଟହ ଟହ ଗୁଲୁକି ହସିଥି ମନ୍ଟା ଯାଏସି ଚହଲି ସେ ହସିଥି ଯିଏ ଥରେ ଫସିଗଲା ଝୁରୁଥିସି ତାହାକେ ଖାଲି ଲାଲ ଟହ ଟହ ଗୁଲୁକି ହସିଥି ମନ୍ଟା ଯାଏସି ଚହଲି ସେ ହସିଥି ଯିଏ ଥରେ ଫସିଗଲା ଝୁରୁଥିସି ତାହାକେ ଖାଲି ତାକେ ଦେଖ୍ଲା ଦିନୁ ଦହକେ କାଲ୍ ମତେ ଲାଗୁଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ ॥୨॥ କିଛିନାଇଁ କହେ ହେଲେ ତ ଆଖିଥି କହିଦେସି କେତେ ଯେ ଭାଷା ସେଥିଲାଗିର୍ ଭାଇ ଏ ଦୁନିଆ ସାରା କରିଛନ୍ ତାକେ ଭରଷା କିଛିନାଇଁ କହେ ହେଲେ ତ ଆଖିଥି କହିଦେସି କେତେ ଯେ ଭାଷା ସେଥିଲାଗିର୍ ଭାଇ ଏ ଦୁନିଆ ସାରା କରିଛନ୍ ତାକେ ଭରଷା କେଜାଣି ସେ କାଣା ଯନ୍ତ୍ରର୍ ମନ୍ତ୍ରର୍ ସତେ ଜାନିଛେ ହାଏରେ କାଏଁ ମହନୀ ଲାଗିଛେ ଓ..ହାଏରେ କାଏଁ ମହନୀ ଲାଗିଛେ କଜଲେ କାଲିଆ ସିନ୍ଦୁରେ କାଲିଆ କଜଲେ କାଲିଆ ସିନ୍ଦୁରେ କାଲିଆ ମତେ ତ ସବୁ କଲା କଲା ଦିଶୁଛେ ହାଏରେ କାଏଁ ମହନ...
ଘ ଚମ୍ପୂ (ଘେନାଇ ଆମ୍ଭେ ଯେତେ କହିଲୁରେ) - Gha Champu (Ghenai Aambhe Jete Kahilure) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଘେନାଇ ଆମ୍ଭେ ଯେତେ କହିଲୁରେ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଘୃତଘଟକୁ ଶିଖି-ଶିଖା ପାଖରେ ରଖି ଶିରୀଷଦେହା ଏହା ସହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୧॥ ଘସ୍ରନାଥନନ୍ଦନା ଅନାଉଣିକି ମନ ଘସ୍ରନାଥନନ୍ଦନା ଅନାଉଣିକି ମନ କରୁଁ ଯେ ଥାଉଁ ହଟି ଚାହିଁଲୁ ରେ ଘଟୀସରିକି କରେ ନାହିଁକି ବିବେକରେ ଘଟୀସରିକି କରେ ନାହିଁକି ବିବେକରେ ମହାର୍ଣ୍ଣବରେ ଅବଗାହିଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୨॥ ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଘୋଟି କିତବମୂଳ ଘୋରି ଘୋର ଜାଙ୍ଗଳ ଗରଳତୁଲେ ତାହା ପିଇଲୁରେ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ଘୁମାଇବାର ସମ୍ଭବିଲା ନାହିଁକି ଆମ୍ଭ ସୁଯୋଗୁଁ ସିନା ବଞ୍ଚିଅଇଲୁ ରେ ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘେନାଇ ଆମ୍ଭେ ଯେତେ କହିଲୁରେ ॥୩॥ YouTube ରେ ଘେନାଇ ଆମ୍ଭେ ଯେତେ କହିଲୁରେ == English == Song : Ghenai Aambhe Jete Kahilure Language : Odia Scripture / Book : Kishore...
ହମ୍ଦମ୍ ମେରେ (ଚାଲୁଥିଲି ମୁଁ ଏକା ମୋ ବାଟରେ) - Humdum Mere (Chaluthili Mun Eka Mo Batare) Lyrics
- Get link
- X
- Other Apps
== ଓଡ଼ିଆ== ଫିଲ୍ମଗୀତ : ହମ୍ଦମ୍ ମେରେ ଭାଷା : ଓଡ଼ିଆ ଚଳଚିତ୍ର : ବାବୁ ଭାଇଜାନ୍ କଣ୍ଠ : ଅଭିଜିତ ଭଟ୍ଟାଚା ର୍ଯ୍ୟ , ଇରା ମହାନ୍ତି ଗୀତିକାର : ପଞ୍ଚାନନ ନାୟକ ସଙ୍ଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର ମସିହା : ୨୦୨୦ (ପୁ) ହାଁ.. ହାଁ.. ହାଁ..ହାଁ ହାଁ ହାଁ (ଝି) ହାଁ.. ଆ.. ଆ..ଆ ଆ ଆ (ପୁ) ଚାଲୁଥିଲି ମୁଁ ଏକା ମୋ ବାଟରେ ଏମିତି ତୁ ସାଙ୍ଗହେଲୁ ଆସି ମୋ ସାଥିରେ ମୋ ଦେହର ବାସ୍ନା ଆଜି ତୋ ନିଶ୍ଵାସରେ ହମ୍ଦମ୍ ମେରେ..ହମ୍ଦମ୍ ମେରେ ହମ୍ଦମ୍ ମେରେ..ହମ୍ଦମ୍ ମେରେ (ଝି) ଫେରି ପାରିଲିନି ଦେଖା ହେଲାପରେ ମନେ ହେଲା ତୁ ଆଗ ଆଉ ସବୁପରେ ମୋ ଚେହେରା ଦିଶିଗଲା ତୋରି ଛାଇରେ ହମ୍ଦମ୍ ମେରେ..ହମ୍ଦମ୍ ମେରେ ହମ୍ଦମ୍ ମେରେ..ହମ୍ଦମ୍ ମେରେ ॥୧॥ (ପୁ) ଓରେ ସାହିବାରେ ତୋ' ପାଇଁରେ ଖୁଦା ଠାରୁ ଆଣିଚି ମୁଁ ପ୍ରେମ କରଜ (ଝି) ଓରେ ସାଜନ୍ରେ ପ୍ୟାର୍ ତେରା ମିଲ୍ଗେୟାରେ ଛାତି ତଳେ ରଙ୍ଗ ମୁରୁଜ (ପୁ) ଥିଲା ତନ୍ହାଇ ଏଇ ଜୀବନରେ ଛଲ୍ ପୁର୍ୱାଇ ତୁ ଆସିଲା ପରେ (ଝି) ମୋ ମନର କଥା ଆଜି ତୋ'ରି ଓଠରେ ହମ୍ଦମ୍ ମେରେ..ହମ୍ଦମ୍ ମେରେ (ପୁ) ହମ୍ଦମ୍ ମେରେ..ହମ୍ଦମ୍ ମେରେ ॥୨॥ (ଝି) ଓ ମେହେର୍ବାରେ ସାଥ୍ ମେରେ ଚାଲୁ ଚାଲୁ କହିବୁନି କେବେ ଅଲ୍ବିଦା (ପୁ) ସୁନ୍ ହମ୍ନବାରେ ତୋ ଆଖିର ଆଇନାରେ ହେଇଗଲି ଆଜି ଗୁମ୍ସୁଦା (ଝି) ହେଲି ମୁଁ ଦିୱ...
ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି - Sajani Sajani Sajani Mun Kahaku Bhala Paini Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ଭାଷା : ଓଡ଼ିଆ ଆଲବମ : ସଜନୀ କଣ୍ଠ : ବାବୁଲ୍ ସୁପ୍ରିୟୋ ଗୀତିକାର : ନରେନ୍ଦ୍ର ବେହେରା ସଙ୍ଗୀତ ନିର୍ଦ୍ଦେଶକ : ଗଦାଧର ଖୁଣ୍ଟିଆ ସଜନୀ ସଜନୀ ସଜନୀ ହୋ..ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ହାଏରେ ମୁଁ କାହାକୁ ଭଲ ପାଇନି ହୋ..ଦେଇନି ଦେଇନି ଦେଇନି ଦେଇନି ଦେଇନି ଦେଇନି ମୋ ମନକୁ ବିକି ଦେଇନି ହାଏରେ ମୁଁ କାହାକୁ ଭଲ ପାଇନି ॥ ହାତ ଗଣ୍ଠି ବେଳେ ସାକ୍ଷୀ ରଖିଦିଅ ତୁମେ ହେଲ ମୋରି ପାଇଁ ସାତ ଜନମକୁ ତୁମଠାରେ ବନ୍ଧା ଏ କଥାକି ଜଣା ନାହିଁ ହାତ ଗଣ୍ଠି ବେଳେ ସାକ୍ଷୀ ରଖି ଦିଅ ତୁମେ ହେଲ ମୋରି ପାଇଁ ହୋ..ସାତ ଜନମକୁ ତୁମଠାରେ ବନ୍ଧା ଏ କଥା କି ଜଣା ନାହିଁ ହୋ..ହେଇନି ହେଇନି ହେଇନି ହୋ..ହେଇନି ହେଇନି ହେଇନି ମୁଁ କାହାର ହେଇଯାଇନି ହାଏରେ ମୁଁ କାହାର ହେଇଯାଇନି ହୋ..ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି ହାଏରେ ମୁଁ କାହାକୁ ଭଲ ପାଇନି ॥୧॥ ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି ଦେହ ଛୁଇଁ ତମ ଖାଇଥିଲି ରାଣ ଏ କଥା କି ମନେ ନାହିଁ ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି ହାଏ..ଦେହ ଛୁଇଁ ତମ ଖାଇଥିଲି ରାଣ ଏ କଥା କି ମନେ ନାହିଁ ହେ..ଛୁଇଁନି ଛୁଇଁନି ଛୁଇଁନି ହୋ..ଛୁଇଁନି ଛୁଇଁନି ଛୁଇଁନି ମୁଁ କାହାକୁ କେବେ ଛୁଇଁନି ହାଏରେ ମୁଁ କାହାକୁ କେବେ ଛୁଇଁନି ସଜନୀ ସ...
ଝ ଚମ୍ପୂ (ଝଗଡ଼ି ମାତ୍ର ହେଲ ହେ ଶ୍ୟାମ) - Jha Champu (Jhagadi Matra Hela He Shyama) Lyrics
- Get link
- X
- Other Apps
== ଓଡ଼ିଆ == ଗୀତ : ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଭାଷା : ଓଡ଼ିଆ ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କଣ୍ଠ : ଶ୍ୟାମାମଣି ପଟ୍ଟନାୟକ ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ ଲେବେଲ : ଜେ.ଇ. କ୍ୟାସେଟ କମ୍ପାନୀ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ଝିମୁଟ ହେବାକୁ ସହସ୍ର ଯାମ ଝିମୁଟ ହେବାକୁ ସହସ୍ର ଯାମ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥ ଝାଉଁଳିବା ନବ ତମାଳ ରମା ଝାଉଁଳିବା ନବ ତମାଳ ରମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝିଙ୍କି ଆଣି ଅଙ୍ଗେ କଲଣି ଜମା ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୧॥ ଝଡ଼ିବ ବଳ କୋମଳ ଛାତିରୁ ଝଡ଼ିବ ବଳ କୋମଳ ଛାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଷଧ୍ଵଜପୀଡ଼ା ଝାଞ୍ଜି ତାତିରୁ ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୨॥ ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁମି ଝୁମି ଲଠି ପୃଷ୍ଠେ ରସାର ଝୁରିବାର ଏକା ହୋଇବ ସାର ଝୁରିବାର ଏକା ହୋଇବ ସାର ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୩॥ ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝଳି ପାଞ୍ଚାଳୀ ଝଟକେ ନାହିଁ କି ? ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ଝଗଡ଼ି ଆହା..ଝଗଡ଼ି ମାତ୍ର ହେଲ ହେ ଶ୍ୟାମ ଝଗଡ଼ି ॥୪॥ ଝଲକି ଗଲ କ...
ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୦ - Odia Calendar / Panjika 2020
- Get link
- X
- Other Apps
ଆପଣ ୨୦୨୦ ମସିହାର କ୍ଯାଲେଣ୍ଡର ଦେଖୁଛନ୍ତି । "ଦି ସ୍ମରଣିକା" ପ୍ରକାଶିତ ସମସ୍ତ ଓଡ଼ିଆ କ୍ଯାଲେଣ୍ଡର ଏଇଠି ଦେଖନ୍ତୁ.. କୋହେନୁର ଓ ରାଧରମଣ ପଞ୍ଜିକା କୁ ଆଧାର କରି, "ଦି ସ୍ମରଣିକା" ପ୍ରସ୍ତୁତ କରିଛି "ସଂକ୍ଷିପ୍ତ ଓଡ଼ିଆ କ୍ୟାଲେଣ୍ଡର ୨୦୨୦" । ଜାନୁୟାରୀ ୨୦୨୦ ଓଡ଼ିଆ ମାସ : ପୌଷ ୧୭ - ମାଘ ୧୭ Date Day Festival / Holiday 1 Jan Wed New Year, Dhanu Jatra ନୂଆବର୍ଷ, ଧନୁ ଯାତ୍ରା 5 Jan Sun Shamba Dashami ଶାମ୍ବ ଦଶମୀ 10 Jan Fri Debavisheka Purnima ଦେବାଭିଷେକ ପୂର୍ଣ୍ଣିମା 15 Jan Wed Makara Sankaranti (Pongal) ମକର ସଙ୍କରାନ୍ତି (ପୋଙ୍ଗଲ) 23 Jan Thu Netaji Jayanti, Veer Surendra Sai Jayanti ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ 24 Jan Fri Trivani Amabasya, Abhiram Paramahamsa Jayanti ତ୍ରିବେଣୀ ଅମାବାସ୍ୟା, ଅଭିରାମ ପରମହଂସ ଜୟନ୍ତୀ 26 Jan Sun Republic Day ସାଧାରଣତନ୍ତ୍ର ଦିବସ 30 Jan Thu Saraswati Puja ସରସ୍ଵତୀ ପୂଜା 17 - ସ୍ଵାମୀ ବିବେକନାନନ୍ଦ ଜୟନ୍ତୀ ଅମାବାସ୍ୟା: 24, ପୂର୍ଣ୍ଣିମା: 10 ଏକାଦଶୀ: 6, 20 ବିବାହ: 16, 19, 20, 22, 29, 30, 31 ବ୍ରତୋପନୟନ: 29, 30, 31 ଫେବୃୟାରୀ ୨୦୨୦ ଓଡ଼ିଆ ମାସ : ମାଘ ୧୮ - ଫାଲ୍ଗ...
ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ
== ଓଡ଼ିଆ == ଗୀତ : ଶ୍ରିତ କମଲା କୁଚ ମଣ୍ଡଲ ଭାଷା : ସଂସ୍କୃତ ପୋଥି / ପୁସ୍ତକ : ଗୀତ ଗୋବିନ୍ଦ କଣ୍ଠ : ନମିତା ଅଗ୍ରୱାଲ ଗୀତିକାର : ଶ୍ରୀ ଜୟଦେବ ଗୋସ୍ଵାମୀ ସଙ୍ଗୀତ ନିର୍ଦ୍ଦେଶକ : ରାଖାଲ ମହାନ୍ତି ମସିହା : ୨୦୦୬ ଶ୍ରିତ-କମଲା-କୁଚ-ମଣ୍ଡଲ, ଧୃତ-କୁଣ୍ଡଲ କଲିତ-ଲଲିତ-ବନମାଲ, ଜୟ ଜୟ ଦେବ ହରେ ॥୧॥ ଦିନମଣି-ମଣ୍ଡଲ-ମଣ୍ଡନ, ଭବ-ଖଣ୍ଡନ ମୁନିଜନ-ମାନସ-ହଂସ, ଜୟ ଜୟ ଦେବ ହରେ ॥୨॥ କାଲିୟ-ବିଷଧର-ଗଞ୍ଜନ, ଜନ-ରଞ୍ଜନ ୟଦୁକୁଲ-ନଲିନ-ଦିନେଶ, ଜୟ ଜୟ ଦେବ ହରେ ॥୩॥ ମଧୁ-ମୁର-ନରକ-ବିନାଶନ, ଗରୁଡ଼ାସନ ସୁରକୁଲ-କେଲି-ନିଦାନ, ଜୟ ଜୟ ଦେବ ହରେ ॥୪॥ ଅମଲ-କମଲ-ଦଲ-ଲୋଚନ, ଭବ-ମୋଚନ ତ୍ରିଭୁବନ-ଭବନ-ନିଧାନ, ଜୟ ଜୟ ଦେବ ହରେ ॥୫॥ ଜନକ-ସୁତାକୃତ-ଭୂଷଣ, ଜିତ-ଦୂଷଣ ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ ॥୬॥ ଅଭିନବ-ଜଲଧର-ସୁନ୍ଦର, ଧୃତ-ମନ୍ଦର ଶ୍ରୀମୁଖ-ଚନ୍ଦ୍ର-ଚକୋର, ଜୟ ଜୟ ଦେବ ହରେ ॥୭॥ ତବ ଚରଣେ ପ୍ରଣତାବୟମ୍, ଇତି ଭାବୟ କୁରୁ କୁଶଲଂ ପ୍ରଣତେଷୁ, ଜୟ ଜୟ ଦେବ ହରେ ॥୮॥ ଶ୍ରୀ-ଜୟଦେବ-କବେରିଦଂ, କୁରୁତେ ମୁଦମ୍ ମଙ୍ଗଳମ୍-ଉଜ୍ଜ୍ୱଳ-ଗୀତଂ, ଜୟ ଜୟ ଦେବ ହରେ ॥୯॥ ଇତି ଶ୍ରୀ ଜୟଦେବ ବିରଚିତଂ ମଙ୍ଗଲଗୀତଂ ସମ୍ପୂର୍ଣ୍ଣମ୍ ॥ Note on usage of filler words hey (है), E (ए), Hari (हरि) etc: Numerous artists around the w...
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics
== ଓଡ଼ିଆ == ଭଜନ : ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ ଭାଷା : ଓଡ଼ିଆ ଆଲବମ : ମୟୂର ଚନ୍ଦ୍ରିକା କଣ୍ଠ : ସୋନୁ ନିଗମ ଗୀତିକାର : ଶ୍ରୀକାନ୍ତ ଗୌତମ ସଂଗୀତ ନିର୍ଦ୍ଦେଶକ : ସରୋଜ ନନ୍ଦ ଲେବେଲ : ଟି ସିରିଜ୍ ମସିହା : ୧୯୯୪ ତୋ ଆଗରେ କିଛି ଧୂପ, ମୋ ଆଗରେ କିଛି ଧୂପ ତୋ ଦେହରେ କିଛି ଫୁଲ, ମୋ ଦେହରେ କିଛି ଫୁଲ ତୋ ପାଇଁ ଦୀପ ଟିଏ, ମୋ ପାଇଁ ଦୀପ ଟିଏ ତୋ ବେକରେ ମାଳ ଟିଏ, ମୋ ବେକରେ ମାଳ ଟିଏ ତୁ ବଡ଼ ଦାଣ୍ଡେ ଯିବୁ, ମୁଁ ବଡ଼ ଦାଣ୍ଡେ ଯିବୁ ତତେ ଟାଣି ଟାଣି ନେବେ, ମୋତେ ବୋହି ବୋହି ନେବେ ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି ନନ୍ଦିଘୋଷରେ ତୁ ଯିବୁ, ମୁଁ ଯେ କୋକେଇରେ ଯିବି ଶ୍ରୀଗୁଣ୍ଡିଚାକୁ ତୁ ଯିବୁ, ମୁଁ ଯେ ସ୍ଵର୍ଗଦ୍ଵାର ଯିବି କାଳିଆ...ରେ କାଳିଆ...କାଳିଆ... ॥୧॥ ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ଆଗେ ହରିବୋଲ, ମୋ ଆଗେ ରାମ ନାମ ତୋ ଦେହେ ପାଟ ଲୁଗା, ମୋ ଦେହେ ଧଳା ଲୁଗା ତୋ ମଥାରେ ସିନ୍ଦୁର, ମୋ ମଥାରେ ଅଭିର ତୁ ବସି ବସି ଯିବୁ, ମୁଁ ଶୋଇ ଶୋଇ ଯିବି ତୁ ହାତେ ହାତେ ଯିବୁ, ମୁଁ କାନ୍ଧେ କାନ୍ଧେ ଯିବି ତୁ ଆଖି ମେଲି ଥିବୁ, ମୁଁ ଆଖି ବୁଜିଥିବି ତୁ ସଭିଙ୍କୁ ଦେଖୁଥିବୁ, ମୁଁ ଦେଖି ନପାରିବି ନନ୍ଦିଘୋଷରେ ତୁ ଯିବୁ, ମୁ...
ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics
== ଓଡ଼ିଆ == ଗୀତ: ମୋ କଳା ଚାନ୍ଦରେ ଭାଷା: ଓଡ଼ିଆ କଣ୍ଠ: ପ୍ରଣତୀ ମହାନ୍ତି ଗୀତିକାର: ପଞ୍ଚାନନ ନାୟକ ସଂଗୀତ ନିର୍ଦ୍ଦେଶକ: ମଳୟ ମିଶ୍ର, ବିପିନ୍ ବାରିକ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ତୁ ମନେ ପଡ଼ିଗଲେ ଘର ମହକୁଚି ଚନ୍ଦନ କର୍ପୂର ଗନ୍ଧରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୧॥ ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ଅନ୍ଧର ଲଉଡ଼ି ଆରେ ଆଶାବାଡ଼ି ତୋ ବିନା ବାଟ ଅନ୍ଧାର ତୋ ହାତ ଧରି ବାଟ ଚାଲୁଥିଲେ ମୋର ବା କାହାକୁ ଡର ତୁ’ ଥା ଦୂରେ ଯେତେ ଲଡ଼ୁଥିବି ତତେ ଭଲରେ ହଉକି ମନ୍ଦରେ.. ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ କି ଗୁଣି କରିଚୁ ଧନ ହେଲି ମୁଁ ଅନ୍ଧରେ ॥୨॥ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣୀରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ପାଦ ଖସିଗଲେ ପ୍ରାଣ ଚାଲିଯାଏ ମଣିଷ ଜୀବନ ଏଇ ବାଙ୍କ ଚାହାଣିରେ ଚାହିଁଥାରେ ଧନ ମରିବି ତୋ ମୁହଁ ଚାହିଁ ତୁ ଆର ଜନମରେ ହବୁକି ମୋ ପୁଅ ମଶାଣି ଯିବ...
କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics
== ଓଡ଼ିଆ == କବିତା : କାଳିଜାଈରେ ସନ୍ଧ୍ୟା ଗୀତିକାର : ଡମ୍ବରୁଧର ପରିଡ଼ା କାତ ଧରି ଧୀରେ ନାଉରି ନାଆ ଦେଇଛି ମେଲି, ଉତ୍ତରା ପବନ ଆଗକୁ ଦିଏ ତଲେଇ ଠେଲି ॥ ନାଚି ନାଚି ଚାଲେ ତରଣୀ ନାଚେ ଶତ ତରଙ୍ଗ, ଉଡି ଆସି ଜଳେ ଭାସନ୍ତି କାହିଁ କେତେ ବିହଙ୍ଗ ॥ ହଂସ ହଂସରାଳୀ ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇ ଲେଉଟା ବେଳ ॥ ମାଛରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆଶେ ॥ ଚାହୁଁ ଚାହୁଁ ଯାଇ ଗଭୀର ଜଳେ ପଡିଲା ନାଆ, ଅକାତ ପାଣି ସେ ଗଣ୍ଡରେ କାଳିଜାଈ ତା ନାଆଁ ॥ କାତ ରଖି ନାବେ ନାଉରି ନେଲା ଆହୁଲା କରେ, ମା କାଳିଜାଈ ସୁମରି ମଙ୍ଗ ସଳଖି ଧରେ ॥ ନୀଳ ଊର୍ମିମାଳା ଉଠଇ ବହେ ପବନ ଖର, ଛିଟିକି ପଡ଼ଇ ନାଆରେ ପାଣି ଥରକୁ ଥର ॥ ନାଆ ପାଶେ ଖେଳେ ମଗର ବୁଡ଼ି ଛଟକି ଉଠେ, ଖେଳେ ଶିଶୁମାର ଶାଙ୍କୁଚ ପୁଣି ଲାଙ୍ଗୁଡ଼ ପିଟେ ॥ ପାରି ହୋଇ ଗଣ୍ଡ ବିଷମ ନାଆ ଲାଗିଲା କୂଳେ, ସୁଷମା ନିରେଖି ଉଠିଲା ଶ୍ୟାମ ଶଇଳ ଚୁଳେ ॥ ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଆସୁଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ ॥ ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ ॥ ଚଢେଇଗୁହାର ଶିଖକୁ ଚାହିଁ ଉଡ଼ଇ ଏରା, ଲୋହିତ ଧବଳ ପକ୍ଷରେ କେଡ଼େ ଦିଶଇ ତୋରା ॥ ଭାଲେରୀ ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ...
ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics
== ଓଡ଼ିଆ == ଭଜନ : ନୀଳାଚଳ ଧାମ ଯାଇ ମୁଁ ପାରୁନି ଭାଷା : ଓଡ଼ିଆ କଣ୍ଠ : ଶ୍ରୀଚରଣ ମହାନ୍ତି ଗୀତିକାର : ଅରୁଣ ମନ୍ତ୍ରୀ ହେ.... ଜଗନ୍ନାଥ... ହେ... ଜଗନ୍ନାଥ... ଜଗନ୍ନାଥ... ହେ... ଜଗନ୍ନାଥ... ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି (୨) ଏଇଠି ଗଢ଼ିଚି ବାଲି ରଥ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ ଜୀବନର ବାଟ ଭାରି ଅଙ୍କା ବଙ୍କା ବିଚରା ବାଟୋଇ ଛାତିରେ ଛନକା ମୁଁ ସେଇ ବାଟୋଇ ଭାରି ଏକା ଏକା ପାଦେ ପାଦେ ଆଜି ଦଉଚି ପରୀକ୍ଷା ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ (୨) ବଢ଼େଇ ନିଅ ହେ ତୁମ ହାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୧॥ ଭାରି ଛନ୍ଦା ଛନ୍ଦି ପାପୁଲି ର ରେଖା ଘଟୁଚି ଘଟିବ ଯାହା ଅଛି ଲେଖା କଉ ଦିନ ପ୍ରଭୁ ହବ ତୁମ ଦେଖା ସେଦିନ ସେ ଯାଏଁ କରିଚି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ (୨) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥୨॥ ନୀଳାଚଳ ଧାମ ଯାଇ ମୁଁ ପାରୁନି (୨) ଏଇଠି କରୁଚି ଦଣ୍ଡବତ ହେ ଜଗନ୍ନାଥ, ହେ ଜଗନ୍ନାଥ ହେ ଜଗନ୍ନାଥ, ହେ ଜଗନ୍ନାଥ ॥ YouTube ରେ ନୀଳାଚଳ ଧାମ ଯାଇ ମୁଁ ପାରୁନି =...
ନିକଟରେ ମିଳିଥିବା ମନ୍ତବ୍ୟ ସବୁ
ଲେଖା ସମୂହର ବିଭାଗୀକରଣ
ଲେଖା ସମୂହର ବିଭାଗୀକରଣ
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା
-
-
- ମରାଠୀ ଭଜନ ସୁଖକର୍ତ୍ତା ଦୁଃଖହର୍ତା ବାର୍ତ୍ତା ବିଘ୍ନାଚି -...
- ହେ ବରଷା ଟିକେ ରାହିଯା - He Barasa Tike Rahija Lyrics
- ଶିଳ୍ପୀ ଆମେ ଶ୍ରମିକ ଆମେ କାମରେ ଥାଉ ମାତି - Shilpi Aame...
- ହାଏରେ କାଏଁ ମହନୀ ଲାଗିଛେ - Haere Kaen Mahani Lagichh...
- ଘ ଚମ୍ପୂ (ଘେନାଇ ଆମ୍ଭେ ଯେତେ କହିଲୁରେ) - Gha Champu (G...
- ହମ୍ଦମ୍ ମେରେ (ଚାଲୁଥିଲି ମୁଁ ଏକା ମୋ ବାଟରେ) - Humdum...
- ସଜନୀ ସଜନୀ ସଜନୀ ମୁଁ କାହାକୁ ଭଲ ପାଇନି - Sajani Sajani...
- ଝ ଚମ୍ପୂ (ଝଗଡ଼ି ମାତ୍ର ହେଲ ହେ ଶ୍ୟାମ) - Jha Champu (Jh...
- ଓଡ଼ିଆ କ୍ୟାଲେଣ୍ଡର / ପଞ୍ଜିକା ୨୦୨୦ - Odia Calendar / P...
- ଗୋଟେ ପେନ୍ସିଲ୍ ଭାଙ୍ଗି ଦୁହେଁ ଲେଖିବା ଥିଲା ଫ୍ରେଣ୍ଡସିପ...
- ରାମଚଣ୍ଡୀରେ ସନ୍ଧ୍ୟା (କି କରାଳ ଆଜି ରଜନୀ ବହେ ଝଞ୍ଜା ପବନ...
- ତମକୁ ଦେଖିଲା ପରେ ଲାଗିଲା ଏମିତି - Tamaku Dekhila Pare...
- ଆସିଥିଲି କାଳିଆ ତୋ ଦରଶନ ପାଇଁରେ - Asithili Kalia To D...
- ଚାନ୍ଦ ନା ତୁମେ ତାରା ମୋତି ନା ତୁମେ ହୀରା - Chanda Na T...
- ତୁ ଚାଲୁଥିଲୁ ତୋ ବାଟରେ ମୁଁ ଚାଲୁଥିଲି ମୋ ବାଟରେ - Tu Ch...
- ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା - To Lagi Gopad...
- ତୁମେ ଯଦି ସାଥି ମୋର ଦିଅ ମୋତେ ଭୁଲାଇ - Tume Jadi Sathi...
- ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା- Anamika Nayik...
-
-
-
-
-
-
-
-
-
-
-
-