Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି - Tiktiki Tiktiki Hue Mo Chhati Lyrics

== ଓଡ଼ିଆ ==

ଫିଲ୍ମଗୀତ : ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
ଭାଷା : ଓଡ଼ିଆ
ଚଳଚିତ୍ର : ବଳିଦାନ
କଣ୍ଠ : ବାଣୀ ଜୟରାମ
ଗୀତିକାର : ପ୍ରଫୁଲ୍ଲ କର
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ମସିହା : ୧୯୭୯



ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ..
ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ..
କହିବାକୁ ଲାଜ ଲୋ ମାଳତୀ
ଲାଗେ ଯାହା କଲେ ପୀରତି
ହାଃ..ହାଃ..ହାଃ
ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ.. ॥


ଯାହା ମୁଁ ରଖିଥିଲି ସାଇତି
ଚୋରାଇ ନେଲା ଚୋରା ଚଇତି
ଯାହା ମୁଁ ରଖିଥିଲି ସାଇତି
ଚୋରାଇ ନେଲା ଚୋରା ଚଇତି
ଏବେ ମୋ ଦିନରାତି କେମିତି ଯିବ ବିତି
ନଥିବେ ପାଶେ ଯଦି ମୋ ସାଥୀ
ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ.. ॥୧॥ 


ହେଲା ଗୋ ସତ ଆଜି ସପନ
ପାଇଛି ଖୋଜି ସାଥୀ ଏ ମନ
ହେଲା ଗୋ ସତ ଆଜି ସପନ
ପାଇଛି ଖୋଜି ସାଥୀ ଏ ମନ
ତା ନାମ ଯଉବନ କହନ୍ତି କାଳେ ପ୍ରେମ
ଜାଣିଲି ଆଜି ତାହା ପ୍ରଥମ 
ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ..
କହିବାକୁ ଲାଜ ଲୋ ମାଳତୀ
ଲାଗେ ଯାହା କଲେ ପୀରତି
ହାଃ..ହାଃ..ହାଃ
ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ..
ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି
କିଏ ସେ ଭରିଛି ମୋ ଦେହେ ତାତି
ହାଏରେ.. ॥୨॥ 


ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି:
ବାଣୀ ଜୟରାମ ଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚିତ ଓ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୭୯ ମସିହାର ଓଡ଼ିଆ ଚଳଚିତ୍ର “ବଳିଦାନ” ଗୀତ “ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ।



YouTube ରେ ଟିକ୍‌ଟିକି ଟିକ୍‌ଟିକି ହୁଏ ମୋ ଛାତି



ଏହି ଗୀତଟିକୁ ଏକ ଭିନ୍ନ ଢଙ୍ଗରେ ଅସୀମା ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ YouTube ରେ



== English ==

Movie Song : Tiktiki Tiktiki Hue Mo Chhati
Language : Odia
Movie : Balidan
Singer : Vani Jayaram
Lyricist : Prafulla Kara
Music Director : Prafulla Kara
Year : 1979



Tiktiki tiktiki hue mo chhati
Kie se bharichhi mo dehe tati
Haere..
Tiktiki tiktiki hue mo chhati
Kie se bharichhi mo dehe tati
Haere..
Kahibaku laja lo Malati
Lage jaha kale pirati
Hah..hah..hah
Tiktiki tiktiki hue mo chhati
Kie se bharichhi mo dehe tati
Haere.. ॥


Jaha mun rakhithili saiti
Chorai nela chora chaiti
Jaha mun rakhithili saiti
Chorai nela chora chaiti
Ebe mo dinarati kemiti jiba biti
Nathibe pashe jadi mo sathi
Tiktiki tiktiki hue mo chhati
Kie se bharichhi mo dehe tati
Haere.. ॥1॥ 


Hela go sata aji sapana
Paichhi khoji sathi e mana
Hela go sata aji sapana
Paichhi khoji sathi e mana
Ta nama jaubana kahanti kale prema
Janili aji taha prathama
Tiktiki tiktiki hue mo chhati
Kie se bharichhi mo dehe tati
Haere..
Kahibaku laja lo Malati
Lage jaha kale pirati
Hah..hah..hah
Tiktiki tiktiki hue mo chhati
Kie se bharichhi mo dehe tati
Haere..
Kahibaku laja lo Malati
Lage jaha kale pirati
Hah..hah..hah
Tiktiki tiktiki hue mo chhati
Kie se bharichhi mo dehe tati
Haere.. ॥2॥ 


Tiktiki Tiktiki Hue Mo Chhati:
Lyrics of song “Tiktiki Tiktiki Hue Mo Chhati Kie Se Bharichhi Mo Dehe Tati”, sung by Vani Jayaram, lyrics and music directed by Prafulla Kara, from Odia movie “Balidan”, released in the year 1979 on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ନୀଳାଚଳ ଧାମ ଯାଇ ମୁଁ ପାରୁନି - Nilachala Dhama Jai Mun Paruni Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ