Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ - Sai Tume Aasiba Ki Mo Shunya Mana Mandire Lyrics

== ଓଡ଼ିଆ ==

ଭଜନ : ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ଭାଷା : ଓଡ଼ିଆ
କଣ୍ଠ : କୁମାର ଦିଲ୍ଲୀପ
ଗୀତିକାର : ଚନ୍ଦ୍ରଭାନୁ ଶତପଥି 
ସଂଗୀତ ନିର୍ଦ୍ଦେଶକ : ଶାରଦା ପ୍ରସନ୍ନ ସାହୁ



ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ

ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ତୁମ ପାଦ ପଡ଼ିବ କି
ମୋ ଦୀନ ଭଙ୍ଗା କୁଟୀରେ
ତୁମ ପାଦ ପଡ଼ିବ କି
ମୋ ଦୀନ ଭଙ୍ଗା କୁଟୀରେ
ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ ॥


ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ
ତୁମକୁ ଖୋଜିବି ନାଥ ଆଉ କେତେ କାଳ
ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ
ତୁମକୁ ଖୋଜିବି ନାଥ ଆଉ କେତେ କାଳ
ଜୀବନ ମୋ ସରିଆସେ
ବାବା ତୁମ ଖୋଜିବାରେ
ଜୀବନ ମୋ ସରିଆସେ
ବାବା ତୁମ ଖୋଜିବାରେ
ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ ॥୧॥


ମାନବ ରୂପରେ ତୁମେ ଜନମ ହୋଇ
କେତେ ପାପୀ ତପିଙ୍କୁ ଉଦ୍ଧାରିଲ ସାଇ
ମାନବ ରୂପରେ ତୁମେ ଜନମ ହୋଇ
କେତେ ପାପୀ ତପିଙ୍କୁ ଉଦ୍ଧାରିଲ ସାଇ
ତୁମ ନାମ ଭଜେ ଯିଏ
ଦୁଃଖ ତାର ବହୁ ଦୂରେ
ତୁମ ନାମ ଭଜେ ଯିଏ
ଦୁଃଖ ତାର ବହୁ ଦୂରେ
ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ ॥୨॥


ଦାନ ବଳେ ପୁଣ୍ୟ ଯେତେ ମୁଁ ଅରଜିଲି
ତୁମ ପୂଜା ଧୂପକାଠି ହେଇ ମୁଁ ଜଳିଲି
ଅ..ଦାନ ବଳେ ପୁଣ୍ୟ ଯେତେ ମୁଁ ଅରଜିଲି
ତୁମ ପୂଜା ଧୂପକାଠି ହେଇ ମୁଁ ଜଳିଲି
ତୃଟି ଥିଲେ ଦବ କ୍ଷମା
ବାବା ତୁମ ସମର୍ପଣେ
ତୃଟି ଥିଲେ ଦବ କ୍ଷମା
ବାବା ତୁମ ସମର୍ପଣେ
ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ

ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ
ତୁମ ପାଦ ପଡ଼ିବ କି
ମୋ ଦୀନ ଭଙ୍ଗା କୁଟୀରେ
ତୁମ ପାଦ ପଡ଼ିବ କି
ମୋ ଦୀନ ଭଙ୍ଗା କୁଟୀରେ ॥୩॥


ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ:
କୁମାର ଦିଲ୍ଲୀପ ଙ୍କ କଣ୍ଠରେ, ଶାରଦା ପ୍ରସନ୍ନ ସାହୁ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚନ୍ଦ୍ରଭାନୁ ଶତପଥି ଙ୍କ ରଚିତ ଓଡ଼ିଆ ଭଜନ ଗୀତ “ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆ ଓ ଇଂରାଜୀରେ ।
  


YouTube ରେ ସାଇ ତୁମେ ଆସିବ କି




== English ==

Bhajan : Sai Tume Aasiba Ki Mo Shunya Mana Mandire
Language : Odia
Singer : Kumar Dilip
Lyricist : Chandrabhanu Satpatthy
Music Director : Sarada Prasanna Sahoo



Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire

Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire
Tuma pada padiba ki
Mo dina bhanga kutire
Tuma pada padiba ki
Mo dina bhanga kutire
Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire ॥


Bata tuma chahin chahin helini byakula
Tumaku khojibi natha aau kete kala
Bata tuma chahin chahin helini byakula
Tumaku khojibi natha aau kete kala
Jibana mo sariase
Baba tuma khojibare
Jibana mo sariase
Baba tuma khojibare
Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire ॥1॥


Manaba rupare tume janama hoi
Kete papi tapinku uddharila Sai
Manaba rupare tume janama hoi
Kete papi tapinku uddharila Sai
Tuma nama bhaje jie
Duhkha tara bahu dure
Tuma nama bhaje jie
Duhkha tara bahu dure
Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire ॥2॥ 


Dana bale punya jete mun arajili
Tuma puja dhupakathi hei mun jalili
A..dana bale punya jete mun arajili
Tuma puja dhupakathi hei mun jalili
Truti thile daba khyama
Baba tuma samarpane
Truti thile daba khyama
Baba tuma samarpane
Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire

Sai tume asiba ki
Mo shunya mana mandire
Baba tume asiba ki
Mo shunya mana mandire
Tuma pada padiba ki
Mo dina bhanga kutire
Tuma pada padiba ki
Mo dina bhanga kutire ॥3॥


Sai Tume Aasiba Ki Mo Shunya Mana Mandire:
Lyrics of song “Sai Tume Aasiba Ki Mo Shunya Mana Mandire”, sung by Kumar Dilip, music directed by Sarada Prasanna Sahoo, lyrics by Chandrabhanu Satpathy, on “The Smaranika” in Odia and English.



ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଷାଠିଏ ପଉଟି ଭୋଗରୁ ତୁମର କାଢ଼ିତ ନେଇନି ହରି - Sathie Pauti Bhogaru Tumara Kadhita Neini Hari Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ନିଦ ମାଉସୀ ଦେ ଆଉଁସି ଜଗନ ଆଖି ମୋର - Nida Mausi De Aanusi Jagana Aakhi Mora Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

Anonymous commented on abadha muthie mote lyrics odia: “ବହୁତ ସୁନ୍ଦର। ହୃଦୟରୁ ଧନ୍ୟବାଦ ଜଣାଉଛି । 🙏🙏🙏🙏”

The Smaranika commented on aama ghara ei gharatire lyrics odia: “ଆପଣଙ୍କ ମନ୍ତବ୍ୟ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍”

Anonymous commented on aama ghara ei gharatire lyrics odia: “Thank you the smaranika pila dinara smruti ”

The Smaranika commented on jeun hata karuthai papa lyrics odia: “ଏହି ମୂଲ୍ଯବାନ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on jeun hata karuthai papa lyrics odia: “Thanks for the lyrics...God bless you.”

The Smaranika commented on gachha o kathuria raha are lyrics odia: “ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।- "ଦି ସ୍ମରଣିକା" ଟିମ୍”

Anonymous commented on gachha o kathuria raha are lyrics odia: “Beautiful ”

The Smaranika commented on mo prabhu jagannatha se lyrics odia: “ମତାମତ ପାଇଁ ଧନ୍ୟବାଦ ।- ଦି ସ୍ମରଣିକା ଟିମ୍‌”

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ